Browsing Category

ମନୋରଞ୍ଜନ

ଭିକ୍କିଙ୍କ ପାଇଁ ସମସ୍ୟା । ଦାଏର ହେଲା ମାମଲା । କ’ଣ ପୁରା ଘଟଣା?

କନକ ବ୍ୟୁରୋ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ସମସ୍ୟାରେ । କାରଣ ତାଙ୍କ ବିରୋଧରେ ଇନ୍ଦୌର ପୋଲିସରେ ଦାଏର ହୋଇଛି ମାମଲା, ତାହା ପୁଣି ଏକ ସ୍କୁଟି ନମ୍ବରକୁ ନେଇ  । କଥା ହେଉଛି କିଛି ଦିନ ତଳେ ଇନ୍ଦୌରରେ ଭିକ୍କି ଓ ସାରା ଅଲି ଖାନ୍ ଯେଉଁ ନମ୍ବରର ସ୍କୁଟିରେ ବୁଲୁଥିଲେ ତାହା ଜଣେ…
Read More...

ବକ୍ସ ଅଫିସରେ ରେକର୍ଡ ଉପରେ ରେକର୍ଡ କରୁଛି ସାଉଥ ଫିଲ୍ମ ପୁଷ୍ପା । ତୃତୀୟ ସପ୍ତାହରେ ବି ଜାରି ରହିଛି ବ୍ୟବସାୟ

କନକ ବ୍ୟୁରୋ : ବକ୍ସ ଅଫିସରେ ରେକର୍ଡ ଉପରେ ରେକର୍ଡ କରୁଛି ସାଉଥ ଫିଲ୍ମ ପୁଷ୍ପା । ଫିଲ୍ମର ହିନ୍ଦୀ ଭର୍ସନ ତୃତୀୟ ସପ୍ତାହରେ ବି ଜବରଦସ୍ତ ପ୍ରଦର୍ଶନ କରୁଛି । ଟ୍ରେଡ୍ ଆନାଲିଟିକ୍ସ ତରଣ ଆଦର୍ଶ ସୂଚନା ଅନୁସାରେ ଚଳଚ୍ଚିତ୍ର ପୁଷ୍ପା ତୃତୀୟ ସପ୍ତାହ ସୁଦ୍ଧା ୫୦ କୋଟି ରୋଜଗାର କରିଛି । ତେବେ…
Read More...

ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ନୂଆବର୍ଷକୁ ସ୍ୱାଗତ କଲେ ଅକ୍ଷୟ କୁମାର । ଦେଖନ୍ତୁ, ଭିଡିଓ…

କନକ ବ୍ୟୁରୋ: ନୂଆବର୍ଷକୁ ନିଆରା ଢଙ୍ଗରେ ସ୍ୱାଗତ କଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଆଧାତ୍ମିକ ଉପାୟରେ ଅକ୍ଷୟ କୁମାର ନୂଆବର୍ଷର ନୂଆ ସକାଳକୁ ସ୍ୱାଗତ କରିଛନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ, ଅନ୍ୟ ବଲିଉଡ୍ ଅଭିନେତାଙ୍କ ଅପେକ୍ଷା ଅକ୍ଷୟ କୁମାର ବହୁତ ଜଲଦି ସକାଳୁ ଉଠିଥାନ୍ତି ।…
Read More...

ପରଲୋକରେ ଟେଲିଭିଜନ୍ ଦୁନିଆଁର ଗୋଲ୍ଡେନ୍ ଗାର୍ଲ । ୯୯ ବର୍ଷରେ ଦେହାନ୍ତ ।

କନକ ବ୍ୟୁରୋ: ଟେଲିଭିଜନ ଦୁନିଆର ଗୋଲ୍ଡେନ୍‌ ଗାର୍ଲ ବୋଲାଉଥିବା ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ ବେଟ୍ଟି ହ୍ୱାଇଟ୍‌ଙ୍କ ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ନିଜର ନିଖୁଣ ଅଭିନୟ ଜରିଆରେ ସେ ହଲିଉଡ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେବଳ ସେତିକି…
Read More...

ଶାଢୀ ଚୋରି କରି ପିନ୍ଧିଲେ ସାନ୍ୟା । ସାକ୍ଷାତକାରରେ ସତ ବଖାଣିଲେ

କନକ ବ୍ୟୁରୋ: ସୁଟିଂ ସେଟରେ ଅନେକ ଦାମୀ ଓ ଡିଜାଇନର ଶାଢୀ ପିନ୍ଧିବାକୁ ମିଳିଥାଏ ଅଭିନେତ୍ରୀମାନଙ୍କୁ । କିଛି ଅଭିନେତ୍ରୀଙ୍କର ଏଥିପ୍ରତି ଟିକେ ଲୋଭ ଥିବା ଅନେକ ଥର ଦେଖିବାକୁ ମିଳିଛି । ହେଲେ ସୁଟିଂ ସେଟରୁ ଶାଢୀ ଚୋରୀ କରି ପିନ୍ଧିବା କଥାଟା ଟିକିଏ ଅଡୁଆ ଲାଗୁଛି । କିନ୍ତୁ ଏପରି…
Read More...

