Advertisment

ଦେଶ ବିଦେଶ

ଫେସବୁକକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଆମେରିକା ଗଣମାଧ୍ୟମ ରିପୋର୍ଟକୁ ନେଇ ତଦନ୍ତ କରିବାକୁ ଫେସବୁକକୁ ଚିଠି ଲେଖିଲା କଂଗ୍ରେସ । ଫେକ୍ ନ୍ୟୁଜ୍, ହେଟ ସ୍ୱିଚ୍, ପକ୍ଷପାତ ଜରିଆରେ ଗଣତନ୍ତ୍ରକୁ କ୍ଷତି ହେବାକୁ ଦେବେନି ବୋଲି କହିଲେ ରାହୁଲ ଗାନ୍ଧୀ । post image

ଫେସବୁକ୍ ଉପରେ ସବୁଠୁ ବଡ ଜୋରିମାନା ! ମାର୍କ ଜୁକରବର୍ଗ ଭରିବେ ୩୫ ହଜାର କୋଟି, ଜାଣନ୍ତୁ କ’ଣ ଥିଲା ଅଭିଯୋଗ ।

କର୍ତାରପୁର କରିଡର ପାଇଁ ବୈଠକ । ୱାଘା ବର୍ଡରରେ ପାକ୍ ଅଧିକାରୀଙ୍କ ସହ ଭାରତୀୟ ପ୍ରତିନିଧି ଦଳର ଆଲୋଚନା, କର୍ତାରପୁର ସାହିବ ଦର୍ଶନ ସହଜ କରିବାକୁ ଭାରତର ଦାବି । post image

କର୍ତାରପୁର କରିଡର ପାଇଁ ବୈଠକ । ୱାଘା ବର୍ଡରରେ ପାକ୍ ଅଧିକାରୀଙ୍କ ସହ ଭାରତୀୟ ପ୍ରତିନିଧି ଦଳର ଆଲୋଚନା, କର୍ତାରପୁର ସାହିବ ଦର୍ଶନ ସହଜ କରିବାକୁ ଭାରତର ଦାବି ।

ନେପାଳରେ ବନ୍ୟା ଏବଂ ଭୁସ୍ଖଳନର ପ୍ରଭାବ ! ୪୩ ମୃତ , ୨୪ ନିଖୋଜ , ଜାରି ରହିଛି ଉଦ୍ଧାରକାର୍ଯ୍ୟ । post image

ନେପାଳରେ ବନ୍ୟା ଏବଂ ଭୁସ୍ଖଳନର ପ୍ରଭାବ ! ୪୩ ମୃତ , ୨୪ ନିଖୋଜ , ଜାରି ରହିଛି ଉଦ୍ଧାରକାର୍ଯ୍ୟ ।

ପାକିସ୍ତାନ ଯିବେ ମନମୋହନ! ଶିଖ୍ ତୀର୍ଥ କ୍ଷେତ୍ର କର୍ତ୍ତାପୁର କରିଡ଼ରର ଉଦଘାଟନୀରେ ଯୋଗଦେଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ post image

ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ । କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ହେବ ଆଲୋଚନା ।

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପାଣିଘେରରେ ୫ଶହ ଗାଁ, ଉଦ୍ଧାରକାର୍ଯ୍ୟରେ ସେନା, NDRF ଓ SDRF । post image

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପାଣିଘେରରେ ୫ଶହ ଗାଁ, ଉଦ୍ଧାରକାର୍ଯ୍ୟରେ ସେନା, NDRF ଓ SDRF ।

ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି post image

ନାବାଳିକାଙ୍କ ଉପରେ ଯୌନ ନିର୍ଯ୍ୟାତନା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ଏନେଇ କୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଆଜି ବିଶ୍ୱକପ୍ ଫାଇନାଲ ଫାଇଟ୍ । ଲର୍ଡସରେ ଟ୍ରଫି ପାଇଁ ଲଢ଼ିବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ, ବିଶ୍ୱ ଦେଖିବ ନୂଆ ବିଶ୍ୱବିଜେତା । post image

ଆଜି ବିଶ୍ୱକପ୍ ଫାଇନାଲ ଫାଇଟ୍ । ଲର୍ଡସରେ ଟ୍ରଫି ପାଇଁ ଲଢ଼ିବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ, ବିଶ୍ୱ ଦେଖିବ ନୂଆ ବିଶ୍ୱବିଜେତା ।

ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଅଣ୍ଟା ଭିଡିଥିଲେ ଆତଙ୍କବାଦୀ ! ଏନଆଇଏ ପକ୍ଷରୁ ତାମିଲନାଡୁରେ ଚଢାଉ post image

ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଅଣ୍ଟା ଭିଡିଥିଲେ ଆତଙ୍କବାଦୀ ! ଏନଆଇଏ ପକ୍ଷରୁ ତାମିଲନାଡୁରେ ଚଢାଉ

ମହାକାଶ ଇତିହାସରେ ଭାରତ ଯୋଡିବ ଆଉ ଏକ ସଫଳ ଅଧ୍ୟାୟ । ଆସନ୍ତାକାଲି ଉତକ୍ଷେପଣ ହେବ ‘ଚନ୍ଦ୍ରଯାନ-୨’ । post image

ମହାକାଶ ଇତିହାସରେ ଭାରତ ଯୋଡିବ ଆଉ ଏକ ସଫଳ ଅଧ୍ୟାୟ । ଆସନ୍ତାକାଲି ଉତକ୍ଷେପଣ ହେବ ‘ଚନ୍ଦ୍ରଯାନ-୨’ ।

କଅଁଳ କଢିଙ୍କ କରୁଣ କାହାଣୀ: ଦେଶରେ ବଢୁଛି ନାବାଳିକା ବଳାତ୍କାର ? ୬ ମାସରେ ୨୪ ହଜାର ଶିଶୁଙ୍କୁ ବଳାତ୍କାର post image

କଅଁଳ କଢିଙ୍କ କରୁଣ କାହାଣୀ: ଦେଶରେ ବଢୁଛି ନାବାଳିକା ବଳାତ୍କାର ? ୬ ମାସରେ ୨୪ ହଜାର ଶିଶୁଙ୍କୁ ବଳାତ୍କାର

ସବସ୍କ୍ରାଇବ କରନ୍ତୁ