Advertisment

Sarbeswar Mohapatra

କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ ଥେରାପି ପ୍ରୟୋଗ ହେଉଥିବା ନେଇ ମିଳିଛି ସୂଚନା

ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ତାତି । ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ଲିଜରେ ହୋଇଛି ଦୁର୍ନୀତି : ବିଜେପି ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା , ବିଜେଡିର ଜବାବ, ଆଇନର ପରିଧି ଭିତରେ ହୋଇଛି ନିଲାମ୍

ମହାରଥୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ବିବାଦ ଘେରରେ ଛନ୍ଦି ହେଲେ ସତ୍ୟବାଦୀ ବିଧାୟକ । ୨୮ ତାରିଖରେ କରୋନା ପିଜିଟିଭ୍ ଆସିଥିଲେ ଉମା ସାମନ୍ତରାୟ : ହସ୍ପିଟାଲରେ ଭର୍ତିଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ରେ ହେଲେ ସାମିଲ

ରାଜଧାନୀରେ ଦୁଇ ଦୁଇଟି ଚାଂଚଲ୍ୟକର ବ୍ୟାଙ୍କ୍ ଡକେତି ଘଟଣାର ପର୍ଦ୍ଦାଫାସ୍ । କପଡ଼ା ଦୋକାନୀ ସାଜିଥିଲା ବ୍ୟାଙ୍କ୍ ଲୁଟେରା, ହେଲମେଟ୍ ଲଗାଇ ବନ୍ଧୁକ ଦେଖାଇ କରିଥିଲା ଲୁଟ୍

କରୋନା ସଂକ୍ରମଣକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କହିଲା, ୧୦ ପ୍ରତିଶତ ଲୋକଙ୍କୁ ହୋଇ ସାରିଲାଣି କରୋନା : ଏପଟେ ଘରୋଇ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କୁ ଫାଭିପିରାଭିର୍ ଦେବେ ରାଜ୍ୟ ସରକାର

ରାଜଧାନୀରେ କମୁଛି ଆକ୍ରାନ୍ତ, କମୁନି ମୃତ୍ୟୁହାର : ୮ ଦିନରେ ଗଲାଣି ୧୫ ଜୀବନ

ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ସିଏମସି ଡେପୁଟି କମିସନର ବିଶ୍ୱନାଥ ଲେଙ୍କାଙ୍କ ପରଲୋକ

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ ବିବାଦ । ସରକାରୀ କ୍ଷମତାର ଅପବ୍ୟବହାର ନେଇ ଅଭିଯୋଗ ପରେ ସଫେଇ ରଖିଲେ ବିଡିଓ ଲକିମନ୍ ଖର୍ସେଲ । କହିଲେ, କୋଭିଡ ସମୟ ନୁହେଁ ବରଂ କୋଭିଡ ପୂର୍ବରୁ ହୋଇଛି ଭିଡିଓ ସୁଟିଂ

ଜଣାପଡିଲା ବ୍ୟାଙ୍କ ଲୁଟେରା ସୌମ୍ୟରଞ୍ଜନ ଘର କେଉଁଠି ? ସ୍ଥାନୀୟ ଯୁବକ ହୋଇଥିବାରୁ ସହଜ ହେଉଥିଲା ଚୋରି

କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣ ପରେ ନିଦରୁ ଉଠିଲା ରାଜସ୍ୱ ବିଭାଗ : ସମ୍ବଲପୁର କୁଚିଣ୍ଡାରେ ବର୍ଷ ବର୍ଷ ଧରି ଦଲାଲଙ୍କ କବଜାରେ ଥିବା ବେଆଇନ ବାଲିଘାଟ ଉପରେ ଚଢାଉ କଲା ପ୍ରଶାସନ

ଆସନ୍ତା ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ ! ପ୍ରଭାବରେ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Advertisment
ସବସ୍କ୍ରାଇବ କରନ୍ତୁ