0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ ।
By
Anupama Rout
Jan 21, 2024
08:36
IST
ନ୍ୟୁଜ୍
ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର ।
By
Anupama Rout
Jan 21, 2024
08:10
IST
ନ୍ୟୁଜ୍
ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।
By
Anupama Rout
Jan 21, 2024
07:47
IST
ନ୍ୟୁଜ୍
ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର ।
By
Anupama Rout
Jan 21, 2024
07:36
IST
ନ୍ୟୁଜ୍
ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର ।
By
Anupama Rout
Jan 20, 2024
12:08
IST
ନ୍ୟୁଜ୍
‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ...’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ ।
By
Anupama Rout
Jan 20, 2024
11:49
IST
ନ୍ୟୁଜ୍
ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ।
By
Anupama Rout
Jan 20, 2024
11:40
IST
ନ୍ୟୁଜ୍
ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ ।
By
Anupama Rout
Jan 20, 2024
11:14
IST
ନ୍ୟୁଜ୍
ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ କଟିଗଲା ବେକ । କଟକ କାଠଯୋଡି ବ୍ରିଜ ଉପରେ ଅଘଟଣ ।
By
Anupama Rout
Jan 20, 2024
11:11
IST
ନ୍ୟୁଜ୍
କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି ।
By
Anupama Rout
Jan 20, 2024
10:58
IST
Prev
1
...
648
649
650
Next
ସବସ୍କ୍ରାଇବ କରନ୍ତୁ