ଜନାଦେଶ ୨୦୧୯ ଲାଇଭ୍ ଅପଡେଟ

24 May 2019, 12:13 AM

ମାହାଙ୍ଗାରେ ପ୍ରତାପ

24 May 2019, 12:09 AM

ବ୍ରହ୍ମଗିରିରେ ପ୍ରଥମ ଥର ଫୁଟିଲା ପଦ୍ମ ।

24 May 2019, 12:09 AM

ଜିତିଲେ ଅରୁଣ, ହାରିଲେ ଇରାନୀ

24 May 2019, 12:04 AM

ପିପିଲିରେ ପ୍ରଦୀପ

24 May 2019, 12:01 AM

ବଡମ୍ବାରେ ବିଜେଡି ବିଜୟୀ

23 May 2019, 11:53 PM

ରାଜନଗରରେ ବିଜେଡି ମାରିଲା ବାଜି

23 May 2019, 11:45 PM

ଜିତିଲେ ଅତନୁ

23 May 2019, 11:41 PM

ପରାକ୍ରମ ଦେଖାଇଲେ ପଦ୍ମନାଭ

23 May 2019, 11:38 PM

ନିମାପଡାରେ ପୁଣି ସମୀର ବିଜୟୀ

23 May 2019, 11:33 PM

ସୋନପୁରରେ ଶଙ୍ଖ ବାଜିଲା

23 May 2019, 11:27 PM

ପଦ୍ମ ମଉଲିଳା ପଦ୍ମପୁରରେ

23 May 2019, 11:25 PM

ଜୟପୁର ଆସନରେ କଂଗ୍ରେସର ଯାଦୁ

23 May 2019, 11:15 PM

ଘଷିପୁରାରେ ପୁଣି ବିଜେଡି ।

23 May 2019, 11:10 PM

ବାଙ୍କୀରେ ଉଡିଲା ବିଜେଡିର ବିଜୟ ବାନା

23 May 2019, 11:00 PM

ଜିତିଲେ ସୌମ୍ୟରଞ୍ଜନ

23 May 2019, 10:31 PM

ନିଆଳିରେ ପୁଣି ପ୍ରମୋଦ

23 May 2019, 10:22 PM

ବିଜେଡି ହାତରେ ସମ୍ମାନଜନକ ସାଲେପୁର ଆସନ

23 May 2019, 10:18 PM

ଅତାବିରାରେ ସ୍ନେହାଙ୍ଗିନୀ ଫୁଙ୍କିଲେ ଶଙ୍ଖ

23 May 2019, 10:15 PM

ଭଟଲୀରେ ବିଜେଡି

23 May 2019, 10:08 PM

ଯାଜପୁରରେ ପୁଣି ଜିତିଲା ବିଜେଡି

23 May 2019, 10:00 PM

କଣ୍ଟାମାଳରେ କମାଲ କଲା ବିଜେଡି

23 May 2019, 9:59 PM

ବୌଦ୍ଧରେ ବିଜେଡି

23 May 2019, 9:41 PM

କେଉଁଝରରେ ଫୁଟିଲା ପଦ୍ମ

23 May 2019, 9:36 PM

ଫୁଲବାଣୀରେ ଜିତିଲା ବିଜେଡି

23 May 2019, 9:30 PM

ଦିଗପହଣ୍ଡିରେ ପୁଣି ଉଦୟ ହେଲେ ସୂର୍ଯ୍ୟ

23 May 2019, 9:27 PM

ସାନଖେମୁଣ୍ଡିର ସମ୍ରାଟ ସାଜିଲେ ରମେଶ ।

23 May 2019, 9:22 PM

ପାରାଦ୍ୱୀପରେ ବିଜେଡି ମାରିଲା ବାଜି

23 May 2019, 9:07 PM

