Advertisment

Top 2

ପେଟ୍ରୋଲ ପମ୍ପରେ ବାପା ଭଳି କାମ କରୁଛନ୍ତି, ଘର ଭିତରେ ମାଆର ସ୍ନେହ ଦେଉଛନ୍ତି । ସ୍ୱାମୀ ଛାଡିଦେବା ପରେ ଏବେ ଏକାଏକା ଲଢେଇ କରି ପୁଅ ସହ ଦୁଇ ଅନାଥ ପିଲାଙ୍କ ପେଟରେ ଦାନା ଦେଉଛନ୍ତି ସୁନିତା...

ମାଆ ଲୋ ତୁ ଥିଲୁ ବୋଲି... ଚିରା ପଣତକାନିରେ ଝାଳ ପୋଛି, ୬୫ ଟଙ୍କାରେ ପେଟ ପୂରାଇ ପୁଅଝିଅଙ୍କୁ ବୈଜ୍ଞାନିକ କରିଦେଲା ବଲାଙ୍ଗୀରର ମାଆ... ମହିଳା ଦିବସରେ ମହାନ କାହାଣୀ...

ମାଟିରୁ ଆକାଶ ଆଜିର ମହିଳା... ଅସୀମ ଧର୍ଯ୍ୟର ଉଦ୍ଧ୍ୱର୍ରେ, ସଙ୍ଘର୍ଷ କରି ସବୁ ସଫଳତାର ଶୀର୍ଷରେ... ମହିଳା ଦିବସରେ ତେଜସ୍ୱିନୀ, ଓଜସ୍ୱିନୀଙ୍କୁ ଶତ ଶତ ପ୍ରଣାମ...

ମୁଁ ହେବିନି କାହାରି ବୋଝ... ନିଜ ପଢା ଖର୍ଚ୍ଚ ନିଜେ ଉଠାଇବାକୁ ରେଭେନ୍ସା ଆଗରେ ସ୍ନାକ୍ସ ଷ୍ଟଲ କଲେ, ଆଖି ନଥାଇ ବି ଆତ୍ମନିର୍ଭରଶୀଳତାର ବାର୍ତ୍ତା ଦେଲେ ଦିବ୍ୟାଙ୍ଗ ଛାତ୍ର ସୁନୀଲ ସାହୁ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏମିତି ଗୁଜବ । ୭ଟି ତୁଳସୀପତ୍ର ଖାଇଲେ ପାଖ ମାଡିବନି କରୋନା, ବଡ଼ପଣ୍ଡାଙ୍କୁ ସ୍ୱପ୍ନରେ କହିଛନ୍ତି ବଡ ଠାକୁର । ଏଭଳି ଗୁଜବରୁ ଦୂରେଇ ରୁହନ୍ତୁ, ସନ୍ଦେହ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବନ୍ଦ ଆଖିରେ ପାଠ ପଢୁଛନ୍ତି, ସାଇକେଲ ଚଲାଉଛନ୍ତି । ଆଖିରେ ପଟି ବାନ୍ଧି ଅସମ୍ଭବ କାମକୁ ସମ୍ଭବ କରିପାରୁଛନ୍ତି ବିସ୍ମୟୀ ବାଳିକା ସୋନାଲିସା ମହାନ୍ତ

ତେଜସ୍ୱିନୀ ଓଜସ୍ୱିନୀ । ନିଜେ କର୍କଟ ରୋଗ ସହ ଲଢୁଛନ୍ତି ଅସହାୟଙ୍କ ସେବା କରି ଉଦାହରଣ ପାଲଟିଛନ୍ତି ।

ବାପା ନାହିଁ , ମା ବି ପର କରି ଛାଡ଼ି ଚାଲିଗଲା. . . . ଚାରି କୁନି କୁନି ଭାଇଙ୍କ ମା’ ସାଜିଛି ବଡ଼ଭାଇ, ଘରର ମୂରବୀ ସାଜି ସମସ୍ତ ଅଳିଅର୍ଦ୍ଦଳୀ ସହି କଅଁଳ ମୁହଁରେ ଦାନା ଦେଉଛି ୧୨ ବର୍ଷିୟ ଗୁରୁଭା

ଦୁର୍ଘଟଣାରେ ଗୋଡ ସିନା କଟିଗଲା, କିନ୍ତୁ ମନ ନୁହେଁ । ଦୃଢ ମନବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଦିବ୍ୟାଙ୍ଗ । ବଡିବିଲ୍ଡିଂରେ ଗଂଜାମ ପାଇଁ ସୁନାମ ଆଣିଲେ ଗଦାଧର

ହୋମ ନିଆଁରେ ଜଳିଗଲା ଜୀବନର ସବୁ ଦୁଃଖ : ଚାନ୍ଦିନୀର ହାତ ପାହାନ୍ତରେ ସ୍ୱର୍ଗର ଚାନ୍ଦ, ଅଗ୍ନିକୁ ସାକ୍ଷୀ ରଖି ଅନାଥ ଝିଅର ହାତ ଧରିଲେ ବରଗଡ଼ର ଯୁବ ବ୍ୟବସାୟୀ

ସବସ୍କ୍ରାଇବ କରନ୍ତୁ