Daily Archives

April 19, 2018

ନମୋଙ୍କ ଫୁର୍ତ୍ତିର ରହସ୍ୟ ଜାଣିଲେ ବ୍ରିଟେନବାସୀ ! ପ୍ରତିଦିନ ତାଜା ରହିବା ପାଇଁ ମୋଦି ଯାହା ଖାଆନ୍ତି ତାହା ଆଉ କେହି…

ଆମ ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ବର୍ଷର ହୋଇସାରିଲେଣି । କିନ୍ତୁ ତାଙ୍କ କର୍ମତତ୍ପରତାରୁ ବୟସର ଛାପ ଜଣାପଡେନାହିିଁ । ଲୋକମାନେ କୁହନ୍ତି ଯେ ତାଙ୍କ ଠାରେ ବହୁତ ଶକ୍ତି ଅଛି । ତାଙ୍କ ଶକ୍ତିର ରହସ୍ୟ କ’ଣ ? ମୋଦିଙ୍କ ଶକ୍ତିର ରହସ୍ୟ ହେଉଛି ପ୍ରତିଦିନ ଦୁଇ କିଲୋ ଗାଳି ଖାଇବା । କ’ଣ ୟେ କି…

ଶ୍ରୀମନ୍ଦିରରେ ତୁଟୁନି ସେବାୟତ ପ୍ରଶାସନ ବିବାଦ ! ଆଜି ବି ବାହାରିବନି ବରାଦି ଅବଢ଼ା, ଚାରି ଦିନ ହେଲା ମହାପ୍ରସାଦ ନ…

କନକ ବ୍ୟୁରୋ : ଭକ୍ତ ନିରାଶ । ଆଜି ବି ଶ୍ରୀମନ୍ଦିରରେ ବାହାରିବନି ବରାଦି ଅବଢା । ଚାରି ଦିବ ହେବ ସୁଆର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ଭକ୍ତ ମହାପ୍ରସାଦ ପାଇନାହାନ୍ତି । ମହାପ୍ରଭୁଙ୍କ ନିକଟରେ କୋଠଭୋଗ ହେଉଥିଲେ ବି ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ…

ବ୍ୟାଙ୍କରୁ ଟଙ୍କା ବାହାରୁଛି ସତ କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହିଁ ! ଫସିଛି ୧.୪୭ ଲକ୍ଷ କୋଟି ଟଙ୍କା,୨୦୦୦…

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିବାରୁ ବଜାରରୁ ୨୦୦୦ ଟଙ୍କିଆ ନୋଟ ଗାୟବ ହୋଇଯାଉଛି । ଝାରଖଣ୍ଡରେ ପ୍ରାୟ ୭୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବଜାରରୁ ଶୂନ୍ୟ ହୋଇ ଯାଇଥିବା ଖବର ମିଳୁଛି । ରାଜ୍ୟରେ ୩.୪୭ ଲକ୍ଷ ଟଙ୍କା ଚାଲୁଥିବା ପରେ ମଧ୍ୟ…

ସରକାରଙ୍କ ଆଶ୍ୱସନା ସତ୍ୱେ ସୁଧୁରୁନି ଅବସ୍ଥା ! ଏବେ ବି ରାଜ୍ୟର ଅଧିକାଂଶ ଏଟିଏମରେ ନାହିଁ ଟଙ୍କା, ବିଧାନସଭାରେ ଉଠିଲା…

କନକ ବ୍ୟୁରୋ : ସାରା ଦେଶରେ ଏଟିଏମଗୁଡିକରେ ଟଙ୍କା ନଥିବାରୁ ଗ୍ରାହକ ହାଇରାଣ ହେଉଛନ୍ତି । ସରକାର ଓ ରିଜର୍ଭ ବ୍ୟାଙ୍କ ଏ ବାବଦରେ ଯେେତେ ସଫେଇ ଦେଲେ ବି ପରିସ୍ଥିତିରେ ସେଭଳି କୌଣସି ସୁଧାର ଆସୁନାହିଁ । ଲୋକଙ୍କୁ ଏବେ ବି ଲମ୍ବା ଧାଡିରେ ଏଟିଏମ ଆଗରେ ଛିଡା ହେବାକୁ ପଡୁଛି । ଉତ୍ତର ଭାରତରେ…

ଶିକ୍ଷକ ଅଧ୍ୟାପକ ମିଳିତ ମଂଚ ସହ ସରକାରଙ୍କ ଆଲୋଚନା : ଦାବି ପୂରଣ ପାଇଁ ସମୟ ମାଗିଲା ଶିକ୍ଷା ବିଭାଗ, ମୁଖ୍ୟ ଶାସନ…

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆେନ୍ଦୋଳନରତ ଶିକ୍ଷତ-ଅଧ୍ୟାପକ ମିଳିତ ମଂଚ ସହ ଆଜି ସରକାରଙ୍କ ପୁଣି ଆଲୋଚନା ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା ମିଳିତ ମଂଚର ଆବାହକ ପବିତ୍ର ମହଲା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଛନ୍ତି । ମୁଖ୍ୟ ଶାସନ…

ବାହାନାଗା-ସୋର ରେଳଧାରଣାରେ ଫାଟ ! ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର, ଯାତ୍ରୀ ସୁରକ୍ଷିତ…

କନକ ବ୍ୟୁରୋ : ବାହାନାଗା-ସୋର ଷ୍ଟେସନ ମଝିରେ ରେଳଧାରଣାରେ ଫାଟ । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଖଡଗପୁରରୁ ଭୁବନେଶ୍ୱର ଆସୁଥିବା ଫାଷ୍ଟ ପାସେଞର ଟ୍ରେନ । ଟ୍ରେନର ଶେଷ ୨ଟି କୋଚ ପାରି ହେଉଥିବାବେଳେ ଶଦ୍ଦ ହେବାରୁ ଟ୍ରେନରୁ ଅଟକାଇଥିଲେ ଡ୍ରାଇଭର । ଆଉ ଯାଂଚ ପରେ ଛାଡିଥିଲା…