କନକ ବ୍ୟୁରୋ: ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କଲେ ପ୍ରକାଶ ମିଶ୍ର । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରିବାକୁ ଅନୁରୋଧ କଲେ । କହିଲେ ସବୁ ଶୃଙ୍ଖଳିତ ହେବାରେ ପ୍ରଶାସନକୁ ଭକ୍ତଙ୍କ ସହଯୋଗ ଦରକାର । ସମସ୍ତଙ୍କୁ ଦର୍ଶନ ସୁବିଧା ମିଳିବ ।
ଗତକାଲି ଶରଧାବାଲି ଦଳାଚକଟା ପରେ ସଚେତନ ହୋଇଛନ୍ତି ରାଜ୍ୟ ସରକାର । ଆକ୍ସନମୋଡକୁ ଆସିଛି ପ୍ରଶାସନ । ଆଜି ଆଡପମଣ୍ଡପରେ ଭଗବାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ପ୍ରକାଶ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେଉଛନ୍ତି ପ୍ରକାଶ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/30/prakash-mishra-2025-06-30-13-08-58.jpg)