Advertisment
ପ୍ରଚାର ପାଇଁ ଟ୍ରେନରେ ବାଲେଶ୍ୱର ଗଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । କହିଲେ, ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କୁ ଭେଟିବି । post image

ପ୍ରଚାର ପାଇଁ ଟ୍ରେନରେ ବାଲେଶ୍ୱର ଗଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । କହିଲେ, ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କୁ ଭେଟିବି ।

ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । କହିଲେ ରାଜଧାନୀବାସୀଙ୍କ ସେବା ପାଇଁ ଛାଡିଛନ୍ତି ପାଇଲଟ ଚାକିରି । post image

ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । କହିଲେ ରାଜଧାନୀବାସୀଙ୍କ ସେବା ପାଇଁ ଛାଡିଛନ୍ତି ପାଇଲଟ ଚାକିରି ।

୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଭୋଟ ଦେଲେ ଜମ୍ମୁ-କାଶ୍ମୀରବାସୀ । ବାରମୁଲାରେ ସର୍ବାଧିକ ଭୋଟିଂ । post image

୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଭୋଟ ଦେଲେ ଜମ୍ମୁ-କାଶ୍ମୀରବାସୀ । ବାରମୁଲାରେ ସର୍ବାଧିକ ଭୋଟିଂ ।

ବାକି ଦୁଇଟି ପର୍ଯ୍ୟାୟ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ଜଳେଶ୍ୱରରେ ବିଜେଡି ଓ କଂଗ୍ରେସ ନେତାଙ୍କ କର୍ମୀ ସମ୍ମିଳନୀ । କୁଚିଣ୍ଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ସିଦ୍ଧାନ୍ତ ମହାପାତ୍ର । post image

ବାକି ଦୁଇଟି ପର୍ଯ୍ୟାୟ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ଜଳେଶ୍ୱରରେ ବିଜେଡି ଓ କଂଗ୍ରେସ ନେତାଙ୍କ କର୍ମୀ ସମ୍ମିଳନୀ । କୁଚିଣ୍ଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ସିଦ୍ଧାନ୍ତ ମହାପାତ୍ର ।

ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପଡ଼ିଲା ଭୋଟ୍ । ଓଡ଼ିଶାରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ । ଦେଶରେ ୬୦.୦୯ ପ୍ରତିଶତ ଭୋଟିଂ । post image

ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପଡ଼ିଲା ଭୋଟ୍ । ଓଡ଼ିଶାରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ । ଦେଶରେ ୬୦.୦୯ ପ୍ରତିଶତ ଭୋଟିଂ ।

ପାଣି ପାଇଁ ଭୋଟ ବର୍ଜନ । ବାରମ୍ବାର ଜଣାଇବା ସତ୍ୱେ ଗାଁର ପାଣି ସମସ୍ୟାର ସମାଧାନ ହେଲାନି । ମତଦାନରୁ ବିରତ ରହିଲା ପୁରା ଗାଁ । post image

ପାଣି ପାଇଁ ଭୋଟ ବର୍ଜନ । ବାରମ୍ବାର ଜଣାଇବା ସତ୍ୱେ ଗାଁର ପାଣି ସମସ୍ୟାର ସମାଧାନ ହେଲାନି । ମତଦାନରୁ ବିରତ ରହିଲା ପୁରା ଗାଁ ।

ଉପବାସ କରିବେ ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ । କହିଲେ, ଭୁଲ ପାଇଁ ୩ ଦିନ କରିବେ ଉପବାସ । post image

ଉପବାସ କରିବେ ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ମନ୍ତବ୍ୟ ପରେ ଭୁଲ ସ୍ୱୀକାର କଲେ । କହିଲେ, ଭୁଲ ପାଇଁ ୩ ଦିନ କରିବେ ଉପବାସ ।

ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ଓ ନୟାଗଡ଼ରେ କରିବେ ପ୍ରଚାର । post image

ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ଓ ନୟାଗଡ଼ରେ କରିବେ ପ୍ରଚାର ।

ରାସ୍ତା ଓ ପାଣି ନାହିଁ ତ ଭୋଟ ନାହିଁ: କଣ୍ଟାବାଞ୍ଜି, କନ୍ଧମାଳର କିଛି ପଞ୍ଚାୟତରେ ଭୋଟ ଦେଲେ ନାହିଁ ଲୋକ post image

ରାସ୍ତା ଓ ପାଣି ନାହିଁ ତ ଭୋଟ ନାହିଁ: କଣ୍ଟାବାଞ୍ଜି, କନ୍ଧମାଳର କିଛି ପଞ୍ଚାୟତରେ ଭୋଟ ଦେଲେ ନାହିଁ ଲୋକ

ଘସିପୁରାରେ ବିଜେଡି ପ୍ରାର୍ଥୀ ସମର୍ଥକଙ୍କ ଦାଦାଗିରି: କଡ଼ା ସମାଲୋଚନା କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ post image

ଘସିପୁରାରେ ବିଜେଡି ପ୍ରାର୍ଥୀ ସମର୍ଥକଙ୍କ ଦାଦାଗିରି: କଡ଼ା ସମାଲୋଚନା କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ

ସବସ୍କ୍ରାଇବ କରନ୍ତୁ