Advertisment

Rasmita Nayak

ଓଡିଆ ରାପରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଆମ ସଂସ୍କୃତି ପରମ୍ଫରା ନେଇ ପ୍ରସ୍ତୁତ ହୋଇଛି ଗୀତ । post image

ଓଡିଆ ରାପରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଆମ ସଂସ୍କୃତି ପରମ୍ଫରା ନେଇ ପ୍ରସ୍ତୁତ ହୋଇଛି ଗୀତ ।

ନାମାଙ୍କନ ଭରିବା ପୂର୍ବରୁ ମା ତାରାତାରିଣୀଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଦ୍ୱୀପ ପ୍ରଜ୍ଜଳନ କରି ମାଙ୍କ ଆର୍ଶିବାଦ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । post image

ନାମାଙ୍କନ ଭରିବା ପୂର୍ବରୁ ମା ତାରାତାରିଣୀଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଦ୍ୱୀପ ପ୍ରଜ୍ଜଳନ କରି ମାଙ୍କ ଆର୍ଶିବାଦ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

ରାତିରେ ଚାଲିଛି ପ୍ରଚାର । ରୋଡ ସୋ ସଭା ସମିତି ବାଇକ ରାଲି କରି ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । post image

ରାତିରେ ଚାଲିଛି ପ୍ରଚାର । ରୋଡ ସୋ ସଭା ସମିତି ବାଇକ ରାଲି କରି ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ।

ତାତିଲେ ଗ୍ରାମବାସୀ ଗାଁରେ ନାହିଁ ମୋବାଇଲ ନେଟୱର୍କ । ପ୍ଳାଗ କାର୍ଡ ଧରି ରାସ୍ତା ଅବରୋଧ କଲେ ଗ୍ରାମବାସୀ । post image

ତାତିଲେ ଗ୍ରାମବାସୀ ଗାଁରେ ନାହିଁ ମୋବାଇଲ ନେଟୱର୍କ । ପ୍ଳାଗ କାର୍ଡ ଧରି ରାସ୍ତା ଅବରୋଧ କଲେ ଗ୍ରାମବାସୀ ।

ସକାଳୁ ଅସହ୍ୟ ହେଲାଣି ତାତି । ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ପାର । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି । post image

ସକାଳୁ ଅସହ୍ୟ ହେଲାଣି ତାତି । ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ପାର । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି ।

ଆଜି ନାମାଙ୍କନ ଭରିବେ ସୁନ୍ଦରଗଡ ବିଜେଡି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସର୍ମଥଙ୍କ ସହ ଶୋଭାଯାତ୍ରାରେ ଯାଇ କରିବେ ନାମାଙ୍କନ । post image

ଆଜି ନାମାଙ୍କନ ଭରିବେ ସୁନ୍ଦରଗଡ ବିଜେଡି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସର୍ମଥଙ୍କ ସହ ଶୋଭାଯାତ୍ରାରେ ଯାଇ କରିବେ ନାମାଙ୍କନ ।

କେଜ୍ରିୱାଲଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ବଡ ଟିପ୍ପଣୀ ,କହିଲେ ରାଜଧାନୀବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ଦେବା ଉଚିତ । post image

କେଜ୍ରିୱାଲଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ବଡ ଟିପ୍ପଣୀ ,କହିଲେ ରାଜଧାନୀବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ଦେବା ଉଚିତ ।

ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଟଙ୍କା ଜବତ ପରେ ଆୟକର ବିଭାଗର ତଦନ୍ତ ଜାରି  । post image

ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଟଙ୍କା ଜବତ ପରେ ଆୟକର ବିଭାଗର ତଦନ୍ତ ଜାରି ।

କୋଭିସିଲ୍ଡ ଭାକ୍ସିନ ଟିକାରୁ ବିରଳ ପାଶ୍ୱର୍ପ୍ରତିକ୍ରିୟା, କୋର୍ଟରେ ସତ ମାନିଲା ଆଷ୍ଟ୍ରାଜେନିକା । କହିଲା, ଟିକା ନେବା ପରେ ଶରୀରରେ ହୋଇପାରେ ରକ୍ତ ଜମାଟ । post image

କୋଭିସିଲ୍ଡ ଭାକ୍ସିନ ଟିକାରୁ ବିରଳ ପାଶ୍ୱର୍ପ୍ରତିକ୍ରିୟା, କୋର୍ଟରେ ସତ ମାନିଲା ଆଷ୍ଟ୍ରାଜେନିକା । କହିଲା, ଟିକା ନେବା ପରେ ଶରୀରରେ ହୋଇପାରେ ରକ୍ତ ଜମାଟ ।

ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ । ବିରାଟ ପଟୁଆରରେ ଯାଇ ଦାଖଲ କରିବେ ନାମାଙ୍କନ । post image

ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ । ବିରାଟ ପଟୁଆରରେ ଯାଇ ଦାଖଲ କରିବେ ନାମାଙ୍କନ ।

ସବସ୍କ୍ରାଇବ କରନ୍ତୁ