ଜୟଦେବରେ ବାଜି ମାରିଲା ବିଜେଡି

23 May 2019, 9:04 PM

ଜଟଣୀରେ କମବ୍ୟାକ୍ କଲା କଂଗ୍ରେସ

23 May 2019, 9:01 PM

ଏକାମ୍ରରୁ ଅଶୋକ

23 May 2019, 8:45 PM

ଚିଲିକାରେ ଚମକିଲେ ପ୍ରଶାନ୍ତ

23 May 2019, 8:38 PM

ବିକ୍ରମ ମାରିଲେ ବ୍ରହ୍ମପୁରରେ ବାଜି

23 May 2019, 8:36 PM

ଝାରସୁଗୁଡାରେ ବିଜେଡିର ଏଣ୍ଟ୍ରି

23 May 2019, 8:28 PM

ବିଞ୍ଝାରପୁରରେ ବିଜେଡି ବିଜୟୀ

23 May 2019, 8:26 PM

କୋରେଇରେ ବିଜେଡି ମାରିଲା ବାଜି

23 May 2019, 8:21 PM

ଖଲ୍ଳିକୋଟରେ ବିଜେଡି ବିଜୟୀ

23 May 2019, 8:15 PM

ବିଜେପି ଗଡରେ ଶୁଭିଲା ଶଙ୍ଖ ।

23 May 2019, 8:10 PM

ରଘୁନାଥପଲ୍ଲୀର ରାଜା ସୁବ୍ରତ ।

23 May 2019, 8:03 PM

ପ୍ରଥମ ଥର ବିଧାୟକ ନିର୍ବାଚିତ ହେଲେ ଅନନ୍ତ ଜେନା

23 May 2019, 8:00 PM

ମୋରଡାରେ ଉଡିଲା ବିଜେଡି ବାନା

23 May 2019, 7:55 PM

ଗୁଣୁପୁରରେ ବାଜି ମାରିଲା ବିଜେଡି

23 May 2019, 7:51 PM

କୋରାପୁଟରେ କମାଲ କଲା ବିଜେଡି ।

23 May 2019, 7:41 PM

କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ

23 May 2019, 7:37 PM

ସୁନ୍ଦରଗଡରେ ଫୁଟିଲା କୁସୁମ ।

23 May 2019, 7:21 PM

ବାଙ୍ଗିରୀପୋଷିରେ ବାଜି ମାରିଲା ବିଜେଡି ।

23 May 2019, 7:16 PM

ପାଲଲହଡାରେ ବିଜେଡି ମାରିଲା ବାଜି

23 May 2019, 7:14 PM

ସୁକିନ୍ଦାରେ ପୁଣି ଶଙ୍ଖ

23 May 2019, 7:06 PM

ବରୀରେ ଉଡିଲା ବିଜେଡି ବାନା

23 May 2019, 6:47 PM

ପରଜଙ୍ଗରେ ବିଜେଡି ବିଜୟୀ ।

23 May 2019, 6:37 PM

କାମାକ୍ଷାନଗରରେ କମାଲ କଲେ ପ୍ରଫୁଲ୍ଲ

23 May 2019, 5:46 PM

ଭଞ୍ଜନଗରରେ ବିଜେଡି ବିଜୟୀ

23 May 2019, 5:45 PM

ଧର୍ମଶାଳାରେ ଉଡିଲା ବିଜେଡିର ବିଜୟ ଧ୍ୱଜା

23 May 2019, 5:33 PM

ମୋଦିଙ୍କୁ ଇମରାନଙ୍କ ଶୁଭେଚ୍ଛା

23 May 2019, 5:22 PM

ମେ ୨୬ରେ ନୂଆ ସରକାର !

