Daily Archives

January 19, 2018

ବ୍ରହ୍ମପୁର ଗେଟି ବସ୍ତିରେ ଅଗ୍ନିକାଣ୍ଡ : ୬୦ ବଖରା ଘର ପୋଡି ପାଉଁଶ

କନକ ବ୍ୟୁରୋ :  ହୁ ହୁ ହୋଇ ଜଳିଗଲା ବ୍ରହ୍ମପୁରର ଗେଟା ବସ୍ତି । ନିମିଷକ ମଧ୍ୟରେ ସବୁ ଛାରଖାର କରିଦେଲା ନିଆଁ । ପୋଡି ପାଉଁଶ ହୋଇଗଲା ବସ୍ତିର ୬୦ ବଖରା ଘର । ପାଉଁଶ ଭିତରୁ ଚାଲିଛି ଜିନିଷ ଖୋଜା । ଦରପୋଡା କାଗଜ ସାଉଁଟୁଛନ୍ତି ବସ୍ତି ବାସିନ୍ଦା । ରାଜୀବ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ…

ମନ୍ତ୍ରୀ ପଦରୁ ବିଦା ହେବା ପରେ ନିଜ ଖବରକାଗଜରେ ମନ କଥା କହିଲେ ଦାମ : ୩ ଜଣ ଯୁବନେତାଙ୍କ ଷଡଯନ୍ତ୍ର ପାଇଁ ହରାଇବାକୁ…

କନକ ବ୍ୟୁରୋ :  ବ୍ରାହ୍ମଣଙ୍କୁ ଭିକମଗା କହି ମନ୍ତ୍ରୀପଦ ହରାଇବାର ପ୍ରାୟ ମାସେ ପରେ ନିଜ ମନର କଥାକୁ ପରିପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ତାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ଖବରକାଗଜ ସଂଚାରରେ ଆର୍ଟିକଲ ଲେଖି ଦଳର ତିନି ଯୁବ ନେତାଙ୍କୁ ଟାର୍ଗେଟ…

ସୁରକ୍ଷିତ ମାତୃତ୍ୱ ନେଇ ବିଶେଷଜ୍ଞଙ୍କ ମନ୍ଥନ : ଡାକ୍ତର କହିଲେ, ପ୍ରସବ ପାଇଁ ଅସ୍ତ୍ରୋପଚାର ମା’ ପାଇଁ ଅଧିକ…

କନକ ବ୍ୟୁରୋ : ଯନ୍ତ୍ରଣାରେ ଛାଟିପିଟି ହେଉଥିବା ମା’ର ଗର୍ଭାଶୟରୁ ପିଲାଟିଏକୁ ନିରାପଦରେ ବାହାର କରିବା ସବୁବେଳେ ଏକ ଆହ୍ୱାନ ହୋଇ ରହିଥାଏ । ବର୍ତମାନ ଭାରତରେ ପ୍ରାୟ ୧୭ ପ୍ରତିଶତ ଶିଶୁଙ୍କୁ ସର୍ଜରୀ ବା ସିଜେରିଆନ୍ ଅପରେସନ୍ ଦ୍ୱାରା ମା’ ପେଟରୁ ବାହାରକୁ ଅଣାଯାଉଛି । ସ୍ୱାଭାବିକ…

ଘରୋଇ ଉପାୟରେ ଚମକାଇ ପାରିବେ ଷ୍ଟିଲ ବାସନ ! ଜାଣନ୍ତୁ କିପରି ?

ଆଜିକାଲି ପ୍ରାୟ ଘରେ ଷ୍ଟେନଲେସ ଷ୍ଟିଲର ବ୍ୟବହାର କରାଯାଉଛି । ତାହା ମଧ୍ୟ ଖୁବ ଆକର୍ଷକ । କିନ୍ତୁ ସେସବୁକୁ ଠିକ ଭାବରେ ବ୍ୟବହାର ନକରିବା ଦ୍ୱାରା ତାହାକୁ ସଫା କରିବା କାଠିକର ହୋଇଯାଏ । ତେବେ ତାହାକୁ ନିୟମିତ ଭାବରେ ସଫା କରିବା ଏବଂ ତାହାର ଦାଗ ହଟାଇବା ପ୍ରତି ଗୁରୁତ୍ୱ ଦେବା ଉଚିତ ।…

ଦିଲ୍ଲୀ ରାଜନୀତିରେ ହଲଚଲ : ଆମ ଆଦମୀ ପାର୍ଟିର ୨୦ ବିଧାୟକଙ୍କ ସଦସ୍ୟତା ରଦ୍ଧ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ…

କନକ ବ୍ୟୁରୋ :  ଅଫିସ ଅଫ୍ ପ୍ରଫିଟ୍ ବା ଲାଭଜନକ ପଦବୀ ହାତେଇବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ୨୦ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ଏଥିସହ ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି । ରାଷ୍ଟ୍ରପତି ଏହି ସୁପାରିଶରେ ମୋହର ମାରିବା…