Advertisment

Anupama Rout

୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି; ରାମ ମନ୍ଦିର ପ୍ରତିଷ୍ଠା ପ‌ରେ ଚପଲ ପିନ୍ଧିବେ ବୋଲି କରିଛନ୍ତି ପ୍ରତିଜ୍ଞା ।

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଘରେ ଘରେ ଉତ୍ସାହ । ମାଲକାନଗିରିରେ ଘର ଘର ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ଶ୍ରଦ୍ଧାଳୁ ।

ବଢୁଛି ତେଲ ଚିନ୍ତା । ଆନ୍ଦୋଳନରେ ପରିବହନ ଶ୍ରମିକ । ୩ ଦିନ ହେଲା ପାରାଦୀପରୁ ଆସିପାରୁନି ପେଟ୍ରୋଲ, ଡିଜେଲ ।

ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ । ମହମ୍ମଦ ମୁଇଜୁ ସରକାରକୁ ସମାଲୋଚନା । ବାତିଲ ହେଉଛି ବିମାନ ଉଡ଼ାଣ ।

ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।

ଜୟପୁରରେ ଭାଲୁ ଆତଙ୍କ । ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ । ସଂଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ ।

ଆଜି ରାଜଧାନୀରେ ବୁଲିବ ପରିକ୍ରମା ପ୍ରକଳ୍ପ ରଥ । ସଂକୀର୍ତ୍ତନ ସହ ଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଉଛି ଭୁବନେଶ୍ୱର ।

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା । ରାଜ୍ୟରେ ୨ଦିନ ଘନ କୁହୁଡ଼ି ।

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳାବାଘ ପରିବାର । ବିରଳ ମେଲାନିଷ୍ଟକଙ୍କ ପରିବାର ଭିଡିଓ କ୍ୟାମେରାରେ କଏଦ ।

ରାଜଧାନୀ ଦିଲ୍ଲୀଠୁ ବଳିଗଲା ବାଲେଶ୍ୱର । ରିପୋର୍ଟରେ ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଲା ବାଲେଶ୍ୱର ।

ସବସ୍କ୍ରାଇବ କରନ୍ତୁ