ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାହାରିନ୍ ଗସ୍ତ । ୩.୫ ଲକ୍ଷ ଭାରତୀୟ ଲୋକଙ୍କ ସହ କଲେ ଯୋଗାଯୋଗ ।

କନକ ବ୍ୟୁରୋ: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ତାଙ୍କର ଦୁଇ ଦିନିଆ ବାହାରିନ୍ ଗସ୍ତରେ ଯାଇ ୩.୫ ଲକ୍ଷ ଭାରତୀୟ ଲୋକ ଏବଂ ବାହାରିନ୍ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆକୁ ନେଇ ଗଠିତ ଭାରତୀୟ ଡ଼ିଆପୋରା ସହିତ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ସେଠାକାର ବୈଦେଶିକ ବ୍ୟାପାର ମନ୍ତ୍ରୀ…

ଓଡିଶା ରେଜିଷ୍ଟ୍ରସନ ଡିପାର୍ଟମେଣ୍ଟ ମିନିସ୍ଟେରିଆଲ ଅଫିସର୍ସ ଆସୋସେସନର ନୂଆ କର୍ମକର୍ତ୍ତା ନିର୍ବାଚିତ

କନକ ବ୍ୟୁରୋ: ଓଡିଶା ରେଜିଷ୍ଟ୍ରସନ ଡିପାର୍ଟମେଣ୍ଟ ମିନିସ୍ଟେରିଆଲ ଅଫିସର୍ସ ଆସୋସେସନର ସାଧାରଣ ସଭା ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟଳୟ, କଟକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ସମ୍ପାଦକ ନଳିନୀକାନ୍ତ ମହାନ୍ତି, ମୁଖ୍ୟ କିରାଣୀ ସଭାପତିତ୍ଵ କରିଥିଲେ ଓ ପୂର୍ବତନ…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ । ଝାରସୁଗୁଡାରେ ଥିବା ୟୁନିଟ୍ ଗୁଡିକୁ…

କନକ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଠାରେ ଯକ୍ଷ୍ମା ଉପରେ ସଚେତନତା ଡ୍ରାଇଭ୍ ଏକ ସିରିଜ୍ ସମାପ୍ତ କରି ୧୩ ଟି ଗାଁର ୩୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଞ୍ଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ‘ହଁ ଆମେ ଟିବି ଶେଷ…

ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି ।

କନକ ବ୍ୟୁରୋ: ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି । ଦିନକୁ ଦିନ ଇଭି ଗାଡିର ଚାହିଦା ବଢୁଥିବା ବେଳେ ଏବେ ପିଓର ଇଭି କମ୍ପାନୀ ପକ୍ଷରୁ ଗାଡିର ଦାମ୍ ୬ ହଜାର ଟଙ୍କା କମ୍ କରାଯାଇଛି । ୭୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ପିଓର ଇଭି ଗାଡିର…

ଜି-୨୦ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟିରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କର୍ମଶାଳା

କନକ ବ୍ୟୁରୋ:  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରେ ଭାରତର ଜି-୨୦ ପ୍ରେସିଡେନ୍ସି ସହିତ ଅଂଶଗ୍ରହଣ ଏବଂ ମାଲିକାନା ସମ୍ବନ୍ଧୀୟ ଜନସଚେତନତା…

ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

କନକ ବ୍ୟୁରୋ: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା "ଦେଖିବା ନିତି ହେବା ଲକ୍ଷପତି" । ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା…