କନକ ବ୍ୟୁରୋ: ଇ-କେୱାଇସିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଆଜି ସରୁଛି କେନ୍ଦ୍ର ସରକାରଙ୍କ ଇ-କେୱାଇସି ଅବଧି । ବର୍ତ୍ତମାନ ସୁଧା ୨୦ ଲକ୍ଷ ୫୮ ହଜାର ଇ-କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ସେମାନଙ୍କୁ ମିଳିବନ ଚାଉଳ ।
୩ ମାସ ପର୍ଯ୍ୟନ୍ତ ଚାଉଳ ବନ୍ଦ ରହିବ । ଇ-କେୱାଇସି କଲା ପରେ ଦିଆଯିବ ଚାଉଳ । ନହେଲେ ୩ ମାସ ଭିତରେ ପୂରା କାହଁ ବନ୍ଦ କରିଦିଆଯିବ । ତେଣୁ ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ତୁରନ୍ତ କରାଇନିଅନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।