Advertisment
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଖରିଆର ଓ ଭବାନୀପାଟଣାରେ ଜନସଭାକୁ କରିବେ ସମ୍ବୋଧନ ।  post image

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଖରିଆର ଓ ଭବାନୀପାଟଣାରେ ଜନସଭାକୁ କରିବେ ସମ୍ବୋଧନ । 

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । post image

ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।

ପ୍ରଚାରରେ ବଢୁଛି ଆରୋପ-ପ୍ରତ୍ୟାରୋପ ରାଜନୀତି: ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର, ବିଜେପି ନିଶାନାରେ ପ୍ରଣବ post image

ପ୍ରଚାରରେ ବଢୁଛି ଆରୋପ-ପ୍ରତ୍ୟାରୋପ ରାଜନୀତି: ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର, ବିଜେପି ନିଶାନାରେ ପ୍ରଣବ

୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ । post image

୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ ।

ଇସ୍ତାହାର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କ୍ଷମତାକୁ ଆସିଲେ କରିବେ କ’ଣ, ଦେଲେ ଲମ୍ବା ତାଲିକା । post image

ଇସ୍ତାହାର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କ୍ଷମତାକୁ ଆସିଲେ କରିବେ କ’ଣ, ଦେଲେ ଲମ୍ବା ତାଲିକା ।

କାଲି ନିର୍ବାଚନୀ ପ୍ରଚାରରେ ଉଠିବ ପଡିବ ଓଡ଼ିଶା । ବ୍ରହ୍ମପୁର ଓ ନବରଙ୍ଗପୁରରେ ବର୍ଷିବେ ମୋଦୀ । ଖରିଆର ଓ ଭବାନୀପାଟଣାରେ ନବୀନ କରିବେ ମାରାଥନ ପ୍ରଚାର post image

କାଲି ନିର୍ବାଚନୀ ପ୍ରଚାରରେ ଉଠିବ ପଡିବ ଓଡ଼ିଶା । ବ୍ରହ୍ମପୁର ଓ ନବରଙ୍ଗପୁରରେ ବର୍ଷିବେ ମୋଦୀ । ଖରିଆର ଓ ଭବାନୀପାଟଣାରେ ନବୀନ କରିବେ ମାରାଥନ ପ୍ରଚାର

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତ୍ରିଯାପନ । ରାଜ୍ୟ ବିଜେପି ନେତାଙ୍କ ସହ କରିପାରନ୍ତି ରଣନୀତି post image

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତ୍ରିଯାପନ । ରାଜ୍ୟ ବିଜେପି ନେତାଙ୍କ ସହ କରିପାରନ୍ତି ରଣନୀତି

ଓଡ଼ିଶାରେ ବିଜେପିର ସଂକଳ୍ପପତ୍ର ଜାରି କଲେ ଜେପି ନଡ୍ଡା । କହିଲେ, ଜଗନ୍ନାଥଙ୍କ ଭରସାରେ ଚାଲିଛି ଓଡ଼ିଶା, ସରକାରକୁ ଆସିଲେ ୧୮ ମାସରେ ଫେରାଇବୁ ଚିଟଫଣ୍ଡ ଟଙ୍କା । post image

ଓଡ଼ିଶାରେ ବିଜେପିର ସଂକଳ୍ପପତ୍ର ଜାରି କଲେ ଜେପି ନଡ୍ଡା । କହିଲେ, ଜଗନ୍ନାଥଙ୍କ ଭରସାରେ ଚାଲିଛି ଓଡ଼ିଶା, ସରକାରକୁ ଆସିଲେ ୧୮ ମାସରେ ଫେରାଇବୁ ଚିଟଫଣ୍ଡ ଟଙ୍କା ।

ସଂକଳ୍ପପତ୍ରରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସରକାରକୁ ଆସିଲେ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବୁ... post image

ସଂକଳ୍ପପତ୍ରରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସରକାରକୁ ଆସିଲେ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବୁ...

୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ, ୫ ବର୍ଷରେ ୭୫ ବର୍ଷର କାମ କରିବୁ । ବିଜେଡିକୁ ଟାର୍ଗେଟ କଲେ ମନମୋହନ ସାମଲ । post image

୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ, ୫ ବର୍ଷରେ ୭୫ ବର୍ଷର କାମ କରିବୁ । ବିଜେଡିକୁ ଟାର୍ଗେଟ କଲେ ମନମୋହନ ସାମଲ ।

ସବସ୍କ୍ରାଇବ କରନ୍ତୁ