ବିବାଦରେ ଫିଲ୍ମ ‘ଅତରଙ୍ଗୀ ରେ’ । ବୟକଟ୍ କରିବାକୁ ଦାବି । କାରଣ କ’ଣ?

କନକ ବ୍ୟୁରୋ: ଏବେ ବକ୍ସ ଅଫିସରେ ଜମୁଛି ଫିଲ୍ମ ‘ ଅତରଙ୍ଗୀ ରେ’ । ଏହି କାହାଣୀ ବିହାରର ବାସିନ୍ଦା ରିଙ୍କୁ ସୂର୍ଯ୍ୟବଂଶୀଙ୍କୁ କେନ୍ଦ୍ରିତ କରିଛି । ଏହି ଭୂମିକାରେ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି । କାହାଣୀ ଅନୁସାରେ ରିଙ୍କୁ ବାରମ୍ବାର ଘରୁ ଲୁଚି ପଳାଉଥିବାରୁ ଏଥିରେ ଅତିଷ୍ଠ…
Read More...

କାହିଁକି ହେଲା ସୁସ୍ମିତା ସେନଙ୍କ ବ୍ରେକଅପ୍ ? ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ।

କନକ ବ୍ୟୁରୋ: ନିକଟରେ ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ବ୍ରେକଅପ୍ ଖବର ଚର୍ଚ୍ଚାକୁ ଆସିଛି । ନିଜ ବନ୍ଧୁ ରେହମାନ୍ ସଲଙ୍କ ସହ ଥିବା ତାଙ୍କର ଦୀର୍ଘ ଦିନ ସମ୍ପର୍କରେ ଦୂରତା ଆସିଛି । ଏହି ଦୂରତା ଏବେ ସମ୍ପୂର୍ଣ୍ଣ ବିଚ୍ଛେଦର ରୂପ ନେଇଛି । ତେବେ ଏହି ଘଟଣା ସୋସିଆଲ…
Read More...

ବକ୍ସ ଅଫିସରେ ଜମୁଛି ‘ଅତରଙ୍ଗୀ ରେ’ । ସାରାଙ୍କ ଅଭିନୟ ଦେଖି କାନ୍ଦିଲେ ମା’ ।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ‘ଅତରଙ୍ଗୀ ରେ’ ଫିଲ୍ମକୁ ଦର୍ଶକେ ପ୍ରଶଂସା କରିଛନ୍ତି । ଏଥିରେ ସାରାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି ଏଥିରେ ସାରା ଅକ୍ଷୟ କୁମାର ଓ ଦକ୍ଷିଣ ସୁପରଷ୍ଟାର ଧନୁଷଙ୍କ ସହିତ କାମ କରିଛନ୍ତି । ସାରାଙ୍କ ବାପା…
Read More...

ନୋରା ଫତେହିଙ୍କୁ ଲୋଡା କେମିତି ବର? ଡାନ୍ସ ରିଆଲିଟି ସୋ’ରେ କହିଲେ ମନ କଥା ।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଆକାଶ ଛୁଆଁ । ତାଙ୍କର ପ୍ରତିଟି ଡାନ୍ସ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛି । ହେଲେ ଏଯାଏଁ ଏହି ଅଭିନେତ୍ରୀ ବିବାହ କରିନାହାଁନ୍ତି । ନିକଟରେ ସେ ଯୋଗ ଦେଇଥିବା ଏକ ଡାନ୍ସ ରିଆଲିଟି ସୋ’ ‘ ଇଣ୍ଡିଆନ୍ ବେଷ୍ଟ ଡାନ୍ସର’ରେ…
Read More...

ଓମିକ୍ରନ ଆତଙ୍କ : ପୁଣି ଆଶଙ୍କାରେ ଚଳଚ୍ଚିତ୍ର ଶିଳ୍ପ; ଘୁଞ୍ଚିଲା ‘ଜର୍ସି’ର ରିଲିଜ୍ ତାରିଖ

କନକ ବ୍ୟୁରୋ : ଡିସେମ୍ବର ୩୧ ତାରିଖ ଦିନ ୨୦୨୧ର ଶେଷ ବଲିଉଡ୍ ଚଳଚ୍ଚିତ୍ର ଭାବେ ରିଲିଜ୍ ହେବାର ଥିଲା ସାହିଦ୍ କପୁରଙ୍କ ଅଭିନୀତ ‘ଜର୍ସି’ ଚଳଚ୍ଚିତ୍ର । ତେବେ ବଢୁଥିବା ଓମିକ୍ରନର ମାମଲ ପାଇଁ ବିଭିନ୍ନ ରାଜ୍ୟର ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । କେତେକ ରାଜ୍ୟର ସରକାର ୫୦ ପ୍ରତିଶତ…
Read More...