ରାଜ୍ୟରେ ବର୍ଷା ବିତ୍ପାତ । ଆଜି ବି ପ୍ରବଳରୁ ଅତିପ୍ରବଳ ବର୍ଷିବ । ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ । ଆକସ୍ମିକ ବନ୍ୟା…

କନକ ବ୍ୟୁରୋ : ରାଜ୍ୟର ଉତ୍ତର ଓ ପୂର୍ବ ଉପକୂଳ ସଂଲଗ୍ନ ୧୦ଟି ଜିଲ୍ଲା ଅର୍ଥାତ୍ ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୨୦ ସେମି ପର୍ଯ୍ୟନ୍ତ…

ବାନ୍ଧବୀଙ୍କୁ ଭିଡିଓ କଲ୍‌ କରି ଯୁବକଙ୍କ ଆତ୍ମହତ୍ୟା । କଥା କଟାକଟିରୁ ଫ୍ୟାନରେ ଝୁଲି ପଡ଼ିଲେ

କନକ ବ୍ୟୁରୋ : ପ୍ରେମିକାଙ୍କୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକର ଚାଉଳିଆଗଂଜ ମଠ ସାହି ଅଞ୍ଚଳରେ । ଏଭଳି ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ମଠସାହିରେ ଭଡା ରହୁଥିବା ତାପସ ମହାନ୍ତି ଦିନ ପ୍ରାୟ ୧୧ଟା ବେଳେ ତାଙ୍କର…

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ । ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ବିହାର ପାଟନାରେ…

ଆଜି ରାଜ୍ୟରୁ ୨୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ । ଖୋର୍ଦ୍ଧାରୁ ୪୬୬ ନୂଆ…

କନକ ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୨୫ଶହ ୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫ଶହ ୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୧୫ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୨୯ଟି ଜିଲ୍ଲାରୁ ୨୫ଶହ ୮୯ଜଣ ନୂଆ…

ବୀର ଯବାନଙ୍କ ବୀର ବାଣୀ । ଶତ୍ରୁକୁ ଶାଣିତ ସ୍ୱରରେ ଯବାନଙ୍କ କଡ଼ା ଚେତାବନୀ ସମ୍ମୁଖ ଯୁଦ୍ଧର ଆହ୍ୱାନ ଦେଲେ ଦେଶକୁ…

କନକ ବ୍ୟୁରୋ : ବୀର ଯବାନଙ୍କ ବୀର ବାଣୀ । ଶତ୍ରୁ ଦେଶକୁ ଶାଣିତ ସ୍ୱରରେ ଯବାନଙ୍କ କଡ଼ା ଚେତାବନୀ । ସଙ୍କଟ ବେଳେ ପାହାଡ଼ ଛାତି ଚିରି ଶତ୍ରୁ ଛାତିରେ ତାଣ୍ଡବ କରୁଥିବା ଭାରତୀୟ ଯବାନ ଦେଖାଇଲେ ଯୋଶ୍ । ଶତ୍ରୁ ଗୁଳିରେ ଲହୁଲୁହାଣ ହୋଇ ଦେଶକୁ ସୁରକ୍ଷା ହେଉଥିବା ବୀର ପୁତ୍ର ଭାରତୀୟଙ୍କ ମନରେ…

କରୋନାରୁ ଆରୋଗ୍ୟ ହେବାପରେ ମାନସିକ ବିକୃତି ଆଶଙ୍କା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷଣା

କନକ ବ୍ୟୁରୋ : ସାମାନ୍ୟ କୋଭିଡ୍‌-୧୯ ଲକ୍ଷଣ ଦେଖାଦେଇଥିବା ରୋଗୀଙ୍କ ଠାରେ ରୋଗପ୍ରତିରୋଧ ପ୍ରତିକ୍ରିୟା ମାସ ମାସ ଧରି ରହିଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି। ସେହିପରି ମହାମାରୀ କୋଭିଡ୍‌ରୁ ଆରୋଗ୍ୟ ଲାଭ ପରେ ସଂପୃକ୍ତ ରୋଗୀ ଠାରେ ମାନସିକ ବିକୃତିର ଆଶଙ୍କା ରହିଛି ବୋଲି ମଧ୍ୟ ଅନ୍ୟ ଏକ…