Advertisment

Babbage

ବବବବ

ଅଫ୍ ଡ୍ୟୁଟି ଡାକ୍ତରଙ୍କୁ ମାଡ । ମଦ ପିଇ ଆସିଲେ, ଡାକ୍ତରଙ୍କ ସହ ଝଗଡା କରି ମାଡ ମାରିଲେ । ଅଭିଯୋଗ ପରେ ବି ଚୁପ୍ ବସିଛି ପୋଲିସ

Trump v

ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ରଣ ହୁଙ୍କାର । ଲାଗୁକଲେ ଅନେକ କଠୋର ନିୟମ ।

saifalli khan at home

ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ ଘଟଣାରେ ରାତି ଅଧରେ ହେଲା କ୍ରାଇମ ସିନ୍ ରିକ୍ରିଏସନ । ଘଟଣା ରାତିରେ ଘଟିଥିଲା କ’ଣ, କହିଲା ଅପରାଧୀ

didi mamata

ଆର ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ତଳ କୋର୍ଟଙ୍କ ରାୟକୁ ମମତାଙ୍କ ଚ୍ୟାଲେଞ୍ଜ, ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ ନୁହେଁ ଫାଶୀ ଦେବାକୁ ଦାବି

fly

ଖୋଲିଲା ହଂସପାଳ ଫ୍ଲାଏ ଓଭର ।  ୫୦୦ ମିଟରକୁ ଲାଗିଲା ୫ ବର୍ଷ

netaji

ନେତାଜୀ ଜୟନ୍ତୀରେ ପାଳନ ହେବ ପରାକ୍ରମ ଦିବସ । ସଜେଇ ହୋଇଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମପୀଠ ଓ ସଂଗ୍ରହାଳୟ

Gold

ଦିନ ଗଡୁଛି ଚିନ୍ତା ବଢୁଛି । ସମ୍ୱଲପୁର ମଣପ୍ପୁରମ୍‌ ଗୋଲ୍ଡ ଫାଇନାନ୍ସ ଲୁଟ୍‌ ଘଟଣାରେ ୨ ଜଣଙ୍କୁ ଗୁରଫ କରି ଚୁପ ବସିଛି ପୋଲିସ, ଏଯାଏ ମିଳୁନି ଚୋରି ସୁନା

mahakumbha

ମହାକୁମ୍ଭରେ ମୋନାଲିସା ମାନିଆ । ପ୍ରୟାଗରାଜଠୁ ନେଇ ସୋସିଆଲ ମିଡିଆରେ ମଧ୍ୟପ୍ରଦେଶ ଯୁବତୀଙ୍କ କେଜ୍

29,,vmvvb

ସୈଫଙ୍କ ଉପରେ ଆକ୍ରମଣ ଘଟଣାର ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ମହମ୍ମଦ ବାଂଲାଦେଶୀ, ୬ମାସ ପୂର୍ବରୁ ଆସିଥିଲା ମୁମ୍ବାଇ

20000000

ଆଜି ଆମେରିକାକୁ ମିଳିବ ନୂଆ ରାଷ୍ଟ୍ରପତି । ୱାଂଶିଟନ, ହୁଷ୍ଟନ ଓ ଟେକ୍ସାସରେ ହାଇଆଲର୍ଟ ଜାରି

ସବସ୍କ୍ରାଇବ କରନ୍ତୁ