23 May 2019, 5:18 PM

ଆସ୍କାରେ ପୁଣି ଶୁଭିଲା ଶଙ୍ଖ ।

23 May 2019, 5:13 PM

ଚମ୍ପୁଆରେ ଚମିକଲା ବିଜେଡି

23 May 2019, 5:10 PM

ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଶୁଭିପାରେ ‘ଶଙ୍ଖ’

23 May 2019, 5:07 PM

ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ ମାହୋଲ

23 May 2019, 5:01 PM

ଜିତିଲେ ଶାହା

23 May 2019, 4:53 PM

ବଡଚଣାରେ ଅମରଙ୍କ ବଡ ବିଜୟ

23 May 2019, 4:46 PM

ଉମରକୋଟରେ ଫୁଟିଲା ପଦ୍ମ ।

23 May 2019, 4:34 PM

ଗୌତମ ଗମ୍ଭୀର ଆଗୁଆ

23 May 2019, 4:16 PM

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

23 May 2019, 4:11 PM

କେନ୍ଦ୍ରାପଡାରେ ଅନୁଭବ ଆଗୁଆ

23 May 2019, 4:09 PM

ସୁନ୍ଦରଗଡରେ ବିଜେପି ଆଗୁଆ

23 May 2019, 4:05 PM

ଜଗତସିଂହପୁରରେ ବିଜେଡି ଆଗୁଆ

23 May 2019, 3:57 PM

ଝରିଗାଁରେ ବିଜେଡି ବିଜୟୀ

23 May 2019, 3:56 PM

ଢେଙ୍କାନାଳରେ ବିଜେଡି ଆଗୁଆ

23 May 2019, 3:47 PM

କଟକରେ ବିଜେଡି ଆଗୁଆ

23 May 2019, 3:45 PM

ବଲାଙ୍ଗୀରରେ ବିଜେପି ଆଗୁଆ

23 May 2019, 3:41 PM

ଭୁବନେଶ୍ୱରରେ ବିଜେପି ଆଗୁଆ

23 May 2019, 3:38 PM

ବ୍ରହ୍ମପୁରରେ ବିଜେଡି ଆଗୁଆ

23 May 2019, 3:37 PM

ଭଦ୍ରକରେ ବିଜେଡି ଆଗୁଆ

23 May 2019, 3:30 PM

ବରଗଡରେ ବିଜେପିି ଆଗୁଆ

23 May 2019, 3:28 PM

ବାଲେଶ୍ୱରରେ ବିଜେଡି ଆଗୁଆ

23 May 2019, 3:22 PM

ଆସ୍କାରେ ବିଜେଡି ଆଗୁଆ

23 May 2019, 3:20 PM

ସମ୍ବଲପୁରରେ ବିଜେପି ଆଗୁଆ

23 May 2019, 3:15 PM

ପୁରୀରେ ବିଜେପି ଆଗୁଆ

23 May 2019, 3:10 PM

ନବରଙ୍ଗପୁରରେ ବିଜେଡିି ଆଗୁଆ

23 May 2019, 3:08 PM

ମୟୂରଭଞ୍ଜରେ ବିଜେଡିି ଆଗୁଆ

23 May 2019, 2:57 PM

କୋରାପୁଟରେ ବିଜେଡିି ଆଗୁଆ

23 May 2019, 2:55 PM

କେଉଁଝରରେ ବିଜେଡିି ଆଗୁଆ

23 May 2019, 2:53 PM

କେନ୍ଦ୍ରାପଡାରେ ବିଜେଡିି ଆଗୁଆ

23 May 2019, 2:50 PM

କନ୍ଧମାଳରେ ବିଜେଡିି ଆଗୁଆ

23 May 2019, 2:46 PM

କଳହାଣ୍ଡିରେ ବିଜେପି ଆଗୁଆ

