Advertisment

ନ୍ୟୁଜ୍

ମହଙ୍ଗା ହେଲା ଏଲପିଜି ଗ୍ୟାସ ଦର । ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ୨୫ ଟଙ୍କା ଓ ମୁମ୍ବାଇରେ ୨୬ ଟଙ୍କା ମହଙ୍ଗା ହେଲା । post image

ମହଙ୍ଗା ହେଲା ଏଲପିଜି ଗ୍ୟାସ ଦର । ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ୨୫ ଟଙ୍କା ଓ ମୁମ୍ବାଇରେ ୨୬ ଟଙ୍କା ମହଙ୍ଗା ହେଲା ।

ଗାଁକୁ ରାସ୍ତା ନାହିଁ, ଆସିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ । ସମ୍ବଲପୁର ଯୁଯୁମରା ବ୍ରାହ୍ମଣୀପାଲ୍ଲି ଗାଁର ଘଟଣା । post image

ଗାଁକୁ ରାସ୍ତା ନାହିଁ, ଆସିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ । ସମ୍ବଲପୁର ଯୁଯୁମରା ବ୍ରାହ୍ମଣୀପାଲ୍ଲି ଗାଁର ଘଟଣା ।

ବିଧାୟକଙ୍କ କଥା ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ ଓ ଦଳ । କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲେ ବିଧାୟକ । post image

ବିଧାୟକଙ୍କ କଥା ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ ଓ ଦଳ । କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲେ ବିଧାୟକ ।

ବାଲେଶ୍ୱର ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ । ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ ।  post image

ବାଲେଶ୍ୱର ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ । ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ । 

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘କର୍ମଚାରୀଙ୍କ ମୃତ୍ୟୁ ପରେ ବିବାହିତ ଝିଅ ବି ପାଇବେ ଅନୁକମ୍ପା ମୂଳକ ନିଯୁକ୍ତି’ । post image

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘କର୍ମଚାରୀଙ୍କ ମୃତ୍ୟୁ ପରେ ବିବାହିତ ଝିଅ ବି ପାଇବେ ଅନୁକମ୍ପା ମୂଳକ ନିଯୁକ୍ତି’ ।

ବିଜେପି ବରକୁ ବିଜେଡି କନିଆଁ । ନବରଙ୍ଗପୁରରେ ବେଦୀରେ ବିଜେପି ବରକୁ ବିଜେଡି କନିଆଁ  ରୂପରେ ସଜେଇ ବାହାଘର କଲା କଂଗ୍ରେସ । post image

ବିଜେପି ବରକୁ ବିଜେଡି କନିଆଁ । ନବରଙ୍ଗପୁରରେ ବେଦୀରେ ବିଜେପି ବରକୁ ବିଜେଡି କନିଆଁ ରୂପରେ ସଜେଇ ବାହାଘର କଲା କଂଗ୍ରେସ ।

ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର । ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାରୁ ଆସିଲା ଏଭଳି ଚିତ୍ର ।  post image

ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର । ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାରୁ ଆସିଲା ଏଭଳି ଚିତ୍ର । 

ଆଜି ବରମୁଣ୍ଡା ବସ୍ ଟର୍ମିନାଲର  ଲୋକାର୍ପଣ । ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । post image

ଆଜି ବରମୁଣ୍ଡା ବସ୍ ଟର୍ମିନାଲର ଲୋକାର୍ପଣ । ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ କମୁଛନ୍ତି କଲରାପତରିଆ ବାଘ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏନଟିସିଏ ରିପୋର୍ଟ । post image

ଓଡ଼ିଶାରେ କମୁଛନ୍ତି କଲରାପତରିଆ ବାଘ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏନଟିସିଏ ରିପୋର୍ଟ ।

କାହାକୁ ମିଳିବ ବିଜେପି ଲୋକସଭା ଟିକେଟ୍? କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଘୋଷଣା ହୋଇପାରେ ୧୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା । post image

କାହାକୁ ମିଳିବ ବିଜେପି ଲୋକସଭା ଟିକେଟ୍? କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଘୋଷଣା ହୋଇପାରେ ୧୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ।

ସବସ୍କ୍ରାଇବ କରନ୍ତୁ