ଅର୍ଥନୈତିକ ପ୍ରଗତୀରେ ଆଧ୍ୟାତ୍ମିକତାର ଭୁମିକା କ’ଣ? ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁଦାନନ୍ଦ କହିଲେ, ଆଧ୍ୟାତ୍ମିକତା ଅନୁଶାସନ ଶିଖାଏ, ଅନୁଶାସନ ରହିଲେ ବିକାଶ ସଂଭବ । ସେପଟେ ‘ମୋ ସରକାର’କୁ ନେଇ ମତ ରଖିଲେ ୩ ପ୍ରମୁଖ ଦଳର ନେତା ।

11