Advertisment

Anupama Rout

ଭିଜିଲାନ୍ସ ପଞ୍ଝାରେ ଜୟପୁର ଥାନା ଏଏସଆଇ ଅନୀଲ ନାୟକ । ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା ।

ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ  ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ ।

ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଦେଲେ ସହାୟତା ରାଶି ।

ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି ।

ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା ।

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।

ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ ପ୍ରତିଷ୍ଠାର ଆଧ୍ୟାତ୍ମ କାର୍ଯ୍ୟକ୍ରମ ।

ସବସ୍କ୍ରାଇବ କରନ୍ତୁ