କନକ ବ୍ୟୁରୋ : ମାଲକାନଗିରି କାଲିମେଳାରେ ଚାଂଚଲ୍ୟ । ହଷ୍ଟେଲ ପଛପଟୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗମ୍ଫାକୋଣ୍ଡା ଆବାସିକ ବିଦ୍ୟାଳୟ ପଛପଟୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ନବମ ଶ୍ରେଣୀ ଛାତ୍ର ରିଗେନ ମାଡକାମି । କାଲିମେଳା ପୁଲିସ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ।
ମାଲକାନଗିରି କାଲିମେଳାରେ ଚାଂଚଲ୍ୟ । ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଠାବ ।
ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଠାବ । ମୃତଦେହ ଉଦ୍ଧର କରି କାଲିମେଳା ପୋଲିସର ତଦନ୍ତ ।
/kanak/media/media_files/2025/02/04/L2c3mic5ts8X6y0tYRsm.jpg)