Browsing Category

ମନୋରଞ୍ଜନ

ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ । ହୋଟେଲରେ ଡ୍ରଗ୍ସ ପାର୍ଟି ସମୟରେ ଧରାପଡିଥିଲେ

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କୁପରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ବେଙ୍ଗାଳୁରୁର ଏକ ହୋଟେଲରେ ପାର୍ଟି ଚାଲୁଥିବାବେଳେ ରେଡ୍ ହୋଇଥିଲା । ପାର୍ଟିରେ ସିଦ୍ଧାନ୍ତ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗରେ ତାଙ୍କୁ…
Read More...

ଫଶିଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଥାନାରେ ଦାଏର ହେଲା ମାମଲା

କନକ ବ୍ୟୁରୋ: ଦକ୍ଷିଣ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅଲ୍ଲୁ-ଅର୍ଜୁନ ଅତୀତରେ ତାଙ୍କ ଚଳଚ୍ଚିତ୍ର ପାଇଁ ଦିନେ ବେଶ୍ ଚର୍ଚ୍ଚାରେ ଥିଲେ । ଏହି ଅଭିନେତାଙ୍କ ଫିଲ୍ମ ‘ପୁଷ୍ପା ରାଜ୍’ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ପପୁଲାର ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ଅଭିନୟ ଓ…
Read More...

ତିରୁପତି ବାଲାଜୀ ମନ୍ଦିର ପରିସରରେ ଜୋତା ପିନ୍ଧି ବୁଲିଲେ, ଫଟୋସୁଟ କଲେ ଅଭିନେତ୍ରୀ ନୟନତାରା । ନୋଟିସ୍ ଜାରି କଲା…

କନକ ବ୍ୟୁରୋ: ନିକଟରେ ନିର୍ଦ୍ଦେଶକ ବିଘ୍ନେ୍ନଶ ଶିବନଙ୍କୁ ବିବାହ କରିଛନ୍ତି ସାଉଥ୍ ଅଭିନେତ୍ରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ୍ । ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରି ନୋଟିସ୍ ପଠାଇଛି । ସୂଚନା ମୁତାବକ, ଜୁନ୍ ୯ ତାରିଖରେ ନୟନତାରା ତାଙ୍କ ଲଙ୍ଗଟାଇମ୍ ବୟଫ୍ରେଣ୍ଡ ତଥା…
Read More...

ରଜରେ କରିବ ରାଜ୍: ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ଦିଲ୍ ମୋର ମାନେନା’

କନକ ବ୍ୟୁରୋ: ଆଜି ସୁପର ଫ୍ରାଇଡେରେ ରିଲିଜ ହୋଇଛି ଓଡିଆ ଫିଲ୍ମ ଦିଲ୍ ମୋର ମାନେନା । ଆରଆରସି ଫିଲ୍ମସ ପକ୍ଷରୁ ନିର୍ମିତ ଏହି ସିନେମାରେ ପୁରୁଣା ଯୋଡ଼ି ସ୍ୱରାଜ ଓ ଶିବାନୀଙ୍କୁ ଲିଡ଼ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କ ସାଙ୍ଗକୁ ସଲିଲ ମିତ୍ର, ମିହିରି ଦାସ, ହରି, ଉଷସୀ ମିଶ୍ର, ଗୁଡ଼ୁ,…
Read More...

ଫିଲ୍ମ ଫ୍ରାଇଡେ : ରିଲିଜ ହେଲା ୨ଟି ଓଡିଆ ଫିଲ୍ମ ; ‘ଦିଲ ମୋର ମାନେନା’କୁ ଟକ୍କର ଦେଉଛି ‘ଗୁପଚୁପ୍’

କନକ ବ୍ୟୁରୋ : ରଜ ଅବସରରେ ଫିଲ୍ମ ଫ୍ରାଇଡ଼େରେ ରିଲିଜ ହେଉଛି ୨ଟି ଓଡ଼ିଆ ଫିଲ୍ମ । ଗୋଟିଏ ହେଉଛି ଦିଲ ମୋର ମାନେନା, ଅନ୍ୟଟି ହେଉଛି ଗୁପଚୁପ୍ । ଫିଲ୍ମ ଦୁଇଟି ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଆଗକୁ ଆହୁରି ମଧ୍ୟ ୨ରୁ ୩ଟି ଫିଲ୍ମ ରିଲିଜ ହେବାର ରହିଛି । ଆରଆରସି ଫିଲ୍ମସ ଏବଂ ତାରିଣୀ…
Read More...

କେତେ ବଦଳିଗଲେ ବଲିଉଡର ଏହି ନାୟିକା, କର୍କଟ ପୀଡିତ ହେବା ପରେ ଶୁଣାଇଲେ ସଂଘର୍ଷର କାହାଣୀ

କନକ ବ୍ୟୁରୋ : ବଲିଉଡରୁ ଆସିଛି ଏକ ଦୁଖଦ ଖବର । ବଲିଉଡର ମୋଷ୍ଟ ବ୍ୟୁଟିଫୁଲ ଓ ଟାଲେଣ୍ଟେଡ କଳାକାର ଭାବେ ପରିଚିତ ନାୟିକା ମହିମା ଚୌଧୁରୀ ବ୍ରେଷ୍ଟ କର୍କଟରେ ପୀଡିତ ହୋଇଛନ୍ତି । ଏହି ଖବର ଶୁଣିବା ପରେ ଏବେ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । କର୍କଟ ପୀଡିତା ମହିମାଙ୍କର ଚେହେରା…
Read More...

ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ ସଲମାନ ଖାନ୍ । ପୋଲିସକୁ କହିଲେ, ମୋତେ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଜେ ସଲମାନ ଖାନ । ପୋଲିସକୁ ନିଜର ଷ୍ଟେଟମେଣ୍ଟ ଦେଇ ସଲମାନ୍ କହିଛନ୍ତି, ତାଙ୍କୁ କୌଣସି ପ୍ରକାର ଧମକପୂର୍ଣ୍ଣ କଲ୍ ଆସିନି । ଏଥିସହିତ ଅତୀତରେ ମଧ୍ୟ କାହା ସହ ତାଙ୍କର କିଛି ବି ତିକ୍ତତା…
Read More...

ଫିଲ୍ମ ଫ୍ଲପ୍ ପରେ ମୁହଁ ଖୋଲିଲେ କଙ୍ଗନା । କହିଲେ ୨୦୨୨ ଏଯାଏଁ ସରିନି ।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ୍’ ବକ୍ସ ଅଫିସରେ ସବୁଠୁ ବଡ ଫ୍ଲପ୍ ସାବ୍ୟସ୍ତ ହୋଇଛି । ସବୁଠାରୁ ବଡ ଝଟକା ଲାଗିଛି ଏହାର ପ୍ରଯୋଜକଙ୍କୁ । କାରର ଫିଲ୍ମଟି ଏଯାଏଁ ମୋଟ ଖର୍ଚ୍ଚ ୧୦ ପ୍ରତିଶତ ମଧ୍ୟ ଅସୁଲ କରିପାରିନାହିଁ । ଫିଲ୍ମ ‘ଧାକଡ୍’ ଫ୍ଲପ୍ ହେବା ପରେ…
Read More...

ସଲମାନଙ୍କୁ ମାରିବାକୁ ସବୁ ପ୍ଲାନ୍ ହୋଇଥିଲା । ହେଲେ ପ୍ଲାନ୍ ଫେଲ୍ ହେଲା କିପରି? ଖୁଲାସା କଲା ଲରେନ୍ସ ବିଷ୍ଣୋଇ ।

କନକ ବ୍ୟୁରୋ: ସଲମାନ୍ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିିଳିଛି । ଏହାପରେ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏଥିପାଇଁ ସବୁ ପ୍ଲାନ ସରିଥିଲା ହେଲେ ଶେଷ ସମୟରେ…
Read More...

ସଲମାନ ଖାନଙ୍କୁ ହତ୍ୟା ଧମକ : ପଞ୍ଜାବ ଗାୟକ ମୁସେୱାଲାଙ୍କ ଭଳି ମାରିବାକୁ ଚିଠି ମାଧ୍ୟମରେ ଧମକ ଦିଆଯାଇଥିବା ଅଭିଯୋଗ

କନକ ବ୍ୟୁରୋ : ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଚିଠି ମାଧ୍ୟମରେ ଧମକ ଦିଆଯାଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଯେତେବେଳେ ସଲମାନଙ୍କ ବାପା ସକାଳେ ଜଗିଂ କରିବାକୁ ଯାଇଥିଲେ ଓ ଯେଉଁ…
Read More...