Advertisment
Manini Pattanayak profile image

Manini Pattanayak

ମିଶନ ଶକ୍ତି

ଗର୍ଜିଲେ ମିଶନ ଶକ୍ତି ମହିଳା ।  ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ।

ବୈଠକରେ ହଙ୍ଗାମା

ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ହଙ୍ଗାମା । ବିଭିନ୍ନ ସମସ୍ୟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ।

ବଜେଟ୍ ପାଇଁ ବଡ଼ ବୈଠକ

ଲୋକସେବା ଭବନରେ ପ୍ରାକ୍ ବଜେଟ୍ ବୈଠକ  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା ..

ପିଏମ ଆବାସ ସର୍ଭେ ଆରମ୍ଭ

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆରମ୍ଭ ହେଲା ସର୍ଭେ । ଘର ଘର ବୁଲି ସର୍ଭେ କରୁଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ

maobadi kill

ଛତିଶଗଡ଼ ଏନକାଉଣ୍ଟରରେ ମୃତ ୧୬ ମାଓବାଦୀଙ୍କ ଭିତରେ ଜଣେ ଓଡ଼ିଆ । କଟକ ନିଆଳି ଅଞ୍ଚଳର ଆଲୋକ ଓରଫ ମୁନ୍ନା ନିହତ ।

ମହାକୁମ୍ଭ

୧୪୪ ବର୍ଷ ପରେ ମହାକୁମ୍ଭ କିପରି ହେବ ?  AI ଜାରି କଲା ଭିଡିଓ ..

jpc

ୱାକଫ ବୋର୍ଡ ବିଲ ପାଇଁ ଗଠିତ ଜେପିସି ବୈଠକରେ ବଡ ହଙ୍ଗାମା । ଦିନକ ପାଇଁ ୧୦ ସାଂସଦ ନିଲମ୍ବିତ ।

ଯୋଗୀଙ୍କ ଟାର୍ଗେଟରେ କେଜ୍ରିୱାଲ।

କଣ କେଜ୍ରିୱାଲ ଯମୁନାରେ ସ୍ନାନ କରିବା ଦରକାର । ଯୋଗୀଙ୍କ ଟାର୍ଗେଟରେ କେଜ୍ରିୱାଲ ।

ବିଶାଳ କୃଷକ ରାଲି

ଗଦ୍ଧମାର୍ଦ୍ଦନରେ ଖଣି ଖନନକୁ ବିରୋଧ କରି ସମ୍ବଲପୁରରେ ବିଶାଳ ସମାବେଶ । ଜେଲ ଛକରୁ ଆରଡିସି ଅଫିସ ପର୍ଯ୍ୟନ୍ତ ପଦଯାତ୍ରା ।

 କାଲି ପ୍ରାକ ବଜେଟ୍‌ ବୈଠକ ।

କାଲି ପ୍ରାକ ବଜେଟ୍‌ ବୈଠକ । ଦିନ ୧୦ଟା ୩୦ରେ ବସିବ ବୈଠକ ।

ସବସ୍କ୍ରାଇବ କରନ୍ତୁ