23 May 2019, 2:43 PM

ଯାଜପୁରରେ ବିଜେଡି ଆଗୁଆ

23 May 2019, 2:34 PM

ପାରମ୍ପରିକ ଆସନରେ ରାହୁଲ ପଛରେ

23 May 2019, 2:28 PM

ରବିଶଙ୍କର ଆଗୁଆ, ଶତ୍ରୁଘ୍ନ ପଛୁଆ

23 May 2019, 2:24 PM

ନବରଙ୍ଗପୁରରେ ଜିତିଲା ବିଜେଡି ।

23 May 2019, 1:43 PM

ନିଆଁ ଲାଗିବା ଫଳରେ ମତଗଣନା ସ୍ଥଗିତ

23 May 2019, 1:37 PM

ଜଗତସିଂହପୁରରେ ବିଜେଡି ୭ ଆସନରେ ଆଗୁଆ

23 May 2019, 1:30 PM

ପଛରେ ବିଜେପି, ଆଗରେ ବିଜେଡି

23 May 2019, 1:26 PM

ଟ୍ରେଣ୍ଡରେ ସେଞ୍ଜୁରି ସହ ବିଜେଡି ଆଗୁଆ

23 May 2019, 1:22 PM

ଶୀଲା ପଛରେ ,ମନୋଜ ଆଗରେ

23 May 2019, 1:18 PM

ବାବୁଲ ସୁପ୍ରିୟୋ ଆଗୁଆ

23 May 2019, 1:12 PM

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

23 May 2019, 1:08 PM

ଟ୍ରେଣ୍ଡରେ ସେଞ୍ଜୁରି ମାରିଲା ବିଜେଡି

23 May 2019, 1:04 PM

ପୁରୀର ୭ ଆସନରେ ବିଜେଡି ଆଗୁଆ

23 May 2019, 1:01 PM

କଟକର ୭ ଆସନରୁ ୬ ଆସନରେ ବିଜେଡି ଆଗୁଆ

23 May 2019, 12:50 PM

ଆଗରେ ବିଜେଡି ।

23 May 2019, 12:48 PM

ରାଜସ୍ଥାନରେ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ

23 May 2019, 12:43 PM

ଗୋଆରେ କଂଗ୍ରେସ ଜିତିଲା, ବିଜେପି ହାରିଲା ।

23 May 2019, 12:40 PM

ନିର୍ବାଚନ କମିଶନଙ୍କ ସୂଚନା: ବିଜେଡି ଆଗୁଆ

23 May 2019, 12:20 PM

ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ଆଗୁଆ

23 May 2019, 12:15 PM

ରାଉରକେଲାରେ ବିଜେଡି ଆଗୁଆ

23 May 2019, 12:10 PM

ନରସିଂହ ଆଗୁଆ, କନକବର୍ଦ୍ଧନ ପଛୁଆ

23 May 2019, 12:04 PM

ଅଷ୍ଟ୍ରେଲିଆରେ ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ

23 May 2019, 11:59 AM

ସ୍ୱାଧୀ ପ୍ରଜ୍ଞାଙ୍କ ଦମ୍ଭୋକ୍ତି

23 May 2019, 11:46 AM

ପୁରୀରେ ସମ୍ବିତ, ଭୁବନେଶ୍ୱରରେ ଅପରାଜିତା

23 May 2019, 11:42 AM

ଆସ୍କାରେ ବିଜେଡି ଆଗରେ ।

23 May 2019, 11:32 AM

କଟକରେ ସୌଭିକ, କଣ୍ଟାବାଞ୍ଝିରେ ସନ୍ତୋଷ ଆଗୁଆ

23 May 2019, 11:28 AM

