Advertisment

Sarbeswar Mohapatra

ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ୍ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ମାଲକାନଗିରି ସୀମାନ୍ତ ବିଜାପୁରରେ ଅଘଟଣ : ଅଳ୍ପକେ ବଂଚିଗଲେ ୩୦ ଯବାନ

ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କେନାଲରେ ବୁଡି ୨ ନାବାଳକଙ୍କ ଗଲା ଜୀବନ । ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଚାଦର ତକିଆ ନେଇ ସଂସଦ ଆଗରେ ଧାରଣା ଦେଲେ ଆପ୍ ସାଂସଦ ସଂଜୟ ସିଂ । ରବିବାର ରାଜ୍ୟସଭାରେ ହଙ୍ଗାମା ପରେ ୮ ଜଣ ବିଧାୟକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏଭଳି ଧାରଣା ଦେଇଛନ୍ତି ସଂଜୟ ସିଂ

ରାଜ୍ୟସଭାରେ ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ ।  ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ । ଭେଙ୍କେୟା  କହିଲେ : ଗୃହରେ ଏଭଳି ବ୍ୟବହାର ଲଜ୍ଜାଜନକ

କଟକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ : ରୋଗୀଙ୍କୁ କରାଯାଉଛି ଅନ୍ୟତ୍ର ସ୍ଥାନାନ୍ତର , ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ : ଆଜି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ ବଳୟ

ବଙ୍ଗୋପସାଗରରେ ଲଘୁଚାପ । ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୮ ଜିଲ୍ଲାକୁ ଅଂରେଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୦ ଟି ଆଇସିୟୁ ପ୍ରଭାବିତ ସମସ୍ତ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର । 

କଟକ କୋଭିଡ୍ ହସ୍ପିଟାଲରେ ନିଆଁ: ଜଗତପୁର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ; ସଟସର୍କିଟ ନିଆଁ ଲାଗିଥିବା ସନ୍ଦେହ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ

କଟକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ : ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର, ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା

ଉତ୍ତର ପ୍ରଦେଶର ଆଜମଗଡ଼ରେ ତାଲିମ ବିମାନ ଦୁର୍ଘଟଣାରେ ପାଇଲଟ୍ ମୃତ

ରାଜ୍ୟ ସରକାର ମାନେ ଜିଏସଟି ନେଇ ଯେଉଁ କ୍ଷତି ସହୂୁଛନ୍ତି ତାର ଭରଣା କିଭଳି କରାଯିବ ତାହା ଜିଏସଟି ପରିଷଦ ନିଷ୍ପତ୍ତି କରିବ,  ଏପଟେ ଖୋଲାବାଜାରରୁ ଋଣ କରି ଏହାର ଭରଣା କରିବାକୁ ଅର୍ଥମନ୍ତ୍ରୀ ଚାହୁଁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଅଣ-ବିଜେପି ଶାସିତ ୬ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ 

ସବସ୍କ୍ରାଇବ କରନ୍ତୁ