Advertisment
ବିଜେପିରେ ଥମୁନି ଟିକେଟ୍ ଟେନସନ୍ । ଚିତ୍ରକୋଣ୍ଡା ଓ ସତ୍ୟବାଦୀରେ ଆଶାୟୀ ପ୍ରାର୍ଥୀ ସମର୍ଥଙ୍କ ହଙ୍ଗାମା ।

ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କଟକରୁ ହୋଇପାରନ୍ତି ପ୍ରାର୍ଥୀ

୧୯ କୁରୁକ୍ଷେତ୍ର ପାଇଁ ବିଜେପିକୁ ଲୋଡ଼ା ବିଜୟଙ୍କ ସାଥ୍ । ବିଜୟଙ୍କୁ ଘର ବାହୁଡା଼ଇବା ପାଇଁ ଆଜି ରାତିରେ ବସିବ ଚୂଡ଼ାନ୍ତ ବୈଠକ ।

ବିଜେପି ସହ ୪୦ ବର୍ଷର ସର୍ମ୍ପକ ଛିନ୍ନ କଲେ ରାଜକିଶୋର । ରାଜ୍ୟ ଉପସଭାପତି ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜକିଶୋର

ପିଙ୍କିଙ୍କ ପାଇଁ ପାର୍ଟି ଅଫିସରେ ପୁଣି ପଡିଲା ତାଲା । ଉତ୍ତମ ଦେଲେ ଅଲଟିମେଟମ, ଦିଗପହଣ୍ଡି ଟିକେଟର ପୁନଃ ବିଚାର କରାନଗଲେ ସ୍ୱାଧୀନ ଭାବେ ଲଢିବାକୁ ଦେଲେ ଚେତାବନୀ

ବସନ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ବଢୁଛି ଅସନ୍ତୋଷ । ଦଳୀୟ ନେତା କହିଲେ, କଳାହାଣ୍ଡିବାସୀ ବସନ୍ତଙ୍କୁ ଭୋଟ ଦେବେନି, ତାଙ୍କର ଜିତିବା ଏଠି ସମ୍ଭବ ନୁହେଁ!

ବିଜେପିରେ ବଢୁଛି ବିଦ୍ରୋହ! ଅସନ୍ତୁଷ୍ଟ ନେତା ଦେଲେଣି ଦଳ ବିରୋଧରେ ରଣ ହୁଙ୍କାର, କେଉଁଠି ପାର୍ଟି ଅଫିସରେ ତାଲା ପଡିଛି ତ ପୁଣି କେଉଁଠି ଜଳୁଛି ନେତାଙ୍କ କୁଶପୁତ୍ତଳିକା ।

ସୁବାଷ ଚୌହାନଙ୍କ ଟିକେଟ କଟିଲା, ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ଲୋକସଭା ପ୍ରାର୍ଥୀ କଲା ବିଜେପି ! ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କଲେ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ 

ବଦଳିଲା ପ୍ରତ୍ୟୁଷାଙ୍କ ମୁଡ୍ ! ‘ହାତ’ ନୁହେଁ ‘ପଦ୍ମ’ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ।

‘ପଦ୍ମ’ ଛାଡ଼ିଲେ ବରଗଡ଼ ବିଜେପି ନେତା ରାମକୃଷ୍ଣ ପୁରୋହିତ । ଦଳ ଅଣଦେଖା ଅଭିଯୋଗ କରି ଇସ୍ତଫା ଦେଲେ ରାମକୃଷ୍ଣ ।

‘ପଦ୍ମ’ ଛାଡ଼ିଲେ ବରଗଡ଼ ବିଜେପି ନେତା ରାମକୃଷ୍ଣ ପୁରୋହିତ । ଦଳ ଅଣଦେଖା ଅଭିଯୋଗ କରି ଇସ୍ତଫା ଦେଲେ ରାମକୃଷ୍ଣ ।

Advertisment
ସବସ୍କ୍ରାଇବ କରନ୍ତୁ