ଦିଲ୍ଲୀ ଓ ହରିୟାଣାରେ ବିଜେପି ଆଗୁଆ

23 May 2019, 11:22 AM

ରାହୁଲଙ୍କ ଘରେ ପ୍ରିୟଙ୍କା ।

23 May 2019, 11:18 AM

୧୧ ଆସନରେ ବିଜେଡି ଆଗୁଆ

23 May 2019, 11:10 AM

୯ ଆସନରେ ବିଜେପି ଆଗୁଆ

23 May 2019, 11:06 AM

ଲୋକସଭାରେ ବିଜେଡି ଆଗୁଆ ।

23 May 2019, 10:59 AM

ପାରମ୍ପରିକ ଆସନରେ ପଛୁଆ, ନୂଆ ଆସନରେ ଆଗୁଆ ।

23 May 2019, 10:55 AM

ଶାହା ଆଗୁଆ

23 May 2019, 10:52 AM

ବିଜେଡି ୭୪ ଆସନରେ ଆଗୁଆ

23 May 2019, 10:47 AM

ସୁର ଆଗରେ, ସଞ୍ଜୟ ପଛରେ

23 May 2019, 10:43 AM

ବାରାଣାସୀରେ ମୋଦି ଆଗୁଆ

23 May 2019, 10:39 AM

ଅତାବିରାରେ ବିଜେଡି ଆଗୁଆ

23 May 2019, 10:35 AM

କହ୍ନେୟା ପଛୁଆ, ଗିରିରାଜ ଆଗୁଆ

23 May 2019, 10:30 AM

ନଳିନୀ ଆଗରେ ନୀତିଶ ପଛରେ

23 May 2019, 10:27 AM

ଏବେ ବି ଆଗରେ ବିଜେଡି

23 May 2019, 10:22 AM

ଓଡିଶାରେ ବିଜେପି ଆଗୁଆ

23 May 2019, 10:18 AM

ଦିଲ୍ଲୀରେ ବିଜେପି ଆଗୁଆ

23 May 2019, 10:14 AM

ବସନ୍ତ ଆଗୁଆ, ଭର୍ତ୍ତୃହରି ପଛୁଆ

23 May 2019, 10:10 AM

ସିପିଆଇ(ଏମ) ପ୍ରାର୍ଥୀ ଆଗୁଆ

23 May 2019, 10:07 AM

କେନ୍ଦ୍ରାପଡାରେ ଅନୁଭବ ଆଗୁଆ

23 May 2019, 10:04 AM

କଟକ-ବାରବାଟୀରେ ମୋକିମ ଆଗୁଆ

23 May 2019, 10:00 AM

ଜୁଏଲ ଓ ପ୍ରକାଶ ଆଗୁଆ

23 May 2019, 9:56 AM

ବିଜେଡି ୪୩, ବିଜେପି ୮ ଓ କଂଗ୍ରେସ ୩ ଆସନରେ ଆଗୁଆ

23 May 2019, 9:53 AM

ଆଗରେ ରହିଛି ବିଜେଡି

23 May 2019, 9:46 AM

ପ୍ରାଥମିକ ଟ୍ରେଣ୍ଡରେ ୩୦୦ ଛୁଇଁଲା ଏନଡିଏ

23 May 2019, 9:45 AM

ସମ୍ବଲପୁରରେ ବିଜେପି, ପୁରୀରେ ବିଜେଡି ଆଗୁଆ

23 May 2019, 9:40 AM

ଲୋଇସିଂହାରେ ବିଜେଡି ଆଗୁଆ

23 May 2019, 9:33 AM

ବିଜେଡି ପ୍ରାର୍ଥୀ ଆଗୁଆ

23 May 2019, 9:31 AM

ଭୁବନେଶ୍ୱରରେ ଅପରାଜିତା ଆଗୁଆ

23 May 2019, 9:28 AM

ପ୍ରାଥମିକ ଟ୍ରେଣ୍ଡରେ ବିଜେଡି ଆଗୁଆ

23 May 2019, 9:22 AM

ବିଜେପିର ହେଭିୱେଟ ପଛୁଆ

23 May 2019, 9:20 AM

ବିଧାନସଭାରେ ଆଗରେ ବିଜେଡି

23 May 2019, 9:13 AM

