Daily Archives

January 16, 2018

ଭାଇରାଲ ହେଲା ସାତକୋଶିଆର ଭିତିରି ଭିଡିଓ! ରାତିରେ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବୋଲେରୋରେ ଘୂରି ବୁଲୁଥିଲେ ପର୍ଯ୍ୟଟକ

କନକ ବ୍ୟୁରୋ : ଭାଇରାଲ ହେଲା ସାତକୋଶିଆର ଭିତିରି ଭିଡିଓ । ଅଭୟାରଣ୍ୟର ନିଷିଦ୍ଧ ଅଂଚଳର ଦୃଶ୍ୟ । ଯେଉଁଠି କାହାକୁ ଯିବାକୁ ଅନୁମତି ନଥାଏ, ସେହି ଅଂଚଳର ଦୃଶ୍ୟ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ପ୍ରଶ୍ନ ଉଠୁଛି ନିଷଦ୍ଧ ଅଂଚଳର ଭିଡିଓ କିଭଳି ଭାଇରାଲ୍ ହେଲା । କିଏ ଏହାକୁ ଭାଇରାଲ୍…

ତିନିବର୍ଷର ରେକର୍ଡ ଛୁଇଁଲା ତେଲ ଦର! ପେଟ୍ରୋଲ ୭୦, ଡିଜେଲ ୬୫ । ଚିନ୍ତାରେ ଗ୍ରାହକ

କନକ ବ୍ୟୁରୋ : ତିନିବର୍ଷର ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ ଦର । ୨୦୧୪ ଅଗଷ୍ଟ ମାସ ପରେ ପ୍ରଥମଥର ଲାଗି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ଟପିଛି । ସେହିପରି ଡିଜେଲ ଦର ୬୫ ଟଙ୍କା ପାର କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ଟଙ୍କା ୬ ପଇସା ଥିବାବେଳେ ଡିଜେଲ ଦର ୬୬ଟଙ୍କା ୨୯ ପଇସା…

ଲାଲଗଡ଼ରେ ଲେଡ଼ି କମାଣ୍ଡୋ ! ଦିନେ ସୁରକ୍ଷାବାହିନୀକୁ କରୁଥିଲେ ଟାର୍ଗେଟ, ଏବେ ମାଓବାଦୀଙ୍କୁ ମାତ୍ ଦେବାକୁ ପାଇଛନ୍ତି…

କନକ ବ୍ୟୁରୋ : ଲାଲଗଡ ଜଗିଛନ୍ତି ମହିଳା କମାଣ୍ଡୋ । ଦେଶର ସବୁଠାରୁ ଅଧିକ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ସୁକୁମା ଜିଲ୍ଲାର ପୋଲମପାଲି ଅଂଚଳରେ ପ୍ରଥମ କରି ମହିଳା କମାଣ୍ଡୋଙ୍କୁ ମୁତୟନ କରିଛି ଛତିଶଗଡ ପୁଲିସ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି କୁମ୍ବିଂ ଅପରେସନ କରିବା ସହ ରାସ୍ତା…

ନିର୍ବାଚନ ଜିତିବାର ନୂଆ ତରିକା ! ଚାଉଳ ନିଅ, ଭୋଟ ଦିଅ । ନିର୍ବାଚନ ଜିତିଲେ ମିଳିବ ରାସନକାର୍ଡ

କନକ ବ୍ୟୁରୋ :ଭୋଟ୍ ପାଇଁ ଖୋଲାଖୋଲି ଦିଆଯାଉଛି ଲାଂଚ । ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲାଂଚ ଆକାରରେ ଦିଆଯାଉଛି ଚାଉଳ । ଆଉ ନିର୍ବାଚନ ସରିଲା ପରେ ରାସନକାର୍ଡ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି ବିଜେଡି ସମର୍ଥନରେ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଲଢ଼ୁଥିବା…

ଗାଡି ନେଇଗଲା ଗୋଡ ! ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ଦୁର୍ଘଟଣାରେ ଗୋଡ ହରାଇଲେ କାର ମାଲିକ

କନକ ବ୍ୟୁରୋ : ଗତକାଲି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ବିଏମଡବ୍ଳୁ ଦୁର୍ଘଟଣା ଘଟଣାରେ ଆହତ ଗାଡି ମାଲିକଙ୍କ ଡାହାଣ ଗୋଡ କଟାଯାଇଛି । ଦୁର୍ଘଟଣାରେ ଜଙ୍ଘ ତଳୁ ତଳିପାଦ ଯାଏଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାଙ୍କର ଗୋଡ କାଟିବା ବାଧ୍ୟବାଧକତା ଥିଲା ବୋଲି ଡାକ୍ତରଙ୍କ ସୂତ୍ରରୁ…