Daily Archives

January 5, 2018

୭୦୦ କୋଟି ଟଙ୍କାର ଚୂନା ଲଗାଇବା ପରେ ମଧ୍ୟ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ମୁହଁ ଟାଣ ! କହିଲେ ସତ୍ୟର ହେବ ଜୟ

କନକ ବ୍ୟୁରୋ : ସତ୍ୟର ଜୟ ହେବ । ସିସୋର କେବେ ଚିଟଫଣ୍ଡ କମ୍ପାନି ନଥିଲା । କିଛି ଏଭଳି କଥା ଆଜି ସିସୋର ଚିଟଫଣ୍ଡ ମହାଠକେଇର ମୁଖ୍ୟ ଖଳନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଦୀର୍ଘ ୪ ବର୍ଷ ଜେଲରେ ରହିବା ପରେ ହାଇକୋର୍ଟରୁ ବେଲ ପାଇ ମୁକୁଳିଥିଲେ ସିସୋର ଚିଟଫଣ୍ଡ କମ୍ପାନିର ମୁଖ୍ୟ…

ଖଣିରେ ତାଲା, ଜୀବନ ଯନ୍ତ୍ରଣା ବଢିଲା ! ଗ୍ରାଉଣ୍ଡ ଜିରୋର ସତ, ବଢିଛି ବେକାରି

କନକ ବ୍ୟୁରୋ : ବେଆଇନ ଖଣି ଉତୋଳନ ପାଇଁ ଜୋରିମାନା ନଦେବା କାରଣରୁ ରାଜ୍ୟ ସରକାର ୬ଟି ଖଣିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ୬ଟି ଖଣି ମଧ୍ୟରୁ ୩ଟି ଖଣି ରହିଛି କେବଳ ଯୋଡ଼ା ମଣ୍ଡଳରେ । ଖଣି ଖନନ କରି ମାଲିକ ସିନା ମାଲେମାଲ ହେଲେ, ଏବେ ଖଣି ବନ୍ଦ ହୋଇଥିବା ପରେ କେମିତି ଅଛି…

ସିସୋର ଚିଟଫଣ୍ଡ ଷଡଯନ୍ତ୍ରର ସୁତ୍ରଧର ବାହାରିଲେ, ସହାୟତା କରିଥିବା ବ୍ୟକ୍ତିଙ୍କ ବଢିବ କି ଅଡୁଆ ?

କନକ ବ୍ୟୁରୋ : ଜେଲରୁ ବାହାରିଛନ୍ତି ସିସୋର ଚିଟଫଣ୍ଡ ମହାଠକେଇର ମୁଖ୍ୟ ଖଳନାୟକ ପ୍ରଶାନ୍ତ ଦାସ । ହାଇକୋର୍ଟରୁ ଆଜି ଜାମିନ ପାଇ ଝାରପଡା ଜେଲରୁ ମୁକୁଳିଛନ୍ତି ପ୍ରଶାନ୍ତ । ତେବେ ପ୍ରଶାନ୍ତ ଜେଲରୁ ବାହାରିବା ପରେ କିଛି ଲୋକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ଏବେ ସେହି ଚେହେରାମାନଙ୍କୁ…

ଯଦି ନିଆଁ ଲାଗେ ସପିଂ ମଲରେ…. ! ଆପଣ ଯାଉଥିବା ସପିଂ ମଲ କେତେ ସୁରକ୍ଷିତ

କନକ ବ୍ୟୁରୋ : କେତେ ସୁରକ୍ଷିତ ଆମେ ଯାଉଥିବା ସପିଂ ମଲ୍? ସପିଂ ମଲରେ ଅଗ୍ନି ନିରାପତା ପାଇଁ କ’ଣ ସବୁ ବ୍ୟବସ୍ଥା ରହିଛି ? ଭୁବନେଶ୍ୱର ଡମଣା ଛକର ଏକ ସପିଂ ମଲରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଏମିତି କିଛି ପ୍ରଶ୍ନ ଉଠୁଛି । ଆଉ, ସବୁ ଜାଣି ଅଜଣା ପାଲଟିଥିବା…

ଦେଇଥିଲା କଂଗ୍ରେସ, ନେଇଗଲେ ମୋଦି! ସୀତାପଲ୍ଲୀ ୱାଗନ୍ ପ୍ରକଳ୍ପରେ ଝୁଲିବ ତାଲା, ଆରଟିଆଇ ସୂଚନାରୁ ଜଣାପଡିଲା…

କନକ ବ୍ୟୁରୋ : ମନମୋହନ ସରକାର ଦେଇଥିଲେ, ମୋଦି ସରକାର ଫେରାଇନେଲେ । ପୁଣି ଥରେ ଓଡ଼ିଶାକୁ ଧୋକା ଦେଇଛି କେନ୍ଦ୍ର । ଆରଟିଆଇ ସୂଚନାରୁ ଜଣାପଡିଛି ସାଙ୍ଘାତିକ ତଥ୍ୟ । ଗଞ୍ଜାମ ସୀତାପଲ୍ଲୀ ପ୍ରସ୍ତାବିତ ୱାଗନ କାରଖାନା ପ୍ରସ୍ତାବକୁ ରେଳବାଇ ବୋର୍ଡ ଖାରଜ୍ କରିଦେଇଛି । ପୂର୍ବରୁ କଳାହାଣ୍ଡି…