Advertisment

Sunil Bhuyan

ସୋନିଆଙ୍କ ଆରୋଗ୍ୟ କାମନା କରି ମହାମୃତୁଞ୍ଜୟ ମନ୍ତ୍ର ଜପ ଆରମ୍ଭ । ୫ ଜଣ ପଣ୍ଡିତ ପଢୁଛନ୍ତି ମନ୍ତ୍ର, ୧୧ ଦିନ ଧରି ଚାଲିବ ପୂଜାର୍ଚ୍ଚନା ।

ଅଗ୍ନିପଥକୁ ନେଇ ବିଜେପି-ଜେଡିୟୁ ମୁହାଁମୁହିଁ । ହିଂସାକାଣ୍ଡକୁ ନେଇ ବିଜେପି କଲା ଟାର୍ଗେଟ, ଜେଡିୟୁ କହିଲା ଅଗ୍ନିପଥ ବାବଦରେ ସନ୍ଦେହ ଦୂର କରୁ କେନ୍ଦ୍ର ସରକାର ।

ବିସ୍ଫୋରଣରେ ପୁଣି ଥରିଲା ଆଫଗାନିସ୍ତାନ ।ଆତଙ୍କୀ ସଂଗଠନ ଆଇଏସଆଇଏସର ଟାର୍ଗେଟରେ କାବୁଲର ଗୁରୁଦ୍ୱାରା ।

ଟିମ୍ ଇଣ୍ଡିଆରୁ ବାଦ୍ ପଡିବାର କଷ୍ଟ ମୁଁ ଭଲଭାବେ ଜାଣିଛି । ମୋ ଲକ୍ଷ୍ୟ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଖେଳିବା, ଭାରତକୁ ଚାମ୍ପିୟନ କରିବା । ମ୍ୟାଚ୍ ପରେ ଭାବବିହ୍ୱଳ ହେଲେ କାର୍ତ୍ତିକ ।

ଭାଇକୁ ବୋଲ୍ଡ କଲା ଭାଇ । ପ୍ୟାଭିଲିୟନ ଫେରିବା ବେଳେ ହସିଦେଲେ ଇଂଲଣ୍ଡ ବ୍ୟାଟର ଜେସନ ରୟ ।

ଅଗ୍ନିପଥକୁ ନେଇ ଜୋରଦାର ବିରୋଧ । ଉମରକୋଟରେ ଅଭିନବ ପ୍ରତିବାଦ, ୬୦ କିଲୋମିଟର ଦୌଡିଲେ ଚାକିରି ଆଶାୟୀ ଯୁବକ ।

ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର । ଜୁନରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ନିର୍ଦ୍ଦେଶ ।

ଜୀ ସାର୍ଥକର ନୂଆ ଅଭିଯାନ । ସଙ୍ଗୀତ ମାଧ୍ୟମରେ ମହିଳାଙ୍କୁ ଜଣାଇଛି ସମ୍ମାନ, ପୂର୍ବରୁ ସିରିଏଲ ମାଧ୍ୟମରେ ବଖାଣିଛି ନାରୀଶକ୍ତିର କାହାଣୀ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ନିର୍ଦ୍ଦେଶ, ଦେଢ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି । ଜାଣନ୍ତୁ ନିଯୁକ୍ତିକୁ ନେଇ କଣ ରହିଛି ମୋଦୀ ସରକାରର ପ୍ଲାନ?

ଶରଦ ହେବେ କି ରାଷ୍ଟ୍ରପତି ପ୍ରାର୍ଥୀ? ବିରୋଧୀ ଦଳ ଏକାଠି ହୋଇ ଶରଦଙ୍କ ନାଁରେ ମାରିପାରନ୍ତି ମୋହର?

ସବସ୍କ୍ରାଇବ କରନ୍ତୁ