Daily Archives

January 12, 2018

ଆଜିଠୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ! ୩ ଦିନରେ ପ୍ରଦର୍ଶିତ ହେବ ୩୯ ଚଳଚ୍ଚିତ୍ର

କନକ ବ୍ୟୁରୋ : ସାହିତ୍ୟ ଓ ସିନେମାକୁ ନେଇ ଏଥର ଆୟୋଜିତ ହେବ ଦ୍ୱାଦଶ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। କଳା ଓ କଳାକାରଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ ଏଥର ଇଡ୍‌କଲ୍‌ ପ୍ରେକ୍ଷାଳୟରେ ୩୯ଟି ଚଳଚ୍ଚିତ୍ର ଭେଟିଦେବ। ଓଡ଼ିଆ ଚଳଚ୍ଚିତ୍ର ଜଗତର…

ବିଶ୍ୱର ୩ୟ ଚର୍ଚ୍ଚିତ ନେତା ହେଲେ ମୋଦି ! ଅନ୍ୟ ଲୋକପ୍ରିୟ ନେତା ପଡ଼ିଲେ ପଛରେ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଭାରତ ପାଇଁ ଏକ ଭଲ ଖବର ଆସିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପଛରେ ପକାଇ ବିଶ୍ୱର…

ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ପ୍ରସ୍ତୁତି ! ୨୧ରୁ ଗାନ୍ଧୀ ମାର୍ଗରେ ଅଭ୍ୟାସ

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପରେଡ୍‌ ଲାଗି ଆସନ୍ତା ୨୧ ତାରିଖରୁ ପରେଡ୍‌ ଅଭ୍ୟାସ ଆରମ୍ଭ ହେବ । ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଗାନ୍ଧୀମାର୍ଗକୁ ଲାଗି କରିଥିବା ବିଭିନ୍ନ ଛକ ଉପରେ ଟ୍ରାଫିକ୍‌ କଟକଣା ଜାରି କରାଯିବ । ଏଥିପାଇଁ ଆଜି ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ପଡୋଶୀଙ୍କ ଉପରେ ଆକଶରୁ ଆଖି ରଖିବ ଭାରତ !  ମହାକାଶକୁ କାର୍ଟୋସାଟ୍ ଉପଗ୍ରହ ଛାଡିଲା ଇସ୍ରୋ

କନକ ବ୍ୟୁରୋ : ପୁଣି ମାଇଲଖୁଂଟ ସ୍ଥାପନ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ବିଦେଶର ୨୮ଟି ଓ ଭାରତର ୩ଟି ଉପଗ୍ରହକୁ ମହାକାଶରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ କରିଛି ପିଏସଏଲଭି ରକେଟ୍  । ତେବେ ଭାରତର ଏହି ତିନୋଟି ଉପଗ୍ରହ ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଟୋସାଟ୍-୨…

ବୈଜୟନ୍ତଙ୍କ ଟାର୍ଗେଟ ପରେ ତୃତୀୟ ମହଲାରୁ ଆସିଲା ଜବାବ ! ନବୀନ କହିଲେ ପ୍ରସଙ୍ଗ ନଥିବାରୁ ତୃତୀୟ ମହଲାକୁ କରାଯାଉଛି…

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ତୃତୀୟ ମହଲା ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଜି ମୁହଁ ଖୋଲିଛନ୍ତି ନବୀନ । ବୈଜୟନ୍ତଙ୍କ ନାଁ ନନେଇ ନବୀନ କହିଛନ୍ତି, କିଛି ପ୍ରସଙ୍ଗ ନଥିଲେ ଲୋକେ ଏଭଳି ଅଭିଯୋଗ ଆଣନ୍ତି । ଏଥିରେ ନୂତନତ୍ୱ କିଛି ନାହିଁ । ନବୀନଙ୍କ ଏହି ମନ୍ତବ୍ୟ…

ଡିସେମ୍ବରରେ ହୋଇପାରେ ଆଗୁଆ ନିର୍ବାଚନ ! ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି…

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା  । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଶେଷ ଭାଗରେ ସାଧାରଣ ନିର୍ବାଚନ ହୋଇପାରେ  । ଏହି ଚର୍ଚ୍ଚା ପରେ ରାଜନୈତିକ ଦଳଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି…