Advertisment
Manini Pattanayak profile image

Manini Pattanayak

ବ୍ୟକ୍ତିଙ୍କ ଶରୀରରେ ୫ କିଡନୀ ।

ବ୍ୟକ୍ତିଙ୍କ ଶରୀରରେ ୫ କିଡନୀ । କିନ୍ତୁ କାମ କରୁଛି ଗୋଟିଏ  ।

ଅବହେଳିତ ହେଉଛି ମାତୃଭାଷା ।

ଅବହେଳିତ ହେଉଛି ମାତୃଭାଷା । ଦୂରେଇ ଯାଉଛନ୍ତି ନୂଆପିଢ଼ି  ।

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଗୁଣି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା । ଉମରକୋଟ ନାଗଡ଼ସିଲ ଗାଁରେ ଉତ୍ତେଜନା ।

ଜେରା ପରେ ବାହାରିଲେ ଅଚ୍ୟୁତ

୨ ଘଣ୍ଟାରୁ ଅଧିକ ସମୟ ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ ଅଚ୍ୟୁତ ଓ ୮ଜଣିଆ ଟିମ୍ ।

ଆମେରିକା ରାଷ୍ଟ୍ରପତିଙ୍କ ବୟାନ

ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ଚହଳ ।  ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ ।

ଏକ୍ସରୁ ହଟିବ ଦିଲ୍ଲୀ ଦଳାଚକଟା

ସୋସିଆଲ ମିଡିଆ ଏକ୍ସରୁ ହଟିବ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧିତ ୨୫୮ ଭିଡିଓ । ୩୬ଘଣ୍ଟାର ସମୟ ଦେଇ ନିର୍ଦ୍ଦେଶ ଦେଲା ରେଳମନ୍ତ୍ରାଳୟ ।

ଇତିହାସ ରଚିଲା କେରଳ

ରଣଜୀ ଟ୍ରଫି ଫାଇନାଲରେ ପ୍ରଥମ ଥର ପାଇଁ କେରଳ ଟିମ୍ ।  ୭୪ ବର୍ଷ ପରେ ଇତିହାସ ରଚିଲା ଦଳ ।

ଡକ୍ଟର ଲଭ୍ ସେକ୍ସ ଧୋକା

ବନ୍ଧା ହେଲେ ରସିକିଆ ଡାକ୍ତର । ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ।

ଚେତାବନୀ ଦେଇଥିଲେ ଖଡଗେ ।

ଚେତାବନୀ ଦେଇଥିଲେ ଖଡଗେ । ଉତ୍ତରଦାୟିତ୍ବ ନେବାକୁ ଆଗେଇ ଆସିଲେ ଭକ୍ତ ।

ପର୍ଯ୍ୟଟନ ବିକାଶରେ ଯୋଡ଼ି ହେବ କଫି

କଫି ଗାର୍ଡ଼େନ ହେବ ପର୍ଯ୍ୟଟନ ହବ । କର୍ଣ୍ଣାଟକ ଢାଞ୍ଚାରେ ନିର୍ମାଣ ହେବ କଟେଜ ।

ସବସ୍କ୍ରାଇବ କରନ୍ତୁ