Daily Archives

January 21, 2018

ବ୍ରହ୍ମପୁର ଗେଟାସାହି ବସ୍ତିରେ ଅଗ୍ନିକାଣ୍ଡର ୩ ଦିନ ପରର ଘଟଣା : ଶୀତୁଆ ରାତିରେ ପଲିଥିନ୍ ତଳେ କଟୁଛି…

କନକ ବ୍ୟୁରୋ : ବିପଦ ସିନା ଟଳିଗଲା, ହେଲେ ଛାଡ଼ି ଦେଇଗଲା ଯନ୍ତ୍ରଣା । ଜଳି ପୋଡ଼ି ପାଉଁଶ ହୋଇଗଲା, ମୁଣ୍ଡ ଗୁଂଜିବାକୁ ଥିବା ଏକମାତ୍ର ଭରସା । ଆଉ ଏବେ ଆଶ୍ରା କହିଲେ, କେଇ ଖଣ୍ଡ ପଲିଥିନ୍ । ଯେଉଁଠି ହାଡ଼ ଭଙ୍ଗା ଶୀତରେ ଅତି ଦୟନୀୟ ଭାବରେ କଟୁଛି ଦିନ । ଆଖି ଆଗରେ ଚାହୁଁଚାହୁଁ ଜଳିଗଲା ଦୀର୍ଘ…

ନିୟମିତ ପିଜୁଳି ଖାଇଲେ ଅନେକ ଫାଇଦା ମିଳେ : ଅନେକ ରୋଗରୁ ମିଳେ ଉପଶମ

କନକ ବ୍ୟୁରୋ : ପିଜୁଳି ଏକ ସ୍ୱାଦିଷ୍ଠ ତଥା ସ୍ୱାସ୍ଥ୍ୟବର୍ଦ୍ଧକ ଫଳ। ଏଥିରୁ ମିଳେ ଅଧିକ ପରିମାଣର ଭିଟାମିନ୍‌ ସି। ନିୟମିତ ପିଜୁଳି ଖାଇଲେ, ପେଟ ସଫା ରହେ, ରକ୍ତବାହି ଧମନିରେ ମେଦ ଜମେନାହିଁ, ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ଅକ୍ଷୁଣ୍ଣ ରହେ। ଆୟୁର୍ବେଦ ଅନୁଯାୟୀ ଏହା କଷା, ମିଠା,…

ଓମ୍‌ ପ୍ରକାଶ ରାଓ୍ଵତ୍‌ ହେବେ ନୂଆ ମୁଖ୍ୟ ନିର୍ବାଚନ କମିସନର : ୨୩ରେ ନେବେ ଦାୟିତ୍ୱ

କନକ ବ୍ୟୁରୋ : ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବରେ ଓମ୍‌ ପ୍ରକାଶ ରାଓ୍ଵତ ନିଯୁକ୍ତ ହେବେ। ଆଇନ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତମାନର ମୁଖ୍ୟ ନିର୍ବାଚନ କମିସନର ଅଚଳ କୁମାର ଜ୍ୟୋତିଙ୍କ କାର୍ଯ୍ୟକାଳ…

ପାକିସ୍ତାନୀ ମାଟିରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକର ଇସାରା କଲେ ଗୃହମନ୍ତ୍ରୀ ରାଜନାଥ ସିଂହ : କହିଲେ ଆବଶ୍ୟକ ପଡ଼ିଲେ…

କନକ ବ୍ୟୁରୋ : ବାରମ୍ବାର ଅସ୍ତ୍ରବିରତି ଉଲଂଘନ ପରେ ସିଧାସଳଖ ପାକିସ୍ତାନକୁ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ । ଠିକ୍ ଏମିକି ବେଳେ ରାଜନାଥ ସିଂଙ୍କ ଏଭଳି ଏକ ମନ୍ତବ୍ୟ ଆସିଛି ଯେତେବେଳେ କ୍ରମାଗତ ଭାବରେ ୫ ଦିନ ହେଲା ସୀମା ଆରପଟରୁ ଗୁଳିଗୋଳା ମାଡ଼ କରୁଛନ୍ତି ପାକିସ୍ତାନ ଯବାନ । ପାକ୍…

ପୁରଣା ଦିନର ସ୍ମୃତି ସାଉଁଟିଲେ ରେଭେନ୍ସାର ପୁରାତନ ଛାତ୍ର : ୧୫୦ ବର୍ଷ ପୂର୍ତ୍ତି ଅବସରରେ ବହୁ ବିଶିଷ୍ଟ ପୁରାତନ…

କନକ ବ୍ୟୁରୋ : ରେଭେନ୍ସାର କୃତିଛାତ୍ରଛାତ୍ରୀଙ୍କ ପାଇଁ ପୁରାତନ ଛାତ୍ର ସଂଗଠନ ଗଢିଛି ଏକ ପାଣ୍ଠି । ସଦସ୍ୟଙ୍କ ଦାନ ଆଧାରରେ ପରିପୃଷ୍ଟ ହେବ ଏହି ପାଣ୍ଠି ବୋଲି ଘୋଷଣା କରିଛନ୍ତି ସଂଗଠନର ସଭାପତି ସୌମ୍ୟରଂଜନ ପଟ୍ଟନାୟକ । ଆଜି ଅନୁଷ୍ଠିତ ମହାମିଳନ ଅବସରରେ ପ୍ରଥମ ଦିନ ହିଁ ଆଦାୟ ହୋଇଛି ୨…