Advertisment

Sunil Bhuyan

ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ୍ ଲିଙ୍ଗ ନିରୂପଣ । ଚଢାଉ କରି ଧରିଲେ ଉପ-ଜିଲ୍ଲାପାଳ । ଅଲଟ୍ରାସାଉଣ୍ଡ ମେସିନ୍, ନଗଦ ଟଙ୍କା ଓ ମୋବାଇଲ ଜବତ ।

ସୁଯୋଗ ମିଳିଲେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବି, ବିରାଟ ଓ ରୋହିତଙ୍କ ବ୍ୟାଟିଂକୁ ନେଇ ବଡ ବୟାନ ଦେଲେ ମହମ୍ମଦ ସାମି ।

ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ଉଠାଇଲେ ନରସିଂହ । କହିଲେ, ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳୁ ଅନୁମତି, ସାମ୍ବାଦିକଙ୍କୁ ଦିଆଯାଉ ପେନସନ୍ ।

ଶୂନ୍ୟକାଳରେ ଅର୍ପଣ ରଥ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି । ମୋହନ ମାଝୀ କହିଲେ, କାହା ନିର୍ଦ୍ଦେଶରେ ବାହାରିଥିଲା ଅର୍ପଣ ରଥ । ସ୍ପଷ୍ଟୀକରଣ ଦିଅନ୍ତୁ ସରକାର, ବାଚସ୍ପତିଙ୍କ ରୁଲିଂ ପାଇଁ କଲେ ଦାବି ।

ପେଟ୍ରୋଲ ପମ୍ପରେ ଅପମିଶ୍ରଣ, ୩ ବର୍ଷରେ ଆଦାୟ ହୋଇଛି ୧୧ ଲକ୍ଷ ଟଙ୍କା ଜରିମାନା । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

ଅନ୍ତରୀଣ ବଜେଟକୁ ନେଇ ସେଞ୍ଚୁରିଅନ ବିଦ୍ୟାଳୟରେ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ । ଛାତ୍ରଛାତ୍ରୀ ମାନେ କଲେ ଅନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ ।

ଅର୍ପଣ ରଥ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ସଦସ୍ୟଙ୍କ ବିଧାନସଭାରେ ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ।

ଜୀ-ସାର୍ଥକରେ ପ୍ରଥମଥର ପାଇଁ ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ ଦେଖନ୍ତୁ ‘ଗଦର-୨’ ।

ସ୍ୱାଭାବିକ ହେଉନି ବିଧାନସଭା । ବିଜେଡି-ବିଜେପିର ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟ ପୁଣି ଦିନ ୧୨ଟା ୩୦ ଯାଏଁ ମୁଲତବି ।

ଓଡ଼ିଶାରେ ବିଜେପି-ବିଜେଡି ପାର୍ଟନରସିପ ସରକାର ଚାଲିଛି, ୩୦ ଜଣ ଉଦ୍ୟୋଗପତି ଓଡ଼ିଶାକୁ ଲୁଟିବାକୁ ଆସିଛନ୍ତି । ପାନପୋଷ ଛକରୁ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କଲେ ରାହୁଲ ।

ସବସ୍କ୍ରାଇବ କରନ୍ତୁ