କେମିତି ବଢ଼ିବ ଓଡ଼ିଶା କୃଷକଙ୍କ ଆୟ? ନିର୍ମାଣ କନ୍କ୍ଲେଭ୍ରେ ମତ ରଖିଲେ କୃଷି ମନ୍ତ୍ରୀ । କହିଲେ, ଚାଷ ଓ ଚାଷୀଙ୍କ ବିକାଶ ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର । ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ପ୍ରସଙ୍ଗରେ ମତ ରଖିଲେ ସୁଦର୍ଶନ, ଶ୍ରୀମୟୀ ଏବଂ ଅନୀତା ସାବତ ।

13