Daily Archives

January 7, 2018

ଭଉଣୀ ସହି ପାରିଲେନି ଭାଇର ଦୁଃଖ ! ଲାଲୁଙ୍କ ଜେଲ ଦଣ୍ଡାଦେଶ ଶୁଣି ହୃଦଘାତରେ ବଡ ଭଉଣୀଙ୍କର ଦେହାନ୍ତ

ପାଟନା : ରବିବାର ଦିନ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ବଡ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ଦେହାନ୍ତ ହୋଇଛି । ତାଙ୍କର ବୟସ ଥିଲା ୮୫ ବର୍ଷ । ଲାଲୁ ଜେଲରୁ ଫରିବା ନେଇ ଅପେକ୍ଷା କରିଥିଲେ । ଗତ କିଛିଦିନ ଧରି ଲାଲୁଙ୍କ ଜେଲରୁ ମୁକ୍ତି ପାଇଁ ପୂଜା ପାଠ ବି କରୁଥିଲେ । ଏହା ଭିତରେ ଆଜି…

ପିସିସି ନେତୃତ୍ୱରେ ସ୍ଥିତାବସ୍ଥା ନେଇ ଏଆଇସିସିର ଚିଠି : ବିଧାୟକଙ୍କ ପ୍ରଶ୍ନ, କୁଆଡେ ଗଲା ପର୍ଯ୍ୟବେକ୍ଷକଙ୍କ…

କନକ ବ୍ୟୁରୋ :  ଯିଏ ନିଜ ନିର୍ବାଚନ ମଣ୍ଡଳୀରେ ଉଧେଇ ପାରୁନି, ସିଏ ସାରା ରାଜ୍ୟରେ କଂଗ୍ରେସକୁ କିଭଳି ସମ୍ଭାଳିବେ । ଏଭଳି ଏକ ବୟାନ ଦେଇ ସିଧାସଳଖ ପ୍ରଦେଶ କଂଗ୍ରେସର ନେତୃତ୍ୱ ନେଉଥିବା ପ୍ରସାଦ ହରିଚନ୍ଦନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସୁନ୍ଦରଗଡ଼ ବିଧାୟକ । ପରବର୍ତୀ…

ଗରିବୀ ହଟାଇବା ପାଇଁ ‘ମାଷ୍ଟର ପ୍ଲାନ୍’ ! ୨୦୨୦ ମସିହା ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଦୂର କରିବାକୁ ଚୀନର ଟାର୍ଗେଟ

ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ନିଜର ୫ ବର୍ଷର ଦ୍ୱିତୀୟ କାର୍ଯ୍ୟକାଳରେ ଦେଶରୁ ସଂପୂର୍ଣ୍ଣ ଗରିବୀ ହଟାଇବାର ଲକ୍ଷ୍ୟ ରଖିଛନ୍ତି । ଚୀନ ଏହି ଦିଗରେ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି । ଚୀନର ଅଧିକାରୀ ଦେଶ ସାରା ପାଖାପାଖି ଏକ କୋଟି ଲୋକଙ୍କୁ ସେମାନଙ୍କର ଘରୁ ଶିଫ୍ଟ କରି ଗରିବୀ ହଟାଇବା…

ସୀମାରେ ଚାଲିଛି ଷଡ଼ଯନ୍ତ୍ର : ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନର ମିଳିତ ବ୍ଲୁ-ପ୍ରିଂଟ

କନକ ବ୍ୟୁରୋ : ଭାରତ-ପାକ୍ ସୀମାରେ ଚୀନ୍ ସେନା ଛାଉଣି । ୪ ମାସରେ ସୀମାରେ ୨ଟି ବିମାନଘାଟି ତିଆରି କଲାଣି ଚୀନ୍ । ରାଜସ୍ଥାନ ସୀମାରେ ୩୫୦ରୁ ଅଧିକ ବଙ୍କର ତିଆରି ହେଲାଣି । ଏମିତି ଭାବେ ଭାରତ-ପାକ୍ ସୀମାରେ ଏବେ ଚୀନ୍ ନିଜର ସେନା ଛାଉଣୀ କରୁଛି । କେବଳ ସେତିକି ନୁହେଁ, ଚୀନ୍ ପାକିସ୍ତାନ…

ବନ୍ଦ ଘରେ ୨୪ ଘଂଟା : ୩୦ ହଜାର ଟଙ୍କା ପାଇଁ ଅପହରଣ ପରେ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ : ନୟାଗଡର ଯୁବକଙ୍କୁୁ ରାଜଧାନୀରୁ ଅପହରଣ । ମୁଣ୍ଡ ଜାମିନ ପାଇଁ ମାଗିଲେ ଲକ୍ଷାଧିକ ଟଙ୍କା । ରାଜଧାନୀର ଶ୍ରୀରାମ ନଗରରେ ୨୪ ଘଂଟା କାଳ ଘର ଭିତରେ ବନ୍ଦ ରହିବା ପରେ, ପୁଲିସ ଉଦ୍ଧାର କରିଛି ଯୁବକଙ୍କୁ । ତେବେ ଖସିଯିବାର ସବୁ ରାସ୍ତା ବନ୍ଦ ପାଇଁ, ଦୁଇ ଦୁଇଟି କବାଟରେ ତାଲା…