Browsing Tag

Chandrayaan 2

ଚନ୍ଦ୍ରଯାନ-୨ ଯାତ୍ରାରେ ଚାଷୀ ପୁଅ ଚନ୍ଦ୍ରକାନ୍ତା…ମିଶନ୍ ମୁନର ସଫଳ ପ୍ରକ୍ଷେପଣ ପଛରେ ରହିଥିଲା ଜଣେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ କଲିକତାର ଶିବପୁର ଗାଁର ଜଣେ ଚାଷୀ ମଧୂସୁଦନ କୁମାରଙ୍କ ଘରେ ଯେତେବେଳେ ପୁଅଟିଏ ହେଲା ବାପା ମା ନା ରଖିଲେ ସୂର୍ଯ୍ୟକାନ୍ତା । କିନ୍ତୁ ଗାଁ ସ୍କୁଲ ଶିକ୍ଷକଙ୍କ ଉପଦେଶରେ ସୂର୍ଯ୍ୟକାନ୍ତା ବଦଳରେ ପୁଅ ନାଁ ରଖାଗଲା ଚନ୍ଦ୍ରକାନ୍ତା । ଏବେ ଏହା ବିଧିର ବିଧାନ କୁହନ୍ତୁ…

ଜହ୍ନ ଅଭିଯାନର ଓଡ଼ିଶା କନେକ୍ସନ୍ : ଓଡ଼ିଶାରେ ନିର୍ମାଣ ହୋଇଥିଲା ଚନ୍ଦ୍ରାୟନ-୨ରେ ଲାଗିଥିବା କିଛି ଯନ୍ତ୍ରାଂଶ

କନକ ବ୍ୟୁରୋ : ଚନ୍ଦ୍ରଯାନ- ୨ ଅସଫଳ ହେଲା । ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଗଲା। ଯଦିଓ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲାନାହିଁ, ତେବେ ଏହ ଅନ୍ତରୀକ୍ଷ କାର୍ୟ୍ୟକ୍ରମରେ ଭାରତର ଉଦ୍ୟମ…

ନା ନାସା , ନା ଇସ୍ରୋ . . .କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷ, ଲ୍ୟାଣ୍ଡର ସନ୍ଧାନରେ ସଫଳ ହେଲେ ଭାରତୀୟ ଯୁବ…

କନକ ବ୍ୟୁରୋ : ଭାରତର ବହୁ ଚର୍ଚ୍ଚିତ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର ଅବସ୍ଥିତି ନେଇ ଠୋସ୍ ପ୍ରମାଣ ମିଳିଥିଲା। ନା ନାସା , ନା ଇସ୍ରୋ କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷର ଠିକଣା । ଶେଷରେ ଏଥିରେ…

ଅଧାରେ ରହିଗଲା ଭାରତର ଜହ୍ନଯାତ୍ରା : ଶେଷ ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା ଜଟିଳ ସ୍ଥିତି . . . . ଜାଣନ୍ତୁ ପୃଥିବୀରୁ…

୨୦୧୮ରେ ଚନ୍ଦ୍ରଯାନ ମିଶନ୍-୨ । ମହାକାଶରେ ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ୟ୍ୟାୟରେ ନିରାଶ ହେଲା । ୧୧ ବର୍ଷର ଅପେକ୍ଷା । ଦୀର୍ଘ ୪୭ ଦିନର ମହାକାଶରେ ଯାତ୍ରା । ହେଲେ ଏହା ପରେ ସାରା ଦେଶବାସୀ ଚନ୍ଦ୍ର ଯାନ ୨ ଠାରୁ ଯେଉଁ ଖବର ଆଶା କରିଥିଲେ ତାହା ମିଳିପାରିଲାନାହିଁ ।…

ବିଫଳ ନୁହେଁ ଚନ୍ଦ୍ରଯାନ-୨ ମିଶନ : ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ଅର୍ବିଟର

କନକ ବ୍ୟୁରୋ : ଚନ୍ଦ୍ରଯାନ ମିଶନ୍ -୨ ଭାରତ ପାଇଁ ନୂତନ ମାଇଲ ଖୁଣ୍ଟ । ଭାରତର ଚନ୍ଦ୍ରଯାନ ମିଶନ୍ ଫେଲ ମାରିଲା ସିନା, ଇସ୍ରୋର ଐତିହାସିକ ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଗଲା । କହିବାକୁ ଗଲେ ସମ୍ପୂର୍ଣ୍ଣ ବିଫଳ ନୁହେଁ ଚନ୍ଦ୍ରଯାନ ମିଶନ୍ । ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ…