Daily Archives

January 6, 2018

ଗୋଖାଦ୍ୟ ଦୁର୍ନୀତି ନେଲା ଲାଲୁଙ୍କ ବାର୍ଦ୍ଧକ୍ୟ : ଜାଣନ୍ତୁ ଏହି ମାମଲା କିଭଳି ପ୍ରଭାବିତ କରିଥିଲା ଜାତୀୟ ରାଜନୀତିକୁ

କନକ ବ୍ୟୁରୋ : ୨୨ ବର୍ଷର ତଳର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତେବେ ଏହି ମାମଲାରେ ଯେତେବେଳେ ସିବିଆଇ ଚାର୍ଜସିଟି ଦାୟର କରିଥିଲା । ପୂରା ଦେଶରେ ଚହଳ ପଡିଯାଇଥିଲା । କାରଣ ଲାଲୁ ଥିଲେ କିଙ୍ଗମେକର, ଭାରତର ରାଜନୀତିରେ ବେଶ୍ ପ୍ରଭାବଶାଳୀ ନେତା । ଏପରିକି…

ରାଗିଂର କରୁଣ କାହାଣୀ ବଖାଣିଲେ ଛାତ୍ର ! କନକ ନ୍ୟୁଜ୍ ହାତରେ ମୃତ୍ୟୁ ପୂର୍ବ ବୟାନର ଏକ୍ସକ୍ଲୁସିଭ୍ ଭିଡିଓ

କନକ ବ୍ୟୁରୋ :  ରାଗିଂ ନେଇଗଲା ଛାତ୍ରଙ୍କ ଜୀବନ । ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇରେ ପଢୁଥିବା ଜଣେ ଓଡିଆ ଛାତ୍ର ରାଗିଂର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ଭର୍ତି ହୋଇଥିଲେ । ଆଜି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ଅଭିଯୋଗ…

ଗଡକରୀଙ୍କ ଚିଠି ଉପରେ ମୁହଁ ଖୋଲିଲେ ନବୀନ : କହିଲେ, ଉମାଙ୍କ ବେଳେ ଆଲୋଚନା ହୋଇଥିଲା ବିଫଳ, ଟ୍ରିବ୍ୟୁନାଲ ହିଁ…

କନକ ବ୍ୟୁରୋ :  ମହାନଦୀ ବିବାଦ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆପୋଷ ଆଲୋଚନା ପାଇଁ ଏକାଠି ହେବାକୁ ଆହ୍ୱାନ ଏବଂ ଏନେଇ ନବୀନଙ୍କୁ ଚିଠି ଲେଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ…

ଗତକାଲି ଜେଲରୁ ମୁକୁଳିଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ : ଆଜି ପୁଣି ଗଲେ ଜେଲ୍ !

କନକ ବ୍ୟୁରୋ :  ଚିଟଫଣ୍ଡ ସଂସ୍ଥା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସେଲଫି । ପ୍ରାୟ ୪ବର୍ଷ କାଳ ଜେଲର ଚାରିକାନ୍ଥ ଭିତରେ ରହିବା ପରେ ପରିବାର ସହ ମୁକ୍ତିର ଆନନ୍ଦ ନେଇଥିଲେ ୭ଶହ କୋଟି ଠକେଇର ଏହି ମାଷ୍ଟର ମାଇଣ୍ଡ । ପତ୍ନୀ ଓ ପୁଅ ସହ ଖୁସିର ମୁହୁର୍ତକୁ ମୋବାଇଲ କ୍ୟାମେରାରେ କଏଦ…

୨୪୦୦ ପୃଷ୍ଠାରେ ସ୍ୱାକ୍ଷର ପାଇଁ ୪ଟି ପେନ ! ଲାଲୁଙ୍କ ଦଣ୍ଡବିଧାନର ଭିତିରି କଥା

ସିବିଆଇ ଅଦାଲତ ଦେଓଘର ଚାରା ଘୋଟାଲା ମାମଲାରେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଅଦାଲତ ଲାଲୁ ଯାଦବଙ୍କୁ ସାଢେ ୩ ବର୍ଷର ଜେଲ ଦଣ୍ଡ ଶୁଣାଇବା ସହିତ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାପାଇଁ କହିଛନ୍ତି । ତେବେ ଦଣ୍ଡ ଘୋଷଣା ପୂର୍ବରୁ…