Advertisment

ନ୍ୟୁଜ୍

ଭୁବନେଶ୍ୱର ଶିଶୁଭବନ ଅଞ୍ଚଳରେ ମାଲିକାଣିଙ୍କୁ ହତ୍ୟା ମାମଲା । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । post image

ଭୁବନେଶ୍ୱର ଶିଶୁଭବନ ଅଞ୍ଚଳରେ ମାଲିକାଣିଙ୍କୁ ହତ୍ୟା ମାମଲା । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ ।

ଖଲ୍ଲିକୋଟରେ ରାସ୍ତାକଡ଼ରେ ଚାଲିଛି ମଦରନ୍ଧା । ଚୁପ୍ ବସିଛି ଅବକାରୀ ବିଭାଗ । ସ୍ଥାନୀୟ ଲୋକଙ୍କ ଦାବି: ମଦ ବନ୍ଦ କଲେ ଦିଅ ସରକାରୀ ନିଯୁକ୍ତି । post image

ଖଲ୍ଲିକୋଟରେ ରାସ୍ତାକଡ଼ରେ ଚାଲିଛି ମଦରନ୍ଧା । ଚୁପ୍ ବସିଛି ଅବକାରୀ ବିଭାଗ । ସ୍ଥାନୀୟ ଲୋକଙ୍କ ଦାବି: ମଦ ବନ୍ଦ କଲେ ଦିଅ ସରକାରୀ ନିଯୁକ୍ତି ।

ପୋଲିସ ଗାଡିକୁ ଧକ୍କା ଦେଲା ଚୋରଙ୍କ ଟ୍ରକ୍ । ଡିଜେଲ୍ ଚୋରୀ ଅଭିଯୋଗରେ ଟ୍ରକକୁ ପିଛା କରୁଥିଲା ପୋଲିସ ଭ୍ୟାନ୍ । post image

ପୋଲିସ ଗାଡିକୁ ଧକ୍କା ଦେଲା ଚୋରଙ୍କ ଟ୍ରକ୍ । ଡିଜେଲ୍ ଚୋରୀ ଅଭିଯୋଗରେ ଟ୍ରକକୁ ପିଛା କରୁଥିଲା ପୋଲିସ ଭ୍ୟାନ୍ ।

ଯାଜପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ୫ ଜଣ ଯାତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା । post image

ଅପରାହ୍ନରେ ବିଜେଡିର ବଡ ବୈଠକ । ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା । ନିବାର୍ଚନ ସଂକ୍ରାନ୍ତରେ ହେବ ଆଲୋଚନା ।

ପଦ୍ମ ଧରିଲେ ନାଲକୋ ସିଏମଡି ତପନ ଚାନ୍ଦ୍ । ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ । post image

ପଦ୍ମ ଧରିଲେ ନାଲକୋ ସିଏମଡି ତପନ ଚାନ୍ଦ୍ । ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ।

ଦିଲ୍ଲୀ ଗସ୍ତରେ ଗଲେ ଓଡ଼ିଶା ବିଜେପି ନେତା । ସନ୍ଧ୍ୟା ୫ରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ରଣନୀତି ନେଇ ହେବ ଆଲୋଚନା । post image

ଦିଲ୍ଲୀ ଗସ୍ତରେ ଗଲେ ଓଡ଼ିଶା ବିଜେପି ନେତା । ସନ୍ଧ୍ୟା ୫ରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ରଣନୀତି ନେଇ ହେବ ଆଲୋଚନା ।

ଦେଶରେ ପ୍ରଥମ ଥର ପାଣି ଭିତରେ ଚାଲିଲା ଟ୍ରେନ୍ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ । post image

ଦେଶରେ ପ୍ରଥମ ଥର ପାଣି ଭିତରେ ଚାଲିଲା ଟ୍ରେନ୍ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ନବ ଦମ୍ପତ୍ତିଙ୍କ ସହ ଚାଲିଗଲା ପରିବାରର ୫ ଜୀବନ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ ସହ ଧକ୍କା ହେଲା କାର୍ । ବିବାହ ପରେ ଠାକୁର ଦର୍ଶନ ପାଇଁ ଯାଇଥିଲେ ପରିବାର । post image

ନବ ଦମ୍ପତ୍ତିଙ୍କ ସହ ଚାଲିଗଲା ପରିବାରର ୫ ଜୀବନ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ ସହ ଧକ୍କା ହେଲା କାର୍ । ବିବାହ ପରେ ଠାକୁର ଦର୍ଶନ ପାଇଁ ଯାଇଥିଲେ ପରିବାର ।

ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ମୋଦୀ । post image

ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ମୋଦୀ ।

ଗାଁ ଦାଣ୍ଡରେ ଲକ୍ଷ୍ମୀ ବସ୍ ସୁବିଧା । କଟକ ଜିଲ୍ଲା ନିଆଳି ବ୍ଲକରୁ ଗଡିଲା ଲକ୍ଷ୍ମୀ ବସ୍ । post image

ଗାଁ ଦାଣ୍ଡରେ ଲକ୍ଷ୍ମୀ ବସ୍ ସୁବିଧା । କଟକ ଜିଲ୍ଲା ନିଆଳି ବ୍ଲକରୁ ଗଡିଲା ଲକ୍ଷ୍ମୀ ବସ୍ ।

ସବସ୍କ୍ରାଇବ କରନ୍ତୁ