Daily Archives

January 20, 2018

ପିଲା ମାରିଦେଲା ପ୍ରିନ୍ସପାଲଙ୍କୁ ଗୁଳି! ପାଠପଢ଼ା ପାଇଁ ଦାଗିଦ୍ କରିବାରୁ ଗୁଳିମାଡ଼ କଲା ଛାତ୍ର, ଟଳିପଡିଲେ ପ୍ରିନ୍ସପାଲ

ଛାତ୍ରର ଗୁଳିମାଡ଼ରେ ପ୍ରିନ୍ସପାଲଙ୍କ ମୃତ୍ୟୁ । ପ୍ରିନ୍ସପାଲଙ୍କ ଚାମ୍ବରରେ ପଶି ଗୁଳିମାଡ଼ କରିଛନ୍ତି ଜଣେ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣା, ଜମୁନାନଗମରେ ଥିବା ବିବେକାନନ୍ଦ ସ୍କୁଲରେ । ସ୍ଥାନୀୟ ଏସପିଙ୍କ ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ…

କେମିତି ହୁଏ ସର୍ଜିକାଲ ଷ୍ଟ୍ରାଇକ ! ଭାରତୀୟ ସେନାର ସବୁଠୁ ବଡ ଅପରେସନର ଡକ୍ୟୁମେଂଟାରୀ ଟ୍ରେଲର ରିଲିଜ କଲା ହିଷ୍ଟ୍ରି…

କନକ ବ୍ୟୁରୋ : ଭାରତ-ପାକ୍ ସୀମାରେ ବଢିବାରେ ଲାଗିଛି ପଡୋଶୀର ଉତ୍ପାତ । ଅନ୍ତର୍ଜାତୀୟ ସୀମାରେ ଅଘୋଷିତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରୁଛି ପାକିସ୍ତାନ ସେନା । ୪ ଦିନ ହେଲା ସୀମା ଆରପଟୁ ପ୍ରବଳ ଗୁଳିଗୋଳା ମାଡ କରୁଛନ୍ତି ପାକିସ୍ତାନ ଯବାନ । ଭାରତୀୟ ସେନା ମଧ୍ୟ ତାର ରଣନୀତି ପରିବର୍ତନ…

ସିଜରିଆନ୍ ବନାମ ସ୍ୱାଭାବିକ ସନ୍ତାନ ଜନ୍ମ ! ସୁରକ୍ଷିତ ପ୍ରସବର ଫର୍ମୁଲା ବତାଇଲେ ଦେଶର ନାମୀଦାମୀ ସ୍ତ୍ରୀ ଓ ପ୍ରସୂତୀ…

କନକ ବ୍ୟୁରୋ : ନର୍ମାଲ ଡେଲିଭରି ବନାମ ସିଜରିଆନ ଡେଲିଭରି । କେଉଁଟି ସନ୍ତାନ ପାଇଁ ଭଲ? କେଉଁ ସମୟରେ ଆବଶ୍ୟକ ପଡିଥାଏ ସିଜରିଆନ ଡେଲିଭରି? ସତରେ କଣ ସିଜରିଆନ ଡେଲିଭରିରେ ପିଲାମାନେ ବୁଦ୍ଧିମାନ୍ ହୁଅନ୍ତି? ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପାଞ୍ଚଦିନିଆ ସର୍ବ ଭାରତୀୟ ସ୍ତ୍ରୀ ଓ…

୧୬୫ କୋଟିରେ ମାରିପାରିବେନି ହାତ ! ବାହୁବଳି ବିଧାୟକ ସନା ମହାକୁଡଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ପୋଲିସ

କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆର ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ୧୬୫ କୋଟି ଟଙ୍କାକୁ ଅଚଳ କରିଦେଇଛି ପୋଲିସ । ବିଭିନ୍ନ ବ୍ୟାଙ୍କରେ ଥିବା ଚମ୍ପୁଆ ବିଧାୟକଙ୍କ ୫ଟି ଆକାଉଂଟକୁ ଅଚଳ କରିଦିଆଯାଇଛି । ଅର୍ଥାତ ଏହି ଟଙ୍କାକୁ ଆକାଉଂଟରୁ ଉଠାଇ ପାରିବେ ନାହିଁ ବିଧାୟକ ସନାତନ ମହାକୁଡ ।…

ରେଭେନ୍ସାର ୧୫୦ ବର୍ଷ ପୂର୍ତ୍ତି ! ଆସନ୍ତାକାଲି ଏକାଠି ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର

କନକ ବ୍ୟୁରୋ : ଆସନ୍ତାକାଲି ଏକାଠି ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର । ରେଭେନ୍ସାକୁ ୧୫୦ ବର୍ଷ ପୂରିଥିବାବେଳେ ପ୍ରଥମଥର ପାଇଁ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ହେଉଛି । ଏଥିପାଇଁ ରେଭେନ୍ସା ପରିସରରେ ଥିବା ମୁକ୍ତ ମଂଚ ପ୍ରସ୍ତୁତ ହୋଇ ରହିଛି । ଏପର୍ଯ୍ୟନ୍ତ…