Advertisment

Top 2

ଝିଅଟିଏ ହେଲେ ବି ଝୁଣ୍ଟୁନି...’ନାଉରୀ’ ସାଜି କାନ୍ଧରେ ନେଇଛି ପରିବାରର ବୋଝ...ଦାରିଦ୍ର୍ୟତାର ଦଉଡି କାଟି ସମାଜରେ ସମ୍ମାନର ସହ ବଞ୍ଚୁଛି ରିଙ୍କି

ମୋମୋ ବିକୁଛନ୍ତି, ପାଠ ପଢୁଛନ୍ତି... ରାଜଧାନୀ ରାସ୍ତା କଡରେ ଫୁଡ କର୍ଣ୍ଣର କରି ନିଜ ପଢାଖର୍ଚ୍ଚ ବହନ କରୁଛନ୍ତି ୩ ଯୁବତୀ

ଗଣତନ୍ତ୍ର ଦିବସରେ ଗର୍ଜିବ ରାଫେଲ । ଦିଲ୍ଲୀରେ ଆକାଶରେ ଦମ ଦେଖାଇବ ଭାରତୀୟ ବାୟୁସେନାର ବିମାନ । ‘ଚିନୁକ’, ‘ଆପାଚେ’ର ପରାକ୍ରମ ଦେଖି ଛାନିଆ ହୋଇଯିବ ପାକିସ୍ତାନ ?

ଆ... କହିଲେ ପକ୍ଷୀ ଆସୁଛନ୍ତି, ହାତରେ ବସି ଦାନା ଖାଉଛନ୍ତି... ବାରିପଦାରୁ ଆସିଲା ପକ୍ଷୀ-ମଣିଷଙ୍କ ମନଲୋଭା ଚିତ୍ର

ବିଚିତ୍ର ବିଧିର ବିଧାନ, ଜିଅନ୍ତା ଜଳିଗଲା ୫ ଜୀବନ । ଏତେ କଠୋର ସାଜିଲା ବିଧାତା, ପୁଅ-ବୋହୁ, ନାତିନାତୁଣୀଙ୍କ ଶବ ମିଳିଲାନି, ପୁଳାପୁଳା ପାଉଁଶ ଗଦାକୁ ଦେଖି ବୁଢ଼ା ବାପା-ମାଆ ପଚାରୁଛନ୍ତି ପିଲାଙ୍କୁ ଚିହ୍ନିବି କେମିତି...

ଅଷ୍ଟ୍ରେଲିଆର ଆର୍ତ୍ତ ଚିତ୍କାର, ପ୍ରକୃତି ପିଠିରେ ପୂଳା ପୂଳା ପାଉଁଶ । ଆତଙ୍କ ଖେଳାଇ ଅଗ୍ନି ଆସିଲା, ସବୁଜ ରାଣୀର ସର୍ବଶ୍ୱ ଲୁଟିନେଲା । ନିଆଁର ଏମିତି ତାଣ୍ଡବ ଚିତ୍ର, ଆପଣଙ୍କୁ ସ୍ତବ୍ଧ କରିଦେବ ।

ଅତୀତର ଆଲବମରେ ବରଗଡ ଧନୁଯାତ୍ରା । ହାତୀ ପିଠିରେ ବସିଥିଲେ, ମଥୁରା ନଗରୀ ବୁଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ...

ରାଜନୀତିରେ ‘ରୋଷେଇ’ ତାତି: ଯିଏ ଶିଖିଛି ସେ ସିପିଙ୍କ ସପକ୍ଷରେ ଯାଉଛି, ଯିଏ ଶିଖିନି ସିଏ ରାଜନୀତି ଛୁଙ୍କ ମାରୁଛି । ପ୍ରଶ୍ନ ଉଠୁଛି କିଏ କରିବ ରୋଷେଇ...?

ପୁଅ ରାନ୍ଧିବାକୁ ମନା କଲେ ବାହା ହୁଅନି: ନିଜ ହାତରେ ଖଡା ସିଝୁନି, ଖାଇବା ବେଳେ ଖାଲି ଖୁଣ କାଢୁଛନ୍ତି । ଥରେ ରୋଷେଇ କରି ଦେଖ, ନାରୀର କଷ୍ଟ କଣ ଜାଣିବ...

କୋଡିଏ କାନ୍ଥରେ ଝୁଲିବ ୧୯ର ସ୍ମୃତି: ନୂଆବର୍ଷରେ ନହେଉ ପୁରୁଣା ବର୍ଷର ପୁନରାବୃତ୍ତି । ୨୦୨୦ ଖାତାରେ ନଲେଖା ହେଉ ୧୯ର ଆଖିଭିଜା ଅଧ୍ୟାୟ...

କନକ ନ୍ୟୁଜ ମହାପ୍ରଭାବ । ରାଜରାସ୍ତାରେ ନିୟମ ଭାଙ୍ଗିଥିଲେ, ଟ୍ରାଫିକ ଥାନାରେ ଜରିମାନା ଦେଲେ ବିଜେଡି କର୍ମୀ । ଏବେ ପ୍ରଶ୍ନ କଂଗ୍ରେସ କର୍ମୀଙ୍କ ଠାରୁ କେବେ ଫାଇନ୍ ଆଦାୟ କରିବ କମିଶନରେଟ ପୋଲିସ ।

ସବସ୍କ୍ରାଇବ କରନ୍ତୁ