ଓଡିଶାରେ ସମାନ ସ୍ଥିତିରେ ବିଜେଡି ଓ ବିଜେପି

23 May 2019, 9:11 AM

ଭଞ୍ଜନଗରରେ ବିଜେଡି ଆଗୁଆ

23 May 2019, 9:05 AM

ନବରଙ୍ଗପୁର : ବିଧାନସଭା ଓ ଲୋକସଭାରେ ବିଜେଡି ଆଗୁଆ

23 May 2019, 9:05 AM

ଢେଙ୍କାନାଳରେ ବିଜେପି ପ୍ରାର୍ଥୀ ଆଗୁଆ

23 May 2019, 8:56 AM

ବଲାଙ୍ଗୀରରେ ବିଜେପି ଆଗୁଆ

23 May 2019, 8:53 AM

ବିଜେପି ଆଗୁଆ, ମେଣ୍ଟ ପଛୁଆ ।

23 May 2019, 8:51 AM

ବିଜେପି ଆଗରେ, ସିନ୍ଧିଆ ପଛରେ ।

23 May 2019, 8:48 AM

ନବରଙ୍ଗପୁରରେ ପ୍ରଦୀପ ଆଗୁଆ

23 May 2019, 8:44 AM

ସୋନିଆ ଆଗରେ ,ରାହୁଲ ପଛରେ

23 May 2019, 8:40 AM

ସ୍ୱାଧୀ ଓ ରାଜନାଥ ଆଗୁଆ

23 May 2019, 8:37 AM

ପ୍ରାଥମିକ ଟ୍ରେଣ୍ଡରେ ମୋଦି ଆଗୁଆ

23 May 2019, 8:31 AM

ପ୍ରାଥମିକ ଟ୍ରେଣ୍ଡରେ ରାହୁଲ ଆଗୁଆ

23 May 2019, 8:30 AM

ଏନଡିଏ ଆଗୁଆ

23 May 2019, 8:27 AM

ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ

23 May 2019, 8:24 AM

ଆରମ୍ଭରୁ ଏନଡିଏ ଆଗୁଆ ।

23 May 2019, 8:16 AM

ଏନଡିଏ ଆଗୁଆ

23 May 2019, 8:13 AM

ଆରମ୍ଭରୁ ଏନଡିଏ ଆଗୁଆ

23 May 2019, 8:07 AM

ପ୍ରଥମେ ପୋଷ୍ଟାଲ ବାଲାଟର ଚାଲିଛି ଭୋଟ ଗଣତି ।

23 May 2019, 8:05 AM

ଖୋଲିଲା ଭାନୁମତି ପେଡି ।

23 May 2019, 8:00 AM

ଖୋଲିଲା ଇଭିଏମରୁ ସିଲ୍, ଆରମ୍ଭ ହେଲା ଭୋଟ ଗଣତି ।

23 May 2019, 7:47 AM

୮୦୪୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା

23 May 2019, 7:44 AM

ମୁଁ ଜିତିବି : ଦିଗବିଜୟ

23 May 2019, 7:26 AM

ଦେଶରେ କଂଗ୍ରେସ ଗଢିବ ସରକାର : ଅଜୟ

23 May 2019, 7:21 AM

କଡାସୁରକ୍ଷା ମଧ୍ୟରେ ହେବ ଭୋଟଗଣତି

23 May 2019, 7:10 AM

ଆଉ କିଛି ସମୟ ପରେ ଭୋଟଗଣତି

23 May 2019, 7:04 AM

କିଏ ଗଢିବ ସରକାର?

23 May 2019, 7:00 AM

ଗଣତି ପୂର୍ବରୁ ପୂଜାର୍ଚ୍ଚନା ।

23 May 2019, 6:57 AM

ଫଳାଫଳ ଆସିବ, ସରକାର ଗଠନ ପାଇଁ ବାଟ ଫିଟିବ

23 May 2019, 6:53 AM

ସକାଳ ୮ରୁ ଆରମ୍ଭ ହେବ ଗଣତି ।

23 May 2019, 6:41 AM

କାହା ସପକ୍ଷରେ ମତ ଦେଇଛନ୍ତି ଜନତା?

