Browsing Category

ରାଜନୀତି

ଖଡଗେଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସ ନେତୃତ୍ୱଙ୍କୁ ପ୍ରଶ୍ନ କଲେ ଶଶୀ ଥରୁର । ଅଧ୍ୟକ୍ଷ ରେସରେ ଖଡଗେଙ୍କୁ ଅଫିସିଆଲ୍…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଯେଉଁ ଆଶା ଆଶଙ୍କା ରହିଥିଲା, କିଏ ଏହି ନିର୍ବାଚନ ଲଢିବ ତାକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା,ସେ ସବୁ ପ୍ରଶ୍ନର ଉତ୍ତର ଆଜି ମିଳିସାରିଛି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦଳର ଦୁଇ ବରିଷ୍ଠ ନେତା ।…
Read More...

ଜୟ ଜଗନ୍ନାଥରୁ ଆରମ୍ଭ, ଜୟ ଜଗନ୍ନାଥରେ ଶେଷ ହେଲା ନଡ୍ଡାଙ୍କ ଭାଷଣ । କହିଲେ, ସବୁ ଭାରତୀୟଙ୍କ ବସ୍ ସ୍ୱୟଂ ଜଗନ୍ନାଥ,…

କନକ ବ୍ୟୁରୋ : ସେହି ଭାଷା, ସେହି ଅନ୍ଦାଜ । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛି, ତେଣୁ ଏହି ସରକାରକୁ ଉପାଡି ଫିଙ୍ଗିଦେବାକୁ ଆହ୍ମାନ ଦେଇଛନ୍ତି ବିଜେପି ମୁଖିଆ ।…
Read More...

ସଭାପତି ରେସରୁ ଓହରିଲେ ଗେହଲଟ । ଚାଲିଯାଇପାରେ ମୁଖ୍ୟମନ୍ତ୍ରୀ ପଦବୀ

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ରାଜସ୍ଥାନରେ ଦେଖାଦେଇଥିବା ରାଜନୈତକ ସଙ୍କଟ ଭିନ୍ନ ମୋଡ ନେଇଛି । ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟି ଦେଢ ଘଂଟା ଆଲୋଚନା ପରେ କହିଛନ୍ତି ଅଶୋକ ଗେହଲଟ । ଏବଂ ରାଜସ୍ଥାନରେ ଦେଖିଦେଇଥିବା ବିଶୃଙ୍ଖଳା…
Read More...

ଦୁର୍ନୀତିରେ ବୁଡିଛି ସରକାର, ଉପାଡିକି ଫିଙ୍ଗି ଦିଅ । ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । ୨୦୨୪ ପାଇଁ କର୍ମୀଙ୍କୁ…

କନକ ବ୍ୟୁରୋ : ଦୁର୍ନୀତିରେ ବୁଡି ରହିଛି ରାଜ୍ୟ ସରକାର । ରାଜ୍ୟରେ ଏବେ କୁଶାସନ ଚାଲିଛି, ରକ୍ଷକ ଏଠାରେ ଭକ୍ଷକ ସାଜିଛନ୍ତି । ଏଠାରେ ସରକାର ଡୁପ୍ଲିକେଟ, ଚାବି ବି ଡୁପ୍ଲିକେଟ । ତେଣୁ ଓଡ଼ିଶାକୁ ଦରକାର, ଡବଲ ଇଞ୍ଜିନ ସରକାର । କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି…
Read More...

ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଲେ ଅଶୋକ ଗେହଲଟ୍, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସରେ ଲାଗି ରହିଥିବା କନ୍ଦଳ ମଧ୍ୟରେ ଆଜି ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ଭେଟ ପରେ ଅଶୋକ ଗେହଲଟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି କି ସେ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ । ସେ…
Read More...

ଆଜି ରାଜଧାନୀରେ ପାୱାର ସୋ : ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି

କନକ ବ୍ୟୁରୋ : ଆଜି ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରୋଡ୍ ସୋ’ କରି ଜନତା ମଇଦାନ ଯିବେ । ଜନତା ମଇଦାନରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା…
Read More...

ଆସନ୍ତାକାଲି ରାଜଧାନୀରେ ପାୱାର ସୋ । ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି । ଆସୁଛନ୍ତି ବିଜେପି ଅଧ୍ୟକ୍ଷ…

କନକ ବ୍ୟୁରୋ: କାଲି ଭୁବନେଶ୍ୱରରେ ବିଜେପି ଓ ବିଜେଡି ପାୱାର ଶୋ’ କରିବେ । ଜନତା ମଇଦାନରେ ବିଜେପି ପ୍ରତିନିଧି ସମ୍ମିଳନୀ କରିବ ଆଉ ସେପଟେ ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ପାଇଁ ସମ୍ମିଳନୀ କରିବ ବିଜେଡି । ୨୯ରେ ରାଜଧାନୀରେ ପାୱାର ସୋ ଶକ୍ତି ପ୍ରଦର୍ଶନ କରିବେ…
Read More...

ଦିନକୁ ଦିନ ରୋଚକ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରାଜନୀତି । ରେସରେ ସାମିଲ ହେଲେ ଦିଗବିଜୟ ସିଂହ ।

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିନକୁ ଦିନ ଅଧିକ ରୋଚକ ହେଉଛି ରାଜନୀତି । କିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବ? କିଏ କିଏ ଏହି ନିର୍ବାଚନ ଲଢିବେ? ତାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସିପାରୁନି, ଏପଟେ ରାଜସ୍ଥାନ ରାଜନୀତି ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଉପରେ…
Read More...

ପୁରୁଣା ମିଶନ, ନୂଆ ନିର୍ବାଚନ । ଆସିବେ ନଡ୍ଡା, ନେତାଙ୍କ ମୁହଁରେ ମିଶନ ୧୨୦ ନାରା ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଆଉ ଏହି ମାହୋଲକୁ ଆହୁରି ଉଷ୍ମ କରିଛି ଉଭୟ ବିଜେପି ଓ ବିଜେଡି ଶିବିରର ସକ୍ରିୟତା । ଏସବୁ ଭିତରେ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଯାହାକୁ ନେଇ ଦଳର…
Read More...

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନଚିଟ୍ : କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୋନିଆ ଗାନ୍ଧୀଙ୍କୁ ଦେଲେ ରିପୋର୍ଟ

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନଚିଟ୍ । ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ ଏକ ଲିଖିତ ରିପୋର୍ଟ ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ଗେହଲଟଙ୍କୁ କ୍ଲିନ…
Read More...