Browsing Tag

foni

‘ଫୋନି’ କ୍ଷୟକ୍ଷତିରେ କ୍ଷତିଠୁ ବଳିଯାଇଥିଲା କ୍ଷତିପୂରଣ : ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଥିଲା ଅଧିକ ୫ ହଜାର ୧୩୯ କୋଟି…

ଗତ ମେ’ ୩ ତାରିଖରେ ଓଡ଼ିଶାକୁ ଗ୍ରାସ କରିଥିବା ‘ଫୋନି’ ନଷ୍ଟ କରିଥିଲା ୨୪ ହଜାର ୧୭୬ କୋଟି ଟଙ୍କାର ସମ୍ପତି। ଏନେଇ ଲୋକସେବା ଭବନ (ସଚିବାଳୟ)ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘ । ଏପରିକି ସମସ୍ତ…

ଫଣା ଟେକି ଆସିଥିଲା ଫୋନି : ଉଜାଡି ଦେଇ ଚାଲିଗଲା ଓଡିଶାର ସୌନ୍ଦର୍ଯ୍ୟ , ସ୍ମାର୍ଟସିଟିରୁ ଆରମ୍ଭ କରି ଶ୍ରୀକ୍ଷେତ୍ର…

ସାମୁଦ୍ରିକ ଝଡ଼ ‘ଫନି’ ଯେଉଁଭଳି ବିପର୍ଯ୍ୟୟ ଘଟାଇଲା ତାହା ମେ ମାସରେ କ୍ବଚିତ ଦେଖିବାକୁ ମିଳେ। ଏହା ପାଣିପାଗ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଦେଇଥିଲା । ଗତ ୫୨ ବର୍ଷ ମଧ୍ୟରେ ମେ ମାସରେ ଏଭଳି ୯ଟି ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି ବୋଲି ସୂଚନା ମିଳିଥିଲା । କିନ୍ତୁ ‘ଫନି’ ସେମାନଙ୍କ…

ବିଶ୍ୱ ଦେଖିଥିଲା ନବୀନଙ୍କ ଶାସନତନ୍ତ୍ରର ଝଲକ। ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ବାତ୍ୟା ‘ଫୋନି’ ମୁକାବିଲାର ସଫଳ…

ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ସ୍ୱତନ୍ତ୍ର ସୋ’ରେ ଫୋନି…

ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ୧୪ ଜିଲ୍ଲା ହୋଇଥିଲା ପ୍ରଭାବିତ ! ରାଜ୍ୟରେ ମୋଟ ଦେଢ କୋଟିରୁ ଅଧିକ ଲୋକ ହୋଇଥିଲେ…

ସାମୁଦ୍ରିକ ଝଡ଼ ‘ଫୋନି’ ଯୋଗୁଁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରୁ ୧,୫୦,୫୪,୩୨୧ ଜଣ ପ୍ରଭାବିତ ହୋଇଥିବା ଜଣାପଡିଥିଲା । ଷ୍ଟେଟ ଏମର୍ଜେନସି ଅପରେସନ୍ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଥିଲା । ରିପୋର୍ଟ ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର,…

ଭୟଙ୍କର ବାତ୍ୟା ଫୋନି ଉଜାଡିଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ : ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ମିଳିନଥିଲା ପତ୍ତା ,…

ପ୍ରଳୟଙ୍କାରୀ ବାତ୍ୟା ଫୋନିର କରାଳ ରୁପ ଉଜାଡି ଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । କେଇ ମୁହୂର୍ତ୍ତ ମଧ୍ୟରେ ପୁରା ଖିନବିନ ହୋଇଯାଇଥିଲା ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ମିଳିନଥିଲା । ସେତେବେଳେ ବଡ଼ ପ୍ରଶ୍ନ…