କନକ ବ୍ୟୁରୋ : ଆସନ୍ତାକାଲି ବସିବ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ୍ ବୈଠକ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ହେବେ ସାମିଲ । ଦିନ ୧୦ଟା ୩୦ରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।
କାଲି ପ୍ରାକ ବଜେଟ୍ ବୈଠକ । ଦିନ ୧୦ଟା ୩୦ରେ ବସିବ ବୈଠକ ।
। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ହେବେ ସାମିଲ ।
/kanak/media/media_files/2025/01/23/m8flE1ncxemGrgUIERNu.jpg)