Daily Archives

January 2, 2018

ରାଜଧାନୀରେ ବରଯାତ୍ରୀ ଶୋଭାଯାତ୍ରାରେ କଟକଣା ! ଟ୍ରାଫିକ୍ ସମସ୍ୟା ନେଇ କମିଶନରେଟ୍ ପୁଲିସର ନିଷ୍ପତ୍ତି

କନକ ବ୍ୟୁରୋ :  ରାଜଧାନୀରେ ଏବେ ଚଳବନି ଆଉ ମନମୁଖି ବାହାଘର ଶୋଭାଯାତ୍ରାର ବ୍ୟବସ୍ଥା । ଏବେ କମିଶନରେଟ୍ ପୁଲିସ୍ ଲାଗୁକରିଛି ଏକ ନିୟମ । ଯାହାକି ରାଜଧାନୀରେ ବରଯାତ୍ରୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ରାଜଧାନୀର ୫ଟି ମୁଖ୍ୟରାସ୍ତାରେ ଶୋଭାଯାତ୍ରା ମନା ହୋଇଛି । ଏୟାରପୋର୍ଟରୁ…

ସଂସଦରେ ମିଳିଲା ଓଡ଼ିଆ ଖାଦ୍ୟ ! ଜାଣନ୍ତୁ କେଉଁ ଖାଦ୍ୟ ଆଇଟମର ଦାମ କେତେ ?

କନକ ବ୍ୟୁରୋ : ସଂସଦରେ ଓଡ଼ିଆ ଖାଦ୍ୟର ପସରା । ଓଡ଼ିଆ ଖାଦ୍ୟର ବାସ୍ନାରେ ମହକି ଉଠୁଥିଲା ସଂସଦ ପରିସର ।ଆଳୁଚପ, ନିମିକି, ବରା, ଏଣ୍ଡୁରି ପିଠା, ଛେନା ପୋଡ ଓ ଛେନା ଗଜା ଭଳି ପାଟି ସୁଆଦିଆ ଆଇଟମ ସଂସଦର କ୍ୟାଣ୍ଟିନରେ ଦେଖିବାକୁ ମିଳିଥିଲା । ଅଧିକାଂଶ ସାଂସଦ ଓଡ଼ିଶା ଖାଦ୍ୟର ମଜା ମଧ୍ୟ…

ଖଣି ମାଲିକଙ୍କ ମୁଣ୍ଡରେ ଝୁଲୁଛି ଜରିମାନାର ଖଣ୍ଡା ! କେମିତି ଆଦାୟ ହେବ ଟଙ୍କା, ଆସନ୍ତା ୧୭ରେ ସୁପ୍ରିମ କୋର୍ଟ…

କନକ ବ୍ୟୁରୋ :  ଟେନସନରେ ଖିଲାପୀ ଖଣି ମାଲିକ । ଜୋରିମାନା ନଦେଇ ଖଣି ବନ୍ଦ ହୋଇଯାଇଥିବା ଖିଲାପୀ ଖଣି ମାଲିକଙ୍କ ଉପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ । କେବଳ ଖଣି ବନ୍ଦ ନୁହେଁ, ଆଗକୁ ଜୋରିମାନା ଦେବାକୁ ପଡ଼ିବ । ତେଣୁ ଖିଲାପୀ ଖଣି ମାଲିକଙ୍କ ଟେନସନ୍…

ସାମ୍ନାକୁ ଆସିଲା ସହିଦଙ୍କ ଶେଷ ଫୋନ୍ କଲ୍ : ରାତି ୧୦ଟା ପରେ ଫୋନ କରିବେ ବୋଲି ଗର୍ଭବତୀ ପତ୍ନୀଙ୍କୁ କହିଥିଲେ ପ୍ରଦୀପ

କନକ ବ୍ୟୁରୋ :  ସାମରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ, ଆସନ୍ତା ଜାନୁୟାରୀ ୨୬ ତାରିଖରେ ସମ୍ମାନିତ ହୋଇଥାନ୍ତେ ସହିଦ ଯବାନ ପ୍ରଦୀପ ପଣ୍ଡା । ଯାହାକୁ ନେଇ ବେଶ ଖୁସିରେ ଥିଲେ । ଏମିତିକି ଅପରେସନକୁ ଯିବା ପୂର୍ବରୁ ଘରକୁ ଫୋନ୍ କରି ପତ୍ନୀ ମିନତି ପଣ୍ଡାଙ୍କ ସହ କଥା ହୋଇଥିଲେ ।…

ଭାଇରାଲ ଫଟୋକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ! କହିଲେ, ଡାଇବେଟିସ ରୋଗୀ ସେଥିପାଇଁ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ସୂର୍ଯ୍ୟ ପାତ୍ରଙ୍କ ଫଟୋ ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । କହିଛନ୍ତି ଦୀର୍ଘ ୩୦ବର୍ଷ ହେଲା ସେ ଡାଇବେଟିସ ରୋଗୀ । ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ସମୟରେ ରାସ୍ତାରେ କେଉଁଠି ଟଏଲେଟ ନଥିବାରୁ ରାସ୍ତା କଡରେ ପରିସ୍ରା କରିବାକୁ…