23 May 2019, 6:36 AM

କେନ୍ଦ୍ରରେ କିଏ?

23 May 2019, 6:30 AM

କାହାକୁ ଗ୍ରହଣ କରିବେ ଜନତା ଜନାର୍ଦ୍ଦନ ?

23 May 2019, 6:28 AM

ସୁପ୍ରିମୋଙ୍କ ପାଇଁ ବଡ ପରୀକ୍ଷା

23 May 2019, 6:24 AM

ଏକଜିଟ୍ ପୋଲ ହେବ କି ଏକଜାକ୍ଟ ରେଜଲ୍ଟ?

23 May 2019, 6:22 AM

କଡା ସୁରକ୍ଷା ମଧ୍ୟରେ ହେବ ଭୋଟଗଣତି ।

23 May 2019, 6:19 AM

ଖୋଲିବ ଇଭିଏମ ସିଲ୍, ଆସିବ ଜନତା ଜନାର୍ଦ୍ଦନଙ୍କ ରାୟ ।

23 May 2019, 6:15 AM

ସୁପ୍ରିମୋଙ୍କ ପାଇଁ ବଡ ପରୀକ୍ଷା ।

22 May 2019, 10:03 PM

ଭୋଟ୍ ଗଣତି କେନ୍ଦ୍ରରୁ ଆପଣଙ୍କ ପାଖରେ ଖବର ପହଂଚାଇବାକୁ ମାଧ୍ୟମ ହେବ କନକ ନ୍ୟୁଜ୍

22 May 2019, 9:13 PM

ଗଣତି ପୂର୍ବରୁ ଗୁଳିମାଡ଼

22 May 2019, 8:54 PM

ଆସନ୍ତାକାଲି ଭୋଟଗଣତି, ଆସିବ ଜନତା ଜନାର୍ଦ୍ଦନଙ୍କ ରାୟ ।

22 May 2019, 8:21 PM

ନିର୍ବାଚନ ଫଳ ପୂର୍ବରୁ କଂଗ୍ରେସ କନ୍ଦଳ

22 May 2019, 8:15 PM

ନବୀନଙ୍କ ସହ କଥା ହେଲେ ଶରଦ ପାୱାର

22 May 2019, 8:12 PM

ବିରୋଧୀଙ୍କ ଉପରେ ବର୍ଷିଲେ ଶାହା

22 May 2019, 8:08 PM

ଟ୍ୱିଟରରେ ମମତାଙ୍କ ମୋଦିଙ୍କୁ ଟାର୍ଗେଟ

22 May 2019, 8:06 PM

ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଦାମଙ୍କ ବୟାନ

22 May 2019, 8:06 PM

ଟ୍ୱିଟରରେ ମମତାଙ୍କ ମୋଦିଙ୍କୁ ଟାର୍ଗେଟ

22 May 2019, 8:04 PM

22 May 2019, 8:00 PM

ଭୋଟ ଗଣତି ପୂର୍ବରୁ ଦେଶବ୍ୟାପି ଆଲର୍ଟ ।

22 May 2019, 7:55 PM

ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ନେଇ ସିଇଓଙ୍କ ସୂଚନା ।

ଦେଶରେ କିଏ ଗଢିବ ଆଗାମୀ ସରକାର ? ରାଜ୍ୟରେ କିଏ କରିବ ଶାସନ ? ମତଗଣନା କେନ୍ଦ୍ରରୁ ଆପଣଙ୍କ ମଧ୍ୟରେ ମାଧ୍ୟମ ସାଜିବ କନକ ନ୍ୟୁଜ୍ ।

ଦିନତମାମର ନ୍ୟୁଜ୍ ଓ ଭ୍ୟୁଜ୍ । ସର୍ବପ୍ରଥମେ । କେବଳ କନକ ନ୍ୟୁଜରେ ।

    Share