Browsing Category

ଅପରାଧ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ,ବାଇକରେ ଆସି ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ।

କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ । ଦୁଇ ଦୁର୍ବୃତ୍ତ  ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଭୋର ୪.୫୫ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ସମୟରେ ସଲମନ ଖାନ ଘରେ ଥିବା ସୂଚନା ରହିଛି । ଏହା ପୂର୍ବରୁ ମଧ୍ୟ ସଲମାନ…
Read More...

ବିଚ୍ ବଜାରରେ ୨ ମହିଳାଙ୍କୁ ଉଲଗ୍ନ କରି ଜୋତାରେ  ପିଟିବା ମାମଲା :  ମମତା ସରକାରଙ୍କୁ ୬ ଲକ୍ଷ ଟଙ୍କା ଜରିମାନା

ଗତ ବର୍ଷ ଜୁଲାଇ ମାସରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଚୋରି ଅଭିଯୋଗରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍ ବଜାରରେ ଜୋତାରେ ପିଟିପିଟି ନିଆଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ଜାତୀୟ ମହିଳା ଆୟୋଗ ରାଜ୍ୟ ସରକାରଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ପ୍ରତ୍ୟେକ ପୀଡିତା…
Read More...

ଘର ଭିତରେ ମୃତ୍ୟୁର ତାଣ୍ଡବ : ୩ ଝିଅ ସମେତ ସ୍ତ୍ରୀ’କୁ ଗୁଳିକରି ହତ୍ୟା ।

ଆମେରିକାର ଚିକାଗୋ ସହରରେ ଜଣେ ପାଞ୍ଚ ସନ୍ତାନର ପିତା ତାଙ୍କର ତିନି ଝିଅ ସମେତ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପତ୍ନୀଙ୍କ ନାମ ମାଜେଡା କାସେମ, ତାଙ୍କୁ ୫୩ ବର୍ଷ ହେଇଥିଲା । ତାଙ୍କର ୨୫ ବର୍ଷୀୟା ଦୁଇ ଯାଆଁଳା ଝିଅ ହାଲେମା ଏବଂ ଜାହିୟା ଏବଂ ୨୪ ବର୍ଷୀୟା ସାନ ଝିଅ ହାନାନ…
Read More...

ହତ୍ୟା ପାରେ ମା’ର ମୃତଦେହକୁ ସୁଟକେସରେ ଭର୍ତ୍ତି : ଏକ ହତ୍ୟାକାରୀ ଝିଅର କାହାଣୀ

ପ୍ରଥମେ ମ୍ୟାକ୍ ତାଙ୍କ ମାଆଙ୍କ ମୁହଁକୁ ଚାପି ଧରିଲା ଏବଂ ପରେ ଶେଫର୍ ତାଙ୍କ ମୁଣ୍ଡକୁ ଏକ ହାତୁଡିରେ ବାରମ୍ବାର ଆଘାତ କରିଥିଲା । ହୋଟେଲରେ ମା’ଙ୍କୁ ହତ୍ୟା କରିବା ପରେ ମ୍ୟାକ୍ ଏବଂ ତାଙ୍କ ପ୍ରେମିକା ଶବକୁ ଏକ ସୁଟକେସରେ ଭର୍ତ୍ତି କରି ଟ୍ୟାକ୍ସିରେ ରଖିଥିଲେ । ସୁଟକେସରେ ମୃତଦେହର ଅବଶେଷ…
Read More...

ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ?

ପାକିସ୍ତାନର ଖାଇବର ପାଖ୍ଟନଖୱା ଅନ୍ତର୍ଗତ ଲକ୍କି ମାରୱାଟ ଜିଲ୍ଲାର ତାଖଟିଖେଲ ଗାଁର ଗୋଟିଏ ଘରୁ ଏକା ସଙ୍ଗେ ୧୧  ଜଣଙ୍କ ମୃତଦେହ ମିଳିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ବିଷକ୍ରିୟା  ଯୋଗୁଁ ସମସ୍ତେ ମୃତ୍ୟୁ ବରଣ କରି ଥିବାର ସନ୍ଦେହ କରାଯାଉଛି । ଖାଦ୍ୟରେ ବିଷାକ୍ତ ପଦାର୍ଥର…
Read More...

ଆଇୱା ସ୍କୁଲ ଗୁଳିକାଣ୍ଡ : ୧୭ ବର୍ଷର ବାଳକ ଷଷ୍ଠ ଶ୍ରେଣୀର ଛାତ୍ରକୁ କଲା ହତ୍ୟା । ଆହୁରି ୫ ଆହତ ।  ଆମେରିକାରେ ସ୍କୁଲ…

ଶୀତ ଅବକାଶ ପରେ ଗୁରୁବାର କ୍ଳାସର ପ୍ରଥମ ଦିନ ଥିଲା ।  ଯେତେବେଳେ ଜଣେ ୧୭ ବର୍ଷର ଛାତ୍ର ଆଇଓଆର ଏକ ବିଦ୍ୟାଳୟ ଭିତରେ ପଶି ଆଖିବୁଜା  ଗୁଳି ଚଳାଇଥିଲା । ଅଭିଯୁକ୍ତ ଜଣକ ପେରି ହାଇସ୍କୁଲର ଛାତ୍ର ଡିଲିନ୍ ବଟଲର ବୋଲି ଜଣାପଡିଛି । ଏହି ଘଟଣା ପରେ ସେ ନିଜେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା…
Read More...

ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର

ଅତିକ ଅହମ୍ମଦର ଫାଇନାନ୍ସର ନଫିସ୍ ବିରିୟାନୀର ମୃତ୍ୟୁ ପରେ ତା ଅପରାଧ ଦୁନିଆରେ ପ୍ରବେଶ କରିବାର କାହାଣୀ ସାମ୍ନାକୁ ଆସିଛି । ଏକଦା ନିଜ ସହରର କ୍ରିକେଟ୍ ମ୍ଯାଚରେ ୱିକେଟ୍ କିପର ହେଉଥିବା ନଫିସ ଖୁବ୍ ଶୀଘ୍ର ଅତିକ୍ ଅହମ୍ମଦ ଗ୍ୟାଙ୍ଗର ପ୍ରିୟପାତ୍ର ବନି ଯାଇଥିଲେ । ଧୀରେ ଧୀରେ ସିଏ ଅତିକ୍…
Read More...

ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ

ଆଗ୍ରାରେ ଜଣେ ମହିଳା ନିଜ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ପରେ ଦୁର୍ଗନ୍ଧ ବାହାରିବା ପରେ ସେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି…
Read More...

ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ?

ଭାରତର କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯାଇଥିବାର ଖବର ଆସିଛି । ଏହା ସହ ପାକିସ୍ଥାନରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଦାବିକରାଯାଉଛି । ଆଜିର ଷ୍ଟୋରିରେ ଜାଣିବା ଏହି କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର କଳା କରନାମା ।…
Read More...

ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ…

ଠକ୍ ଠକ୍ ଗ୍ୟାଙ୍ଗ ତିନୋଟି ରାଜ୍ୟ ପୋଲିସକୁ ନାକେଦମ କରି ସାରିଲାଣି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଗାଜିଆବାଦରୁ ଗୁରୁଗ୍ରାମ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଲୁଟ୍ କରିଚାଲିଛନ୍ତି । ଯେତେବେଳେ ପୋଲିସ ସେମାନଙ୍କ ପଛରେ ପଡେ ସେତେବେଳେ ଏହି ଡକାୟତମାନେ ଅଣ୍ଡରଗ୍ରାଉଣ୍ଡକୁ ହେଇଯାଆନ୍ତି । ଯଦି ଆପଣ…
Read More...