Advertisment

Top 2

ପଦ୍ମପୁର ସଭାରୁ ବିଜେଡିକୁ ଟାର୍ଗେଟ କଲେ ନଡ୍ଡା । କହିଲେ ଓଡ଼ିଶାରେ ଅଧିକାରୀ ଚଳାଉଛନ୍ତି ସରକାର, ୨୪ ବର୍ଷରେ ବହୁତ ଅତ୍ୟାଚାର ସହିଲେଣି ଓଡ଼ିଶାବାସୀ, ଏବେ... । post image

ପଦ୍ମପୁର ସଭାରୁ ବିଜେଡିକୁ ଟାର୍ଗେଟ କଲେ ନଡ୍ଡା । କହିଲେ ଓଡ଼ିଶାରେ ଅଧିକାରୀ ଚଳାଉଛନ୍ତି ସରକାର, ୨୪ ବର୍ଷରେ ବହୁତ ଅତ୍ୟାଚାର ସହିଲେଣି ଓଡ଼ିଶାବାସୀ, ଏବେ... ।

ବିଜେଡି-ବିଜେପି ମିଶି ଓଡ଼ିଶାକୁ ବରବାଦ କରିଛନ୍ତି, ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ୱାନ ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । post image

ବିଜେଡି-ବିଜେପି ମିଶି ଓଡ଼ିଶାକୁ ବରବାଦ କରିଛନ୍ତି, ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ୱାନ ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ଶପଥ ପରେ ପୂରଣ ହେବ ନବୀନ ଗ୍ୟାରେଣ୍ଟି । ବିଜେଡି କହିଲା, ଯୁବବର୍ଗଙ୍କ ପାଇଁ ନବୀନ ଆଣିଥିବା ଇସ୍ତାହାର କାର୍ଯ୍ୟକାରୀ ହେଲେ ଅନୁକରଣ କରିବେ ଜାତୀୟ ଦଳ । post image

ଶପଥ ପରେ ପୂରଣ ହେବ ନବୀନ ଗ୍ୟାରେଣ୍ଟି । ବିଜେଡି କହିଲା, ଯୁବବର୍ଗଙ୍କ ପାଇଁ ନବୀନ ଆଣିଥିବା ଇସ୍ତାହାର କାର୍ଯ୍ୟକାରୀ ହେଲେ ଅନୁକରଣ କରିବେ ଜାତୀୟ ଦଳ ।

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । post image

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ ।

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ମେଗା ରୋଡ ସୋ’ରେ ବର୍ଷିଲେ ଜେପି ନଡ୍ଡା । post image

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ମେଗା ରୋଡ ସୋ’ରେ ବର୍ଷିଲେ ଜେପି ନଡ୍ଡା ।

ଓଡ଼ିଶା ଲୋକ ଟା ଟା ବାଏ ବାଏ କଲେଣି, ନବୀନ ବାବୁ ଆଉ ସରକାରକୁ ଆସିବେନି । ସୋରଡା ମାଟିରୁ ବିଜେଡିକୁ ଟାର୍ଗେଟ କଲେ ଶାହା ।  post image

ଓଡ଼ିଶା ଲୋକ ଟା ଟା ବାଏ ବାଏ କଲେଣି, ନବୀନ ବାବୁ ଆଉ ସରକାରକୁ ଆସିବେନି । ସୋରଡା ମାଟିରୁ ବିଜେଡିକୁ ଟାର୍ଗେଟ କଲେ ଶାହା । 

ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା । ରାହୁଲ କହିଲେ, ଦେଶର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରିବ କଂଗ୍ରେସ । post image

ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା । ରାହୁଲ କହିଲେ, ଦେଶର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରିବ କଂଗ୍ରେସ ।

ଦମ୍ଭୋକ୍ତି ଦେଖାଇଲା ବିଜେପି । କହିଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଆସନ ଜିତିବ ଦଳ, ଲୋକସଭାରେ ପାଇବ ମୋଟ ୧୬ ଆସନ ।  post image

ଦମ୍ଭୋକ୍ତି ଦେଖାଇଲା ବିଜେପି । କହିଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଆସନ ଜିତିବ ଦଳ, ଲୋକସଭାରେ ପାଇବ ମୋଟ ୧୬ ଆସନ । 

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପାଣ୍ଡିଆନ ଦେଲେ ହିସାବ । କହିଲେ, ୨୮ ଆସନରୁ ୨୪ ଆସନରେ ଜିତିବ ବିଜେଡି ।  post image

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପାଣ୍ଡିଆନ ଦେଲେ ହିସାବ । କହିଲେ, ୨୮ ଆସନରୁ ୨୪ ଆସନରେ ଜିତିବ ବିଜେଡି । 

ଧର୍ମେନ୍ଦ୍ରଙ୍କ ଜନ୍ମମାଟିରୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରମନ୍ତ୍ରୀ ଭାବେ ନିଜ ଗାଁ, ନିଜ ଅଞ୍ଚଳ ପାଇଁ କିଛି କରିନାହାନ୍ତି କେମିତି ରାତିରେ ନିଦ ଆସୁଛି । post image

ଧର୍ମେନ୍ଦ୍ରଙ୍କ ଜନ୍ମମାଟିରୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରମନ୍ତ୍ରୀ ଭାବେ ନିଜ ଗାଁ, ନିଜ ଅଞ୍ଚଳ ପାଇଁ କିଛି କରିନାହାନ୍ତି କେମିତି ରାତିରେ ନିଦ ଆସୁଛି ।

ସବସ୍କ୍ରାଇବ କରନ୍ତୁ