ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ ।

58

କନକ ବ୍ୟୁରୋ: କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ଏହି ଗଣନା ହେବ । ବନବିଭାଗର ୯ଟି ଟିମ୍ ଏହି ଗଣନାରେ ନିୟୋଜିତ ହୋଇଛନ୍ତି । ୨୦୧୫ ମସିହାରୁ ଭିତରକନିକାରେ ଡଲଫିନ୍ ଗଣନା କରାଯାଉଛି ।