Browsing Tag

ପଦ୍ମପୁର ଫାଇଟ୍

ବୋହୂର ବିଜୟରେ ଭାବବିହ୍ୱଳ ହେଲେ ଶ୍ୱଶୁର । ବର୍ଷାଙ୍କ ଶାଶୂଘରେ ଗାଁରେ ଉତ୍ସବର ମାହୋଲ ।

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟୀ ହୋଇଥିବା ବର୍ଷା ସିଂ ବରିହା ପଦ୍ମପୁରର ଝିଅ ହୋଇଥିବାବେଳେ, କଣାସର ବୋହୂ । ତେଣୁ ତାଙ୍କ ଶାଶୁଘର କଣାସରେ ବି ଆଜି ଦେଖିବାକୁ ମିଳିଥିଲା ଉତ୍ସବ । ବର୍ଷାଙ୍କ ଶାଶୁଘର ଗାଁର ଲୋକମାନେ ଗାଁ ବୋହୂ ବିଧାୟିକା ହେବାକୁ ନେଇ ଖୁସି ମନାଇଛନ୍ତି । ଏଥିସହ…

ପଦ୍ମପୁରରେ ବିଜେଡି ବିଜୟର କାରଣ କ’ଣ ? ରଣନୀତିରେ ପରିବର୍ତ୍ତନ ନା ଜିଲ୍ଲା ଗଠନ ପ୍ରତିଶ୍ରୃତି ?

କନକ ବ୍ୟୁରୋ: ପଦ୍ମପୁରରେ ବର୍ଷା ସିଂ ବରିହା ବିଜୟୀ ହେବା ପରେ, ବିଜେଡି କାହିଁକି ଜିତିଲା ସେ ନେଇ ଆରମ୍ଭ ହୋଇଛି ହିସାବ କିତାବ । ବିଜେଡି ବିଜୟ ପଛରେ ଦଳର ସ୍ୱତନ୍ତ୍ର ରଣନୀତି, ତୃଣମୂଳ ସ୍ତରରେ ଦଳର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି ।…

ବିଜେଡିର ରଣନୀତି ଆଗରେ କାହିଁକି ଫେଲ୍ ମାରିଲା ବିଜେପି ? ଫଳାଫଳ ଆସିବା ପରେ ଆରମ୍ଭ ହେଲା ପରାଜୟର ହିସାବ-କିତାବ । 

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡିର ବିଜୟ ପରେ, ବିଜେପି ଏବେ କାହିଁକି ହାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବଡ ବଡ ରାଲି, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର, ଧାମନଗର ବିଜୟ ପରେ ଦୃଢ଼ ମନୋବଳ ସତ୍ତେ୍ୱ ବିଜେପି କାହିଁକି ହାରିଲା ତାହା ଆଲୋଚନାର ବିଷୟ ହୋଇଛି । ଗୋଟିଏ କଥା କିନ୍ତୁ ସ୍ପଷ୍ଟ…

ଧାମନଗର ପରାଜୟର ପ୍ରତିଶୋଧ, ପଦ୍ମପୁରରେ ନେଲା ବିଜେଡ଼ି । ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା 

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ…

୩ ବର୍ଷ ଭିତରେ ବିଜେପି ପ୍ରାର୍ଥୀଙ୍କର କମିଗଲା ୧୧୮ ଖଣ୍ଡ । ପଢନ୍ତୁ, ୨୦୧୯ ଏବଂ ୨୦୨୨ ନିର୍ବାଚନର ଭୋଟ୍ ଗଣିତ…

କନକ ବ୍ୟୁରୋ: ପଦ୍ମପୁରରେ ବାଜିଗର ହୋଇଛି ବିଜେଡି । ଉପ ନିର୍ବାଚନରେ ପୁଣି ଶୁଭିଛି ଶଙ୍ଖଧ୍ୱନି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାଜିତ କରି ପଦ୍ମପୁର ଦଖଲ କରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ।  ୨୩ ରାଉଣ୍ଡ ଗଣତି ପରେ ବିଜେଡି ୪୨ ହଜାର ୦୬୫ ଖଣ୍ଡ ଭୋଟ୍…

ପଦ୍ମପୁରରେ ଫୁଟିଲାନି ‘ପଦ୍ମ’: ପଲିଟିକ୍ସର ପରୀକ୍ଷାରେ କାହିଁକି ଫେଲ୍ ମାରିଲା ବିଜେପି?

କନକ ବ୍ୟୁରୋ: ଧାମନଗର ପରେ ପଦ୍ମପୁରରେ ଧିମେଇ ଗଲା ବିଜେପି । ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର ସତ୍ୱେ ଫୁଟି ପାରିଲାନି ‘ପଦ୍ମ’ । ମାଳ ମାଳ କେନ୍ଦ୍ରମନ୍ତ୍ରୀ, ସେଲିବ୍ରିଟି ପ୍ରଚାର କରିକି ବି ବ୍ୟାକଫୁଟରେ ରହିଗଲା ବିଜେପି ଟିମ୍ । ପରାଜୟ ପରେ ପୋଷ୍ଟମର୍ଟମ ହେବା ସ୍ୱାଭାବିକ, କିଏ,…