କନକ ବ୍ୟୁରୋ : ବଲାଙ୍ଗୀରରେ ଲୋୟର ସୁକତେଲ ଅଫିସରଙ୍କୁ ଘେରିଲେ ବୁଡ଼ି ଅଞ୍ଚଳବାସୀ । ଦୀର୍ଘ ୫ ଘଣ୍ଟା ଧରି ଅଫିସରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ବାରପୁଡୁଗିଆ ଗ୍ରାମବାସୀ । ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା ଚଳାଇଛି।
ବଲାଙ୍ଗୀରରେ ଲୋୟର ସୁକତେଲ ଅଫିସରଙ୍କୁ ଘେରିଲେ ବୁଡ଼ି ଅଞ୍ଚଳବାସୀ । ୫ ଘଣ୍ଟା ଧରି ଅଫିସରେ ତାଲା ପକାଇ ଆନ୍ଦୋଳନ ।
୫ ଘଣ୍ଟା ଧରି ଅଫିସରେ ତାଲା ପକାଇ ଆନ୍ଦୋଳନ । କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ ।
/kanak/media/media_files/2025/02/06/KJL1V8Ukm1HIxVHHOaWm.jpg)