Advertisment

ନ୍ୟୁଜ୍

ଆସନ୍ତା ସପ୍ତାହରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା । ୧୪ କିମ୍ବା ୧୫ରେ ତାରିଖ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । post image

ଆସନ୍ତା ସପ୍ତାହରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା । ୧୪ କିମ୍ବା ୧୫ରେ ତାରିଖ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

ଆଜିଠୁ ମିଳିବ ବିଏସକେୱାଇ ନବୀନ କାର୍ଡ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ସମ୍ବଲପୁରବାସୀଙ୍କୁୁ ସୁଯୋଗ । post image

ଆଜିଠୁ ମିଳିବ ବିଏସକେୱାଇ ନବୀନ କାର୍ଡ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ସମ୍ବଲପୁରବାସୀଙ୍କୁୁ ସୁଯୋଗ ।

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଜନସମୁଦ୍ର । ହେଲିକପ୍ଟର ପହଞ୍ଚିବା ମାତ୍ରେ ବ୍ୟାରିକେଡ ଭାଙ୍ଗି ମାଡିଆସିଲେ ଲୋକେ । post image

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଜନସମୁଦ୍ର । ହେଲିକପ୍ଟର ପହଞ୍ଚିବା ମାତ୍ରେ ବ୍ୟାରିକେଡ ଭାଙ୍ଗି ମାଡିଆସିଲେ ଲୋକେ ।

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତି ସାରା ଜେରା । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା । post image

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତି ସାରା ଜେରା । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା ।

ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁ ମୀନା କିସାନ ହତ୍ୟା କାଣ୍ଡର ପର୍ଦ୍ଦାଫାଶ । ବାପ ପୁଅଙ୍କୁ ମିଶାଇ ମୋଟ ୪ ଅଭିଯୁକ୍ତ ଗିରଫ post image

ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁ ମୀନା କିସାନ ହତ୍ୟା କାଣ୍ଡର ପର୍ଦ୍ଦାଫାଶ । ବାପ ପୁଅଙ୍କୁ ମିଶାଇ ମୋଟ ୪ ଅଭିଯୁକ୍ତ ଗିରଫ

ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ । ଆଜି ଭକ୍ତ ପାଇବେ ମହାଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ ସୁଯୋଗ । post image

ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ । ଆଜି ଭକ୍ତ ପାଇବେ ମହାଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ ସୁଯୋଗ ।

ଘାଟିରେ ଓଲଟିଲା ବସ୍ । ଫୁଲବାଣୀ ବୌଦ୍ଧ ସୀମାନ୍ତ ରାଣୀପଥର ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଅଧିକ ଆହତ । post image

ଘାଟିରେ ଓଲଟିଲା ବସ୍ । ଫୁଲବାଣୀ ବୌଦ୍ଧ ସୀମାନ୍ତ ରାଣୀପଥର ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଅଧିକ ଆହତ ।

ଲାଞ୍ଚୁଆ ପୋଲିସକୁ ଜେଲ୍ । ହେଲେତିରିଂ ଥାନାର ତକ୍ରାଳୀନ ଥାନାଧିକାରୀ ଶରତ ଚନ୍ଦ୍ର ରାୟଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ । post image

ଲାଞ୍ଚୁଆ ପୋଲିସକୁ ଜେଲ୍ । ହେଲେତିରିଂ ଥାନାର ତକ୍ରାଳୀନ ଥାନାଧିକାରୀ ଶରତ ଚନ୍ଦ୍ର ରାୟଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ।

ଜେଲରୁ ଧଳାଜହର ରାକେଟର ଖୋଲିବ ଗୁମର । ଖୋର୍ଦ୍ଧା ଜେଲରୁ ବ୍ରାଉନସୁଗାର କାରବାର ମାମଲା । ରିମାଣ୍ଡରେ ୪ ଅଭଯୁକ୍ତ । post image

ଜେଲରୁ ଧଳାଜହର ରାକେଟର ଖୋଲିବ ଗୁମର । ଖୋର୍ଦ୍ଧା ଜେଲରୁ ବ୍ରାଉନସୁଗାର କାରବାର ମାମଲା । ରିମାଣ୍ଡରେ ୪ ଅଭଯୁକ୍ତ ।

ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ: ଏଲିନିନୋ ଦୁର୍ବଳ ସତ୍ୱେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । post image

ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ: ଏଲିନିନୋ ଦୁର୍ବଳ ସତ୍ୱେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।

ସବସ୍କ୍ରାଇବ କରନ୍ତୁ