Advertisment

ସ୍ପେଶାଲ୍ ରିପୋର୍ଟ

ସବୁ ପର ଏଠି ସାଙ୍ଗ ନିଜର... ପର କରିଦେଲା ପରିବାର, ବଡଦାଣ୍ଡର ଭିକାରୀ ଭାବେ ଦେଖି ସହି ପାରିଲେନି ସାଙ୍ଗ । କାଳିଆ ଧାମରୁ କୋଳେଇ ନେଲେ କଲେଜ ବେଳର ବନ୍ଧୁ... ଲୋକେ କହିଲେ ସମସ୍ତଙ୍କୁ ମିଳୁ ଏମିତି ସାଙ୍ଗ... post image

ସବୁ ପର ଏଠି ସାଙ୍ଗ ନିଜର... ପର କରିଦେଲା ପରିବାର, ବଡଦାଣ୍ଡର ଭିକାରୀ ଭାବେ ଦେଖି ସହି ପାରିଲେନି ସାଙ୍ଗ । କାଳିଆ ଧାମରୁ କୋଳେଇ ନେଲେ କଲେଜ ବେଳର ବନ୍ଧୁ... ଲୋକେ କହିଲେ ସମସ୍ତଙ୍କୁ ମିଳୁ ଏମିତି ସାଙ୍ଗ...

‘ପୁଅରେ ଟିକେ ମହାଦେବଙ୍କ ମନ୍ଦିରକୁ ମତେ ନେଇଯାଆନ୍ତୁନି’ । ‘ଆ ବୋଉ ତତେ ବୁଲେଇନେବି’ । ବୁଢୀ ମା’କୁ କାନ୍ଧରେ ବସାଇ ଶିବଙ୍କ ଦର୍ଶନ କରାଇଲା ସୁନା ପୁଅ । post image

‘ପୁଅରେ ଟିକେ ମହାଦେବଙ୍କ ମନ୍ଦିରକୁ ମତେ ନେଇଯାଆନ୍ତୁନି’ । ‘ଆ ବୋଉ ତତେ ବୁଲେଇନେବି’ । ବୁଢୀ ମା’କୁ କାନ୍ଧରେ ବସାଇ ଶିବଙ୍କ ଦର୍ଶନ କରାଇଲା ସୁନା ପୁଅ ।

ପେନସିଲ୍ ମୁନରେ ମହାଦେବ : ପେନସିଲ୍ ମୁନରେ ୦.୫ ଇଞ୍ଚ୍ ର ଶିବଲିଙ୍ଗ ପ୍ରସ୍ତୁତ କରି ବାଃ ବାଃ ସାଉଁଟିଲେ ଜଟଣୀର ଯୁବ କଳାକାର post image

ପେନସିଲ୍ ମୁନରେ ମହାଦେବ : ପେନସିଲ୍ ମୁନରେ ୦.୫ ଇଞ୍ଚ୍ ର ଶିବଲିଙ୍ଗ ପ୍ରସ୍ତୁତ କରି ବାଃ ବାଃ ସାଉଁଟିଲେ ଜଟଣୀର ଯୁବ କଳାକାର

ନିଜର ହାତ ନଥିବା ସତ୍ତେ୍ୱ ଅନ୍ୟଙ୍କ ପାଇଁ ସାହାରା ପାଲଟିଛନ୍ତି ମାଲବିକା : ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା । post image

ନିଜର ହାତ ନଥିବା ସତ୍ତେ୍ୱ ଅନ୍ୟଙ୍କ ପାଇଁ ସାହାରା ପାଲଟିଛନ୍ତି ମାଲବିକା : ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଭକ୍ତଙ୍କ ସମସ୍ୟାକୁ ସମୁଳେ ନାଶ କରନ୍ତି , ନିସନ୍ତାନ ଦମ୍ପତିଙ୍କ କୋଳକୁ ସମ୍ପୁର୍ଣ୍ଣ କରନ୍ତି । ମନରେ ବିଶ୍ୱାସ ରଖି ମାନସିକ କଲେ ସର୍ବଇଚ୍ଛା ପୂରଣ କରନ୍ତି ଝିଙ୍କପଦାର ଆରାଧ୍ୟ ବାବା ଝିଙ୍କେଶ୍ୱର ଦେବ  post image

ଭକ୍ତଙ୍କ ସମସ୍ୟାକୁ ସମୁଳେ ନାଶ କରନ୍ତି , ନିସନ୍ତାନ ଦମ୍ପତିଙ୍କ କୋଳକୁ ସମ୍ପୁର୍ଣ୍ଣ କରନ୍ତି । ମନରେ ବିଶ୍ୱାସ ରଖି ମାନସିକ କଲେ ସର୍ବଇଚ୍ଛା ପୂରଣ କରନ୍ତି ଝିଙ୍କପଦାର ଆରାଧ୍ୟ ବାବା ଝିଙ୍କେଶ୍ୱର ଦେବ 

ମହାଶିବରାତ୍ରୀରେ ଉତ୍ସବ ମୁଖର ମହାକାଳ ମନ୍ଦିର : ପ୍ରାତଃରୁ ସତେଜ ଭସ୍ମରେ ଆବାହନ ହେଲେ ଦେବଙ୍କ ଦେବ ମହାଦେବ ।  post image

ମହାଶିବରାତ୍ରୀରେ ଉତ୍ସବ ମୁଖର ମହାକାଳ ମନ୍ଦିର : ପ୍ରାତଃରୁ ସତେଜ ଭସ୍ମରେ ଆବାହନ ହେଲେ ଦେବଙ୍କ ଦେବ ମହାଦେବ । 

ଶିବଙ୍କୁ ପୁଜନ୍ତି ସାପ ! ଭାରତରେ ଅଛି ଏଭଳି ଏକ ମନ୍ଦିର ଯେଉଁଠି ପୁଜାରୀ ନୁହଁ ସାପ କରନ୍ତି ଶିବଙ୍କ ପୁଜା ।  post image

ଶିବଙ୍କୁ ପୁଜନ୍ତି ସାପ ! ଭାରତରେ ଅଛି ଏଭଳି ଏକ ମନ୍ଦିର ଯେଉଁଠି ପୁଜାରୀ ନୁହଁ ସାପ କରନ୍ତି ଶିବଙ୍କ ପୁଜା । 

କ୍ଷୀରରେ ମିଶୁଛି ସାମ୍ପୁ ? ସାମ୍ନାକୁ ଆସିଲା ଅପମିଶ୍ରଣର ସାଂଘାତିକ ସତ, କ୍ଷୀରରେ ଡିଟରଜେଣ୍ଟ ସମେତ ମିଶାଯାଉଛି ଭୟଙ୍କର କେମିକାଲ୍ ଏବଂ ସ୍ପିରିଟ୍ ? post image

କ୍ଷୀରରେ ମିଶୁଛି ସାମ୍ପୁ ? ସାମ୍ନାକୁ ଆସିଲା ଅପମିଶ୍ରଣର ସାଂଘାତିକ ସତ, କ୍ଷୀରରେ ଡିଟରଜେଣ୍ଟ ସମେତ ମିଶାଯାଉଛି ଭୟଙ୍କର କେମିକାଲ୍ ଏବଂ ସ୍ପିରିଟ୍ ?

ମରହଟ୍ଟା ରାଜାଙ୍କୁ ସ୍ୱପ୍ନାଦେଶ ପରେ ପାହାଡ ତଳୁ ବାହାରିଥିଲେ ମହାଦେବ । ମାନସିକ କଲେ, ଆରାଧନା କଲେ ସବୁ ଇଚ୍ଛା ହୁଏ ପୂରଣ । କଟକର ଅମରେଶ୍ୱର ମହାଦେବଙ୍କ ଅପୂର୍ବ ମହିମା post image

ମରହଟ୍ଟା ରାଜାଙ୍କୁ ସ୍ୱପ୍ନାଦେଶ ପରେ ପାହାଡ ତଳୁ ବାହାରିଥିଲେ ମହାଦେବ । ମାନସିକ କଲେ, ଆରାଧନା କଲେ ସବୁ ଇଚ୍ଛା ହୁଏ ପୂରଣ । କଟକର ଅମରେଶ୍ୱର ମହାଦେବଙ୍କ ଅପୂର୍ବ ମହିମା

ମାଟି ତଳୁ ମହାଦେବ । ଆଳୁ ଖୋଳୁଖୋଳୁ ପଥରରେ ବାଜିଥିଲା ଶାବଳ, ବୋହିଥିଲା ଧାରଧାର ରକ୍ତ । ମାଟି ଖୋଳିଲା ପରେ ପାତାଳରୁ ବାହାରିଥିଲା କଳା ମଚମଚ ଶିବଲିଙ୍ଗ । ପଢନ୍ତୁ ଆନନ୍ଦପୁରରେ ଆବିର୍ଭୂତ ପ୍ରଭୁ ଉତ୍ତରେଶ୍ୱରଙ୍କ ଅଲୌକିକ କାହାଣୀ... post image

ମାଟି ତଳୁ ମହାଦେବ । ଆଳୁ ଖୋଳୁଖୋଳୁ ପଥରରେ ବାଜିଥିଲା ଶାବଳ, ବୋହିଥିଲା ଧାରଧାର ରକ୍ତ । ମାଟି ଖୋଳିଲା ପରେ ପାତାଳରୁ ବାହାରିଥିଲା କଳା ମଚମଚ ଶିବଲିଙ୍ଗ । ପଢନ୍ତୁ ଆନନ୍ଦପୁରରେ ଆବିର୍ଭୂତ ପ୍ରଭୁ ଉତ୍ତରେଶ୍ୱରଙ୍କ ଅଲୌକିକ କାହାଣୀ...

ସବସ୍କ୍ରାଇବ କରନ